ଆଲିଆ-ରଣବୀରଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସମ୍ପର୍କୀୟ

ଆଲିଆ ଭଟ୍ଟ-ରଣବୀର କପୁର ଟିକେ ମୌକା ପାଇଲେ ଏକାଠି ଲୋକଙ୍କ ନଜରକୁ ଆସୁଛନ୍ତି। ଏମିତିରେ ବି କିଛିଦିନ ତଳେ ଦୁହିଁଙ୍କ ବିବାହ ଖବର ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏହି ସମ୍ପର୍କକୁ ନେଇ ଆଲିଆଙ୍କ କକା ମୁକେଶ ଭଟ୍ଟ ଏବଂ ସମ୍ପର୍କୀୟ ଭାଇ ରାହୁଲଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି, ଆଲିଆ ଏବଂ ରଣବୀରଙ୍କ ବିବାହ ପକ୍କା ହୋଇଯାଇଛି। ଆଲିଆ ବିବାହବେଳେ ଫେଶନ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଲେହେଙ୍ଗା ପିନ୍ଧିବେ ବୋଲି ମଧ୍ୟ ସ୍ଥିର ହୋଇସାରିଛି। କିନ୍ତୁ ଏନେଇ ଆଲିଆ କିମ୍ବା ରଣବୀର ଏ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତିଏକ ସାକ୍ଷାତକାତରେ ମୁକେଶ ଭଟ୍ଟଙ୍କୁ ଆଲିଆଙ୍କ ବିବାହକୁ ନେଇ ପ୍ରଶ୍ନ କରାଯାଇଥିଲା। ମହେଶ ଏସବୁ ଗୁଜବ ବୋଲି କହିଥିଲେ। କିନ୍ତୁ ଆଲିଆଙ୍କ ସମ୍ପର୍କୀୟ ଭାଇ ରାହୁଲଙ୍କ କଥା ଟିକେ ଅଲଗା ଥିଲା। ରାହୁଲ କହିଛନ୍ତି, ଆଲିଆ ଏବଂ ରଣବୀରଙ୍କ ଯୋଡ଼ି ତାଙ୍କର ବହୁ ପସନ୍ଦ। ଯଦି ମୋତେ ଏହି ବିବାହର ନିମନ୍ତ୍ରଣ ମିଳିବ ତେବେ ମୁଁ ଏଥିରେ ନିଶ୍ଚିତ ଯୋଗ ଦେବି। କୁହାଯାଉଛି, ରଣବୀରