ମନୋରଞ୍ଜନ

ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ ଏହାକୁ ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ସ୍ତ୍ରୀ ଗିନ୍ନି ପ୍ରଥମ ସନ୍ତାନ ଜନ୍ମ…

‘କିକ୍‌ ୨’ରେ ପୁଣି ସଲମାନ୍‌

ମୁମ୍ବାଇ:ସୁପରଷ୍ଟାର ସଲମାନ୍‌ ଖାନ୍‌ ‘କିକ୍‌ ୨’ରେ ପୁଣି ଅଭିନୟ କରିବାକୁ ଯାଉଥିବାବେଳେ ଏହା ଆସନ୍ତା ବର୍ଷ ରିଲିଜ୍‌ ହେବା ଆଶା କରାଯାଉଛି। ୨୦୧୪ ଇଦ୍‌ ବେଳେ ‘କିକ୍‌’ ରିଲିଜ ହୋଇଥିଲା ଏବଂ ଫିଲ୍ମ ନିର୍ମାତା ସାଜିଦ୍‌ ନାଡିଆଡ୍‌ଓ୍ବାଲା ଉକ୍ତ ଫିଲ୍ମର ଦ୍ୱିତୀୟ…

ପୁଣି ବଡ ପରଦାକୁ ଫେରିବେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ପୁଣି ଥରେ ବଡ ପରଦାକୁ ଫେରିବେ। ଏକ କମେଡି ଫିଲ୍ମ ଜରିଆରେ ସେ ପୁଣି ନିଜର ଜଲଓ୍ବା ଦେଖାଇବେ। ଶେଷଥର ପାଇଁ ୨୦୦୭ରେ ଶିଳ୍ପାଙ୍କୁ ବଡ ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମ ନିର୍ମାତା ଅଜିଜ ମିର୍ଜାଙ୍କ…

କିକ୍ରେଟର ମୁଥେୟା ମୁରଲିଧରନଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ଷ୍ଟାର ବିଜୟ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ନେତାଙ୍କ ଠାରୁ ଆରମ୍ଭ କରି କ୍ରିକ୍ରେଟରଙ୍କ ଜୀବନିକୁ ନେଇ ଫିଲ୍ମ ତିଆରି କରାଯାଉଛି। ଭାରତୀୟ କ୍ରିକେଟର ସଚ୍ଚିନ ତେନ୍ଦୁଲକର, ଏମ୍‌.ଏସ୍‌ ଧୋନୀ, କପିଲ ଦେବଙ୍କ ପରେ ଏବେ ଶ୍ରୀଲଙ୍କାର ବରିଷ୍ଠ ସ୍ପିନ୍‌…

ପୁଣିଥରେ ଅଭିନୟ ଦୁନିଆକୁ ଫେରିବେ ସୋନାଲି: ଗୋଲ୍‌ଡି

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ୨୦୧୮ରେ କ୍ୟାନସରରେ ପୀଡିତ ହେବା ପରଠାରୁ ଆଉ ବଡ ପରଦାରେ ନଜର ଆସି ନାହାଁନ୍ତି। ତେବେ ସେ କ୍ୟାନସରର ଚିକିତ୍ସା ପାଇଁ କିଛି ମାସ ନ୍ୟୁୟର୍କରେ ରହିବା ପରେ ଏବେ ସୁସ୍ଥ ହୋଇ ଭାରତ…

ବିବାହକୁ ନେଇ ଦୁଃଖ ପ୍ରକାଶ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଏବେ ୫୩ ବର୍ଷରେ ପଦାର୍ପଣ କଲେଣି। ହେଲେ ଏବେବି ସେ ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ ବ୍ୟାଚେଲର। କିନ୍ତୁ ତାଙ୍କ ବିବାହକୁ ନେଇ ସେ ଯେତିକି ଆଶାବାଦୀ ନୁହେଁ ତାଙ୍କ ଫ୍ୟାନମାନେ କିନ୍ତୁ ଏବେବି ଆଶା ରଖିଛନ୍ତି ଦିନେନା…

