ମନୋରଞ୍ଜନ

ରାଗିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଟ୍ରିଟମେଣ୍ଟରେ ଥିବା ବେଳେ ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଝୁଠା କହିଁକା’ ଆସନ୍ତା ସପ୍ତାହରେ ରିଲିଜ୍‌ ହୋଇଛି। ଆଉ ଏହାକୁ ନେଇ ରିଷି ଖୁବ୍‌ ରାଗି ଯାଇଛନ୍ତି। କାରଣ ଏହାକୁ…

ହ୍ରିତିକ ଭର୍ସେସ ଟାଇଗର: ରିଲିଜ୍‌ ହେଲା ଫିଲ୍ମ ‘ଓ୍ବାର’ର ଟିଜର

ମୁମ୍ବାଇ: ଲମ୍ବା ସମୟରୁ ସିଲଭର ସ୍କ୍ରିନରେ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କୁ ଏକାଠି ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିବା ବେଳେ ଏବେ ତା’ର ଅନ୍ତ ଘଟିଛି। ସୋମବାର ୟଶରାଜଙ୍କ ଅପ୍‌ କମିଂ ଫିଲ୍ମ ‘ଓ୍ବାର’ର ଟିଜର…

ଧରାପଡ଼ିଲେ ସାରା-କାର୍ତ୍ତିକ!

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ତାଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ରିଲେସନଶିପକୁ ନେଇ। ନିକଟରେ ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ କିନ୍ତୁ ଉଭୟ…

‘କବୀର ସିଂ’କୁ ପଛରେ ପକାଇଲା ହ୍ରିତିକଙ୍କ ‘ସୁପର ୩୦’

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ମୁକ୍ତିଲାଭର…

କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ। ସେ କୁଆଡେ କ୍ରିକେଟକୁ ଭଲ ପାଆନ୍ତି ନାହିଁ ବୋଲି ଅକ୍ଷୟ ପ୍ରକାଶ କରିଛନ୍ତି। ଓ୍ବାର୍ଲଡ…

‘ଥାପ୍ପଡ୍‌’ରେ ନଜର ଆସିବେ ତାପସୀ

ବଲିଉଡ଼ରେ ଖୁବ୍‌ କମ ଦିନରେ ନାଁ କମାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ତାପସୀ ପନ୍ନୁଙ୍କ ନାମ ସର୍ବାଗ୍ରେ ଆସେ। ସେ କଷ୍ଟକର ଅଭିନୟ କରିବାକୁ ପସନ୍ଦ କରିଥାନ୍ତି। ସବୁ ଫିଲ୍ମରେ ତାଙ୍କ ଚରିତ୍ରକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥାଏ। ଗତ ବର୍ଷ…

ଆସନ୍ତା ବର୍ଷ ପରଦାକୁ ଆସିବ ‘ସତ୍ୟମେବ ଜୟତେ ୨’

ମୁମ୍ବାଇ: ଗତବର୍ଷ ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’ ଅଗଷ୍ଟ ୧୫ରେ ରିଲିଜ୍‌ ହୋଇଥିବା ବେଳେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ଏବେ ଏହାର ସିକ୍ୟୁଏଲ ତିଆରି ହେବାକୁ ଯାଉଛି। ଆସନ୍ତା ଅଗଷ୍ଟରେ ଜନ୍‌ଙ୍କ ଅଭିନୀତ ଫିଲ୍ମ ‘ବାଟଲା…

‘ଭୁଲ ଭୁଲେୟା ୨’ରେ ଏକାଠି ନଜର ଆସିବେ ଅକ୍ଷୟ-କାର୍ତ୍ତିକ!

ମୁମ୍ବାଇ: ଏବେ ରିମେକ୍‌ ଓ ସିକ୍ୟୁଏଲର ସମୟ ଚାଲିଥିବା ବେଳେ ବଲିଉଡ୍‌ ଦୁନିଆରେ ବଡ଼ ବଡ଼ ଫିଲ୍ମର ରିମେକ୍‌ ସହ ଏହାର ସିକ୍ୟୁଏଲ ମଧ୍ୟ ନିର୍ମାଣ କରାଯାଉଛି। ତେବେ ୨୦୦୭ରେ ପରଦାକୁ ଆସିଥିବା ହରର କମେଡି ଫିଲ୍ମ ‘ଭୁଲ ଭୁଲେୟା ୨’…

ବୁଢ଼ୀ ହେଲେ ଏମିତି ଦିଶିବେ ସୋନମ..

ମୁମ୍ବାଇ: ବଲିଉଡର ଫ୍ୟାଶନ ଡିଭା କହିଲେ ବୁଝାଯାଏ ସୋନମ କପୁରଙ୍କୁ। ଅନେକାଂଶରେ ଏହା ସତ ମଧ୍ୟ। ବିମାନବନ୍ଦର ହେଉ ଅଥବା କୌଣସି ପାର୍ଟି, ସବୁଥିରେ ସୋନମ୍‌ଙ୍କ ଫ୍ୟାଶନ୍‌ ସେନ୍ସ ବାରି ହୋଇପଡେ। ସବୁବେଳେ କିଛି ନୂଆ ଲୁକ୍‌ରେ କ୍ୟାମେରାରେ କଏଦ ହେବାକୁ…

କ୍ୟାଟ୍ରିନାଙ୍କ ପୋଷ୍ଟରେ ଅର୍ଜୁନଙ୍କ ମଜାଦାର କମେଣ୍ଟ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍‌ ରୁହନ୍ତିନି। କେତେବେଳେ କେମିତି ଫ୍ୟାନମାନଙ୍କ ପାଇଁ କିଛି ଫଟୋ ଶେୟାର କରନ୍ତି। ଏବେ କିଛି ଫଟୋ କ୍ୟାଟ୍ରିନା ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସମୁଦ୍ର କୂଳରେ ଠିଆ ହୋଇଥିବା ଏକ ଫଟୋ…

ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ନକଲି ପ୍ରୋଫାଇଲ

ନୂଆଦିଲ୍ଲୀ,୧୪।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଇନଷ୍ଟାଗ୍ରାମରେ ପ୍ରାୟ ୧.୬ କୋଟି ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆକାଉଣ୍ଟ ନକଲି ବୋଲି ଜଣାପଡିଛି। ଏହି ଆକାଉଣ୍ଟ ମାଧ୍ୟରେ ନେଣଦେଶ କାରବାର କରାଯାଉଛି। ଇ କମର୍ସ ଷ୍ଟାଟସ ‘ଏକ ଗୁଡ କମ୍ପାନୀ’ ଓ ଡାଟା ଆନାଲିଟିକ୍ସ ଫର୍ମ…

ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’: ପ୍ରଦୀପଙ୍କ ନାୟିକା ସାଜିଛନ୍ତି ଦିବ୍ୟା

ବାବା ବାଣେଶ୍ୱର ଫିଲ୍ମସ ବ୍ୟାନରରେ ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’ର ଶୁଟିଂ ଚାଲୁରହିଛି। କାହାଣୀ ଅନୁସାରେ ପ୍ରେମା ଜଣେ ସାଧାରଣ ଯୁବକ। ପୂଜା ନାମ୍ନୀ ଝିଅକୁ ବିବାହ ପରେ ସେ କୋଟିପତି ହେବାର ସ୍ବପ୍ନ ଦେଖେ। ଠିକ୍‌ ସେତିକିବେଳେ ତା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?