ମନୋରଞ୍ଜନ

ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଭାରତୀୟ ଗ୍ରୁପ୍‌ର ଚମତ୍କାର ପ୍ରଦର୍ଶନ, ଭାବୁକ କଲା ‘ଭି ଅନ୍‌ବିଟେବୁଲ’: ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆମେରିକୀୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଡ୍ୟାନ୍ସ ଗ୍ରୁପ୍‌ ‘ଭି. ଅନ୍‌ବିଟେବୁଲ’। ଏହି ଗ୍ରୁପ୍‌ର କଳାକାରଙ୍କ ଏକ୍ରୋବେଟିକ୍ସ ନୃତ୍ୟକୁ ଦେଖି ଶୋ’ର ବିଚାରପତିମାନେ ଚକିତ ହୋଇପଡ଼ିଥିଲେ। ଜଜ୍‌ ସାଇମନ କୋବେଲ, ହାସଇ…

ଅର୍ଜୁନଙ୍କ ପରେ ଗାବ୍ରିଏଲା ଶେୟାର କଲେ ପୁଅର ଫଟୋ, ହେଉଛି ଭାଇରାଲ

ମୁମ୍ବାଇ: ନିକଟରେ ପିତା ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ଗାବ୍ରିଏଲାଙ୍କଠାରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ତେବେ ପୂର୍ବରୁ ଅର୍ଜୁନଙ୍କ ଦୁଇଟି ଝିଅ ଥିବା ବେଳେ ଏବେ ପୁଅ ଆସିବାକୁ ନେଇ ବେଶ ଉତ୍ସାହିତ ଅର୍ଜୁନ।…

ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ କନ୍ନଡ ଫିଲ୍ମ ଜରିଆରେ ଦର୍ଶକଙ୍କ ନିକଟକୁ ଫେରିବେ ବୋଲି ଜଣାପଡିଛି। ସୁନିଲ ଓ ସାଉଥ୍‌…

କ୍ରିତିଙ୍କୁ କାହା ସହ ଡେଟ୍‌ କରିବାକୁ ଦେଉ ନାହାଁନ୍ତି ବରୁଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ଏବେ ବିବାହ ଯୋଗ୍ୟା ହୋଇ ଗଲେଣି। ହେଲେ ସେ ଜୀବନରେ କେବେ ବିବାହ କରି ନ ପାରନ୍ତି ବୋଲି ଡରି ଯାଉଛନ୍ତି। ଅସଲ ଘଟଣା ହେଲା ନିକଟରେ କ୍ରିତି କହିଛନ୍ତି ବରୁଣ ଶର୍ମା ତାଙ୍କୁ…

ବଲିଉଡ୍‌ ସୁପରହିଟ୍‌କୁ ନେଇ ନିର୍ମାଣ ହୋଇଛି ଦକ୍ଷିଣ ଭାରତୀୟ ସିନେମା: ତାଲିକାରେ ଅଛି ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’, ‘ଜବ୍‌ ଉଇ ମେଟ୍‌’…

ମୁମ୍ବାଇ: ବଲିଉଡ୍‌ରେ ଦକ୍ଷିଣ ଭାରତୀୟ ସିନେମାର ରିମେକ୍‌ ହେବା ନୂଆ କଥା ନୁହେଁ। ସୁପରଷ୍ଟାର ସଲମାନ ଖାନ୍‌ ଏବଂ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅନେକ ଫିଲ୍ମ ତେଲୁଗୁ ନଚେତ ତାମିଲ ସିନେମାର ହିନ୍ଦି ରିମେକ୍‌। ତେବେ କେବଳ ଯେ ଦକ୍ଷିଣ ଭାରତୀୟ…

ଶୁଟିଂ ବେଳେ ଚେତାଶୂନ୍ୟ ହେଲେ ବରୁଣ ଧଓ୍ବନ

ମୁମ୍ବାଇ: କଳାକାର ହେବ ତ ଅଭିନେତା ବରୁଣ ଧଓ୍ବନଙ୍କ ଭଳି,ଯିଏକି ନିଜ କାମକୁ ଶହେ ପ୍ରତିଶତ ଦେବାକୁ ସର୍ବଦା ଚେଷ୍ଟିତ। ଏଭଳି କିଛି ଚର୍ଚ୍ଚା ଆଜିକାଲି ବଲିଉଡ୍‌ର ଗଳିକନ୍ଦିରେ ହେଉଛି। କଥା କ’ଣ କି..! ନିକଟରେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‌…

ଜଲ୍‌ଦି ବାହାଘର ଗୁଜବକୁ ଅସ୍ବୀକାର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଥିବା ବିଷୟକୁ ଆଲିଆଙ୍କ ପରିବାର ପକ୍ଷରୁ ଅସ୍ବୀକାର କରାଯାଇଛି। ଆଲିଆ ବିଶିଷ୍ଟ ଫେଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କୁ ବିବାହ ଲେହେଙ୍ଗା ପାଇଁ ଅର୍ଡର ଦେଇଥିବା ନେଇ…

ପ୍ରଥମ ଫିଲ୍ମରେ ହିଟ୍‌ ହେଲେ ଦ୍ୱିତୀୟ ଫିଲ୍ମ ପରେ ଭାରତ ଛାଡିଲେ

ମୁମ୍ବାଇ: ବଲତଉଡ୍‌ରେ ଯିଏ ଥରେ ପାଦ ରଖିଛି ସେ ଆଉ ପଛକୁ ଫେରିବାକୁ ଚାହିଁନି। କିଏ ଏଠି ଅଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଛି ତ ପୁଣି କିଏ ବହୁ ପରିଶ୍ରମ କରି ମଧ୍ୟ ସଫଳତାକୁ ଆପଣାଇ ପାରି ନାହିଁ। ମାୟା…

କନ୍ଦାଇ ଦେଲା ‘ବାଟଲା ହାଉସ’ର ନୂଆ ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ ରିଲିଜ୍‌ ହୋଇଥିବା ଏହାର ଏକ ଗୀତ ଏବେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ‘ରୁଲା…

ମୁଁ କୌଣସି ପୁରସ୍କାର କିଣିବାକୁ ଚାହିଁନି: ଗୋବିନ୍ଦା

ବଲିଉଡ୍‌ ହିରୋ ଗୋବିନ୍ଦାଙ୍କୁ ଶେଷଥର ପାଇଁ ଫିଲ୍ମ ‘ରଙ୍ଗିଲା ରାଜା’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ ଦେଖାଇ ପାରି ନ ଥିଲା। ମାତ୍ର ୯୦ ଦଶକରେ ସେ ଅନେକ ସଫଳ ଫିଲ୍ମରେ କାମ କରିସାରିଛନ୍ତି। ହେଲେ…

ଲୁଙ୍ଗି ପିନ୍ଧି ପରଦାକୁ ଆସିବେ ଖିଲାଡି କୁମାର

ବଲିଉଡରେ ଆଜିକାଲି ଅକ୍ଷୟ କୁମାରଙ୍କ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପର୍‌ହିଟ୍‌ ଫିଲ୍ମ ଦେଇଚାଲିଥିବା ଅକ୍ଷୟ ନିଜ ଆଗାମୀ ସିନେମା ‘ବଚନ୍‌ ପାଣ୍ଡେ’ରେ ଏକ ଭିନ୍ନ ଲୁକ୍‌ରେ ନଜର ଆସିବେ। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଅକ୍ଷୟ ମଥାରେ…

କାର୍ତ୍ତିକଙ୍କଠାରୁ ଦୂରରେ ରହିପାରୁନାହାନ୍ତି ସାରା, ଭେଟିବା ଲାଗି ଲକ୍ଷ୍ନୌ ପହଞ୍ଚିଲେ

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ। ପ୍ରଥମେ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକଙ୍କୁ ପସନ୍ଦ କରୁଥିବା ନେଇ କହିବା ପରେ ଉଭୟଙ୍କୁ ଏକ କାର୍ଯ୍ୟକ୍ରମରେ ଭେଟାଇଥିଲେ ରଣବୀର ସିଂହ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?