ମନୋରଞ୍ଜନ

‘ଦିଲ୍‌ ଚାହତା ହୈ’ ପ୍ରୀତି ଜିଣ୍ଟାଙ୍କ କାହିଁକି ପସନ୍ଦ ଜାଣନ୍ତି…

ସୈଫ ଅଲ୍ଲୀ ଖାନ୍‌, ଅମୀର ଖାନ୍‌ ଏବଂ ଅକ୍ଷୟ ଖାନ୍ନାଙ୍କ ସୁପରହିଟ୍‌ ଫିଲ୍ମ ‘ଦିଲ୍‌ ଚାହତା ହୈ’ ରିଲିଜ ହେବାର ୧୮ ବର୍ଷ ପୂରିଛି। ଫିଲ୍ମରେ ପ୍ରୀତି ଜିଣ୍ଟା, ସୋନାଲି କୁଲକର୍ଣ୍ଣି ଏବଂ ଡିମ୍ପଲ କପାଡ଼ିଆ ଲିଡ୍‌ ଭୂମିକାରେ ଅଭିନୟ କରିଥିଲେ।…

ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’ ଏବଂ ‘ଚକ୍ରବୂ୍ୟହ’ର ପ୍ରାରମ୍ଭିକ କାମ ଚାଲୁ ରହିଛି। ଏ ସମ୍ପର୍କରେ ରମେଶ କହନ୍ତି, ‘ଭଲ…

ରଙ୍ଗ ବରଷିବ ଟୁପୁରୁ ଟୁପୁରୁ

ଚଳିତ ମାସ ୨୬ରେ ପରଦା ଉପରକୁ ଆସୁଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ତଥା ଜିତେନ୍ଦ୍ର ନାଥ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’। କାହାଣୀ ଅନୁସାରେ, ପ୍ରେମ ପରି ଶବ୍ଦ ଯେ…

କଷ୍ଟ୍ୟୁମ ଦାମ୍‌ ୧.୫କୋଟି

କରୀନା କପୁର ଥରେ ନିଜ କଷ୍ଟ୍ୟୁମ ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ। ମଧୁର ଭଣ୍ଡାରକରଙ୍କ ‘ହିରୋଇନ୍‌’ ଫିଲ୍ମରେ ସେ ଏକ କଷ୍ଟ୍ୟୁମ ପିନ୍ଧିଥିଲେ, ଯାହାର ଦାମ୍‌ ଥିଲା ଦେଢ଼ କୋଟି। କେବଳ ସେତିକି ନୁହେଁ ଏହି ଫିଲ୍ମରେ ସେ କେତେ ପେୟାର…

ସୀତା ଲୋ…ଗୀତକୁ ଲଗାତର ୪ ଥର ଗାଇଥିଲି

କଣ୍ଠଶିଳ୍ପୀ ଟି. ସୌରୀ ଓଡ଼ିଆ ସିନେମା, ଆଲ୍‌ବମ, ଭଜନ କ୍ଷେତ୍ରରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ଏବେ ଏକ ମ୍ୟୁଜିକ ଇନଷ୍ଟିଚ୍ୟୁଟ ଖୋଲି କୁନି କୁନି ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିବା ଓଡ଼ିଶାର ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କର ଅନୁଭୂତିରୁ କିଛି। ବାଲେଶ୍ୱରରେ…

କାରଗିଲ ବିଜୟ ଦିବସ ପାଇଁ ପୁଣି ଥରେ ରିଲଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’

ମୁମ୍ବାଇ: କାରଗିଲ ବିଜୟ ଦିବସ ଅର୍ଥାତ୍‌ ୨୬ ଜୁଲାଇରେ ମହାରାଷ୍ଟ୍ରରେ ରିଲିଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’। ଏଥିରେ ମୁଖ୍ୟ ଭୂମିକାରେ ବିବେକ କୌଶଲ ଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଆଦିତ୍ୟ ଧର। ୨୦୧୬ରେ ଭାରତୀୟ ସେନା ପାକିସ୍ତାନ…

ସମକାଳୀନ କାହାଣୀ ଉପରେ: ଓଡ଼ିଶୀ ଏକ ଭଲ ଚିନ୍ତାଧାରା

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତରେ ଜଣେ ପରିଚିତ ଚେହେରା ମଧୁଲିତା ମହାପାତ୍ର। ଜଣେ ପ୍ରତିଭାବାନ୍‌ ଯୁବ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ଦେଶ ବାହାରେ ଓଡ଼ିଶୀ ନୃତ୍ୟକୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମଧୁଲିତା। ଓଡ଼ିଶୀ ପାଇଁ ନିଜକୁ ଉତ୍ସର୍ଗୀକୃତ…

ବଲିଉଡର ‘ଲେଡି ସୁପରଷ୍ଟାର’ କଙ୍ଗନା, ବିବାଦ ସତ୍ତ୍ୱେ ବଢ଼ୁଛି ଲୋକପ୍ରିୟତା

ମୁମ୍ବାଇ: ବିବାଦ ଏବଂ କଙ୍ଗନା ପରସ୍ପରର ପରିପୂରକ ବୋଲି କହିପାରିବା। ସେ ଫିଲ୍ମ ହେଉ ଅଥବା ତାଙ୍କର ମନ୍ତବ୍ୟ ସବୁବେଳେ ବିବାଦ ଘେରକୁ ଆସିଯାଇଥାଏ। ଆଗାମୀ ଦିନରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ ମଧ୍ୟ ବିବାଦୀୟ ହୋଇଥିଲା।…

ଗର୍ଲଫ୍ରେଣ୍ଡ୍‌ଙ୍କ ଜନ୍ମଦିନରେ ସଲମାନ ଉପହାର ଦେଲେ ହୀରା ମୁଦି

ବଲିଉଡ ଭାଇଜାନ୍‌ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ଲୁଲିଆ ଭନ୍ତୁର ନିକଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ମା’ ସଲମାଙ୍କ କଥା ମାନି ସେ ଏହି ଦାମୀ ଉପହାର ଲୁଲିଆଙ୍କୁ ଦେଇଛନ୍ତି ବୋଲି ସଲ୍ଲୁଙ୍କ ଜଣେ ବନ୍ଧୁ କହିଛନ୍ତି। ମଙ୍ଗଳବାର ସଲ୍ଲୁଙ୍କ…

ଆଲିଆଙ୍କ ପରେ ଜ୍ୟାକ୍‌ଲିନ୍‌ ଲଞ୍ଚ କଲେ ୟୁଟ୍ୟୁବ୍‌ ଚ୍ୟାନେଲ୍‌

କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘Aliabe’ ଲଞ୍ଚ କରିଥିଲେ। ଏବେ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ପ୍ରଥମ ଦିନରେ ଜ୍ୟାକ୍‌ଲିନଙ୍କ ଫ୍ୟାମିଲି ଭିଡିଓ, ମଡେଲିଂ, ବଲିଉଡ୍‌ ଅଡିଶନ ଆଦି ଶେୟାର କରିଥିବା…

ନିର୍ମାଣ ହେବ ତେଲୁଗୁ ଫିଲ୍ମ‘ଡିଅର କୋମରେଡ୍‌’ର ହିନ୍ଦୀ ରିମେକ୍‌, କରନ୍‌ ଜୋହର କିଣିଲେ ରାଇଟ୍ସ

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ କିଛି ନୂଆ କଥା ନୁହେଁ। ବିଗତ ଦିନ ମାନଙ୍କରେ ଅନେକ ତାମିଲ, ତେଲୁଗୁ ଫିଲ୍ମକୁ ହିନ୍ଦୀ ଭାଷାରେ ରିମେକ୍‌ କରାଯାଇଛି। ଏହା ହିଟ୍‌ ହୋଇଛି ମଧ୍ୟ। ଏବେ ବହୁଚର୍ଚ୍ଚିତ ଫିଲ୍ମ ‘ଡିଅର କୋମରେଡ୍‌’ର ହିନ୍ଦୀ ରିମେକ୍‌ ନିର୍ମାଣ…

ହୋଟେଲରେ ଦୁଇଟି କଦଳୀର ବିଲ୍‌ ଆସିଲା ୪୪୨ଟଙ୍କା, ଚକିତ ହେଲେ ରାହୁଲ ବୋଷ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବା ସମୟରେ ଏକ ଅଜବ ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏନେଇ ସେ ଟୁଇଟରରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି। କଥାଟି ଏପରି। ଫିଲ୍ମର ଶୁଟିଂ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?