ମନୋରଞ୍ଜନ

୧୫ ବର୍ଷ ବଡ ଯୁବତୀଙ୍କୁ ପ୍ରେମବିବାହ କରି ପରେ ପଶ୍ଚାତାପ କରିଥିଲେ ନସିରୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ର ନାଁ କଳା କରାକାର ନସିରୁଦ୍ଦିନ ଶାହ ତାଙ୍କ ଅଭିନୟ ପାଇଁ ବେଶ୍‌ ପ୍ରସିଦ୍ଧ। ନିଚ୍ଛକ ଅଭିନୟରେ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରନ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ। ତାଙ୍କ ଅଭିନୀତ ଅନେକ ଫିଲ୍ମ ବକ୍ସ ଅଫିସରେ ହୋଇଛି ହିଟ୍‌।…

୪ବର୍ଷ ପରେ ବଡ଼ ପରଦାକୁ ଫେରିବେ ଆଶିକି ଫେମ୍‌ ଷ୍ଟାର

ମୁମ୍ବାଇ: ୧୯୯୦ର ରୋମାନ୍ସ ଡ୍ରାମା ଫିଲ୍ମ ‘ଆଶିକି’କୁ ଦର୍ଶକେ ଭୁଲି ନ ଥିବେ। ଏହି ଫିଲ୍ମ ଜରିଆରେ ଅଭିନେତା ରାହୁଲ ରୟ ରାତାରାତି ଷ୍ଟାର ହୋଇଯାଇଥିଲେ। ହେଲେ ଏହାପରେ ରାହୁଲଙ୍କ କିଛି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନ…

ପୁଣି ବଡ଼ ପରଦାରେ ନଜର ଆସିବେ ଦୀପିକା-ରଣବିର

ମୁମ୍ବାଇ: ବଡ ପରଦାରେ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛି ବଲିଉଡ ଅଭିନେତା ରଣବିର କପୁର ଏବଂ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନଙ୍କ ଯୋଡ଼ି।‘ତମାଶା’, ‘ୟେ ଜବାନୀ ହୈ ଦିଓ୍ବାନୀ’ ଆଦିରେ ଉଭୟଙ୍କ ଦମଦାର୍‌ ଅଭିନୟ ପ୍ରଶଂସକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଛି।…

ପ୍ରେମିକା ଗାବ୍ରିଏଲା ଶେୟାର କଲେ ଅର୍ଜୁନଙ୍କ ସହ ପୁଅର ଫଟୋ

ମୁମ୍ବାଇ: ବାପା ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କଠାରୁ ତାଙ୍କର ଦୁଇଟି କନ୍ୟା ସନ୍ତାନ ଥିବା ବେଳେ ଏବେ ପ୍ରେମିକା ଗାବ୍ରିଏଲା ଗୁରୁବାର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅର୍ଜୁନ।…

ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ଭାଇ ରାଜୀବ ସେନଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଏବେ ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା ସେନ। ତାଙ୍କ ସହିତ ଅଛନ୍ତି ପ୍ରେମିକ ରୋହମନ ଏବଂ ଦୁଇ ଝିଅ ଅଲିଶା ଏବଂ ରୈନୀ। ସୁସ୍ମିତା ଭ୍ରମଣ ସମୟରେ ଅନେକ…

ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ୍‌

ମୁମ୍ବାଇ: ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଥିବାବେଳେ ଏହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅନୁପ୍ରେରିତ କରିଛି। ସବୁଠୁ ଅଧିକ ଆକର୍ଷଣୀୟ ହୋଇଛି ଅଭିନେତା ଅକ୍ଷୟ କୁମାରଙ୍କ ଦମ୍‌ଦାର ସଂଳାପ: ‘ମୁଝେ ଅଭିତକ୍‌ ନହି…

ସୋସିଆଲ ମିଡିଆରେ କମାଲ୍‌ କରୁଛି ଗଜେନ୍ଦ୍ର ବର୍ମାଙ୍କ ‘ୟାଦ କରକେ’ଗୀତ

ମୁମ୍ବାଇ: ସିଙ୍ଗର, ରାଇଟର ଓ ମ୍ୟୁଜିକ୍‌ କମ୍ପୋଜର ଗଜେନ୍ଦ୍ର ବର୍ମାଙ୍କ ଗୀତ ‘ତେରା ଘାଟା’ ପପୁଲାର ହେବା ପରେ ଏବେ ଧୁମ ମଚାଉଛି ‘ୟାଦ କରକେ’। ଏହା ଏକ ବ୍ରେକ୍‌ ଅପ୍‌ ସଙ୍ଗ ହୋଇଥିବା ବେଳେ ଏଥିପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି…

ପ୍ରିୟଙ୍କାଙ୍କ ଜନ୍ମଦିନରେ ଏମିତି ଶୁଭେଚ୍ଛା ଜଣାଇଲେ ନିକ୍‌

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୁରୁବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ବିବାହ ପରେ ଶାଶୁଘର ଲୋକଙ୍କ ସହ ପ୍ରଥମ ଜନ୍ମଦିନ ଖୁବ୍‌ ଧୁମ୍‌ଧାମରେ ପାଳିଥିଲେ ପ୍ରିୟଙ୍କା। ଏହି ଅବସରରେ ସ୍ବାମୀ ନିକ୍‌ ଜୋନାସ୍‌ ପ୍ରିୟଙ୍କାଙ୍କୁ ସର୍‌ପ୍ରାଇଜ୍‌ ଗିଫ୍ଟ ଦେବାସହ ‘ତୁମେ…

କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ

ମୁମ୍ବାଇ,୧୯।୭: କମେଡି କିଙ୍ଗ କପିଲ ଶର୍ମାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିବା ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି କି…

ବିଶ୍ୱସ୍ତରରେ ଲୋକପ୍ରିୟ ବଲିଉଡ୍‌ କଳାକାର: ତାଲିକାରେ ବଚ୍ଚନ ପରିବାରର ୨ ସଦସ୍ୟ

ସାରା ବିଶ୍ୱରେ ପ୍ରଶଂସିତ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ କରୁଥିବା ସଂସ୍ଥା ‘ୟୁଗଭ୍‌’ ଚଳିତବର୍ଷ ମଧ୍ୟ ପ୍ରଶଂସିତ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌,…

ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ

ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ନରେ…

୩୭ ବର୍ଷରେ ପାଦ ଦେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଗୁରୁବାର ୩୭ବର୍ଷରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନରେ ଅନିଲ କପୁର, ବରୁଣ ଧାଓ୍ବନ, ଆଲିଆ ଭଟ୍ଟ, ମାଧୁରୀ ଦୀକ୍ଷିତ ନେନେଙ୍କ ଭଳି ବହୁ ବଲିଉଡ ସେଲିବ୍ରିଟି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ପ୍ରିୟଙ୍କାଙ୍କ ବନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?