ଆଲିଆ-ରଣବୀରଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସମ୍ପର୍କୀୟ

ଆଲିଆ ଭଟ୍ଟ-ରଣବୀର କପୁର ଟିକେ ମୌକା ପାଇଲେ ଏକାଠି ଲୋକଙ୍କ ନଜରକୁ ଆସୁଛନ୍ତି। ଏମିତିରେ ବି କିଛିଦିନ ତଳେ ଦୁହିଁଙ୍କ ବିବାହ ଖବର ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏହି ସମ୍ପର୍କକୁ ନେଇ ଆଲିଆଙ୍କ କକା ମୁକେଶ ଭଟ୍ଟ ଏବଂ ସମ୍ପର୍କୀୟ…

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ଏହି ଅଭିନେତ୍ରୀ ନିଅନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ବି ଟାଉନରେ ନିଜ କାମ ହେଉ ବା ଲଭ୍‌ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ, ବିଜ୍ଞାପନ, ଇଭେଣ୍ଟ ହେଉ କି ସୋସିଆଲ ମିଡିଆରେ ତାଙ୍କର ବେଶ୍‌ ପପୁଲାରିଟି ରହିଥିବା ବେଳେ ଏଥିରୁ…

ଦର୍ଶକଙ୍କ ମନର କଥାକୁ ନାଟକରେ ପ୍ରତିଫଳିତ କରିଥାଏ

ସତେଯେମିତି ପିଲାଟିଦିନରୁ ତାଙ୍କୁ ଅଭିନୟ ନିଶା ଘାରିଥିଲା। ସେତେବେଳେ ଗଁ। ଗହଳିରେ ନାଟକ, ନୃତ୍ୟନାଟିକା, ପାଲା, ଧୁଡୁକି, ଦାସକାଠିଆ ଆଦି ଦେଖିବା ତାଙ୍କର ଏକ ଅଭ୍ୟାସ ପାଲଟି ଯାଇଥିଲା। ନାଟକଟିଏ ଦେଖି ଫେରିବା ପରେ ସେ ଘରକୁ ଆସି ଠିକ୍‌ ସେହିପରି…

ଚାରି ମାସରେ ୨୩ କିଗ୍ରା

ବଲିଉଡ୍‌ର ଖିଲାଡି ମାଷ୍ଟର ଭାବରେ ପରିଚିତ ଅକ୍ଷୟ କୁମାର ଅନେକ କଥା ପାଇଁ ଚର୍ଚ୍ଚାରେ ଥାଆନ୍ତି। ଥରେ ସେ ନିଜ ଓଜନ କମାଇବାକୁ ଚାହିଁଲେ। ଏ ନେଇ ନିଜକୁ ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ କରିନେଲେ। ପୁଣି ମାତ୍ର ମାସ କେଇଟାରେ…

ସୁଯୋଗ ଅପେକ୍ଷାରେ ବିନି

ଜୟଶ୍ରୀ ମହାନ୍ତି ଓରଫ ବିନି। ୨୦୦୫ରୁ ୨୦୧୭ ଭିତରେ ସେ ଅନେକ ଥିଏଟର ନାଟକରେ ନିଜର ଆକ୍ଟିଂ ଦକ୍ଷତା ଦେଖାଇ ସାଉଁଟିଥିଲେ ଅନେକ ସଫଳତା। ବାଘାଯତୀନ ଲୋକାନାଟ୍ୟର ଜଣେ ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କୁ ଜଲିଉଡ୍‌ରୁ ଡାକରା ଆସିଥିଲା। ଏ…

ଚଷମାପ୍ରିୟ ହ୍ରିତିକ

ହ୍ରିତିକ ରୋଶନ ଗୋଟିଏ ଜିନିଷକୁ ଭାରି ଭଲ ପାଆନ୍ତି। ଜୁଆଡେ ଗଲେ ସେ ଏକଥାକୁ କଦାପି ଭୁଲି ନ ଥାନ୍ତି। ଯେତେ ସମୟ ଲାଗୁ ପଛକେ ସେ ମନ ପସନ୍ଦର ଜିନିଷ କିଣିବା ପରେ ଅନ୍ୟ କାମ ପ୍ରତି ନଜର ଦିଅନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?