ମନୋରଞ୍ଜନ

ଶିଶୁ କଳାକାରରୁ ହାସ୍ୟାଭିନେତା ଗୁରିଆ ସାହୁ

ଯାତ୍ରା ଜଗତର ଯୁବ ହାସ୍ୟାଭିନେତା ଗୁରିଆ ସାହୁ। ଘର ଜଗତ୍‌ସିଂହପୁର ଜିଲାର ରେଢୁଆ। ପିଲାଟି ବେଳରୁ କଳା ପ୍ରତି ସଉକ ଥିଲା। ଅଭିନୟ କ’ଣ ଜାଣିବା ଆଗରୁ ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ତେଣୁ ପଳେଇ ଆସିଲେ ଯାତ୍ରା ପାର୍ଟିକୁ।…

ଓଡ଼ିଶା ଅପେରାରୁ ସୂର୍ଯ୍ୟମନ୍ଦିର

ଓଡ଼ିଆ ଯାତ୍ରା ଜଗତରେ ଜଣେ ପରିଚିତା ମଦର ଆର୍ଟିଷ୍ଟ (ମା’ କଳାକାର) ହେଉଛନ୍ତି ଅମିତା ସେନାପତି। ତେବେ କଳାକାରମାନଙ୍କ ନିକଟରେ ସେ ତାରିଣୀ ବୋଲି ବେଶି ପରିଚିତା। ପୁରୀ ଜିଲା ନିମାପଡ଼ାରେ ଜନ୍ମ ଏହି ଅଭିନେତ୍ରୀ ପ୍ରଥମେ ଜଣେ ନୃତ୍ୟାଙ୍ଗନା ଭାବରେ…

ପ୍ରଥମ ଦିନରେ ୧୧କୋଟି

ମୁମ୍ବାଇ: ହ୍ରିତିକ ରୋଶନ୍‌ଙ୍କ ଅଭିନୀତ ‘ସୁପର ୩୦’ ରିଲିଜ ଦିବସରେ ୧୧କୋଟି ଅର୍ଜନ କରିଥିବା ଟ୍ରେଡ୍‌ ରିପୋର୍ଟ୍‌ସ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଫିଲ୍ମ ଗତ ଶୁକ୍ରବାର ଦେଶର ବିଭିନ୍ନ ମେଟ୍ରୋ ତଥା ସହରାଞ୍ଚଳର ପ୍ରେକ୍ଷାଳୟଗୁଡିକ (ବିଶେଷକରି ମୁମ୍ବାଇ ଓ ଦକ୍ଷିଣ…

କ୍ୟାଟ୍ରିନାଙ୍କ ହୃଦୟରେ ରାଜ୍‌ କରନ୍ତି ଜଣେ କ୍ରିକେଟର

ଅଭିନେତ୍ରୀ କ୍ୟାଟ୍ରିନାଙ୍କ ହୃଦୟରେ ଜଣେ କ୍ରିକେଟର ରାଜ୍‌ କରନ୍ତି। କ୍ୟାଟ୍ରିନା ସଚ୍ଚିନ, ଧୋନୀ କିମ୍ବା ବିରାଟଙ୍କୁ ପସନ୍ଦ କରନ୍ତିନି। ଏକଥା ଖୋଦ୍‌ କ୍ୟାଟ୍ରିନା ଏକ ସାକ୍ଷାତକାରରେ କହିଛନ୍ତି। କ୍ୟାଟ୍ରିନାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଆପଣଙ୍କ ପ୍ରିୟ କ୍ରିକେଟର କିଏ ସେ ସଙ୍ଗେ…

ସୁସ୍ମିତାଙ୍କ ଭାଉଜ ଚାରୁଙ୍କ ‘ହଳଦୀ ଉତ୍ସବ’ ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ୍‌ ଟେଲି ଅଭିନେତ୍ରୀ ଚାରୁ ଅସୋପାଙ୍କୁ ଦୀର୍ଘଦିନ ଧରି ଡେଟ୍‌ କରିବା ପରେ ନିକଟରେ ବିବାହ କରିଛନ୍ତି। ସେବେଠାରୁ ବିବାହ ଉତ୍ସବ ସମୟର ଅନେକ ଫଟୋ ଭାଇରାଲ ହେଉଛି। ଏହି କ୍ରମରେ ଚାରୁ…

ଦ ଲାୟନ କିଙ୍ଗ୍‌: ପୁଅ ଆର୍ଯ୍ୟନ୍‌ଙ୍କ ପାଇଁ ଶାହରୁଖ୍‌ଙ୍କୁ ୨ ଥର କରିବାକୁ ପଡ଼ିଲା ଡବିଂ

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍‌ ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର ଟିଜର୍‌ ମଧ୍ୟ ସମ୍ମୁଖକୁ ଆସିସାରିଛି। ହେଲେ ଫିଲ୍ମରେ ଆର୍ଯ୍ୟନ୍‌ଙ୍କ ସକାଶେ ଶାହରୁଖ୍‌ଙ୍କୁ ଗୋଟିଏ ସିନ୍‌…

ବିବାହ ପରେ ପ୍ରଥମ ଥର ପରଦାରେ ନଜର ଆସିବେ ରଣବୀର- ଦୀପିକା

ରଣବୀର ସିଂହ ଫିଲ୍ମ ‘୮୩’ରେ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକାଙ୍କୁ ଦେଖିବାକୁ ମିଳିବ। ଏଥିରେ ଦୀପିକା କପିଲ ଦେବଙ୍କ ସ୍ତ୍ରୀ ରୋମି ଭାଟ୍ଟିଆଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ବିବାହ ପରେ ପ୍ରଥମ ଥର ପରଦାରେ ନଜର…

ଚରିତ ଦେଶାଇଙ୍କୁ ନେଇ କ’ଣ କହିଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଖୁବ୍‌ ବିଜି। ସାଇନା ନେହଓ୍ବୋଲଙ୍କ ବାୟୋପିକ୍‌ରେ କାମ କରୁଥିବାରୁ ସେ ଏହାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ପ୍ରଥମେ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁରଙ୍କ ନାଁ…

ସନ୍ନିଙ୍କ କୋଳରେ ତୈମୁର: ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ମୁମ୍ବାଇ: କରିନା କପୁର ଖାଁ ଓ ଶୈଫ ଅଲି ଖାଁଙ୍କ ପୁଅ ତୈମୁର ଚର୍ଚ୍ଚିତ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ଜଣେ। ଅନେକ ସମୟରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କେବେକେବେ ସେ ତାଙ୍କ ମାତାପିତାଙ୍କ ସହ ମଧ୍ୟ ସ୍ପଟ…

ବିଶ୍ୱକପ୍‌ରେ ଭାରତ ହାରିବାକୁ ନେଇ ଟୁଇଟ୍‌ କରି ଟ୍ରୋଲ ହେଲେ ବିବେକ

ମୁମ୍ବାଇ: ଅଭିନେତା ବିବେକ ଓବରୟଙ୍କୁ ଟ୍ରୋଲ କରିଛନ୍ତି ପ୍ରଶଂସକ। ପୂର୍ବରୁ ଐଶ୍ୱର୍ଯ୍ୟା ରୟ ବଚ୍ଚନଙ୍କୁ ନେଇ ଏକ ମେମେ ଶେୟାର କରିବା ପରେ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ ସେ ଏହାକୁ ଟୁଇଟରରୁ କାଟିବା ସହ କ୍ଷମାପ୍ରାର୍ଥନା କରିଥିଲେ। ଏବେ ବିଶ୍ୱକପ୍‌…

‘ସୁପର-୩୦’ର ବମ୍ପର ଓପନିଂ, ପ୍ରଥମ ଦିନରେ ରୋଜଗାର ୧୨ କୋଟି

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିଛି ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’। ବିହାରର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏହା ରିଲିଜର ପ୍ରଥମ ଦିନରେ ୧୨ କୋଟି ରୋଜଗାର…

ବିବାହ ପରେ ନଓ୍ବାବଙ୍କ ଭାଗ୍ୟ ବଦଳିଲା: ରଜନୀକାନ୍ତଙ୍କ ଫିଲ୍ମରେ ମିଳିଲା ଅଫର

ବଲିଉଡ୍‌ରେ କେତେବେଳେ କ’ଣ ଘଟିଥାଏ ତାହା ପୂର୍ବରୁ କହିବା କଷ୍ଟକର। ଏମିତି କିଛି ଘଟିଛି ଅଭିନେତା ନଓ୍ବାବ ଶାହଙ୍କ ସହ। ନିକଟରେ ସେ ଅଭିନେତ୍ରୀ ପୂଜା ବାତ୍ରାଙ୍କ ସହ ଲୁଚିଛପି ବିବାହ କରିଛନ୍ତି। ବର୍ତ୍ତମାନ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?