ସୁପରଷ୍ଟାର ସିଙ୍ଗର ୩ର ଓ୍ବିନର ହେଲେ ଅବିର୍ଭବ-ଅଥର୍ବ, ଜିତିଲେ ଏତେ ଲକ୍ଷ ଟଙ୍କା

ମୁମ୍ବାଇ: ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ସୁପରଷ୍ଟାର ସିଙ୍ଗର ୩ ଶେଷ ହୋଇଛି । ଶେଷରେ ୫ମାସ ପରେ ଶୋ’ ଏହାର ବିଜେତା ପାଇଲା। ଏହି ସିଜରେ ବହୁ ଭଲ ଭଲ ପ୍ରତିଯୋଗୀ ଥିଲେ, କିନ୍ତୁ କେରଳ ଏବଂ ଝାଡ଼ଖଣ୍ଡର ଦୁଇ ବାଳକ ବିଜୟର ଟ୍ରଫଇ ଜିତିଛନ୍ତି। ଏମାନେ ହେଲେ ଅବିର୍ଭବ ଏବଂ ଅଥବର୍ର୍ ବକ୍ସି ସୁପରଷ୍ଟାର ସିଙ୍ଗର ୩ବିଜେତା ହୋଇ ଇତିହାସ ସୃଷ୍ଟି କରିଛନ୍ତ। ଉଭୟେ କେବଳ ଜନସାଧାରଣଙ୍କ ନୁହେଁ ବରଂ ଶୋ’ର ବିଚାରପତିମାନଙ୍କ ହୃଦୟ ଜିତିଥିଲେ। ସୋସିଆଲ ମିଡିଆରେ ପ୍ରଶଂସକଙ୍କ ତରଫରୁ ଅବିର୍ଭବ ଏବଂ ଅଥର୍ବଙ୍କୁ ଅନେକ ଅଭିନନ୍ଦନ ଦିଆଯାଉଛି।

ସୁପରଷ୍ଟାର ସିଙ୍ଗର ୩ର ଗ୍ରାଣ୍ଡ ଫାଇନାଲ ୪ଅଗଷ୍ଟରେ ହୋଇଥିଲା। ସମସ୍ତ ପ୍ରତିଯୋଗୀମାନେ ଶୋ’ର ଶେଷ ଏପିସୋଡରେ କଠିନ ପରିଶ୍ରମ କରିଥିଲେ। ପ୍ରକାଶ ଥାଉକି, ଅବିର୍ଭବ ଏବଂ ଆଥର୍ବ ନିଜର ପ୍ରଦର୍ଶନ ସହିତ ବିଚାରପତିମାନଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଶକ୍ତିଶାଳୀ ପ୍ରଦର୍ଶନ ପରେ କେରଳର ଅବିର୍ଭବ ଏସ ଏବଂ ଝାଡ଼ଖଣ୍ଡର ଅଥର୍ବ ବକ୍ସି ଟ୍ରଫି ଜିତିଥିଲେ। ଟ୍ରଫି ବ୍ୟତୀତ ଉଭୟ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନଗଦ ପୁରସ୍କାର ମଧ୍ୟ ପାଇଛନ୍ତି।
ଟ୍ରଫି ବ୍ୟତୀତ ଉଭୟ ବିଜେତାଙ୍କୁ ମଧ୍ୟ ପ୍ରତ୍ୟେକଙ୍କୁ ୧୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସମଗ୍ର ସିଜନରେ ଅବିର୍ଭବ ଏବଂ ଅଥର୍ବ ଉଭୟ ଜଜ ଏବଂ ଦର୍ଶକଙ୍କୁ ସେମାନଙ୍କ ଗୀତରେ ଆକର୍ଷିତ କରିଥିଲେ। ଭେଟେରାନ ଗାୟକ ଅରିଜିତ ସିଂଙ୍କ ସହ ଲିଟିଲ ଅଥର୍ବଙ୍କୁ ମଧ୍ୟ ତୁଳନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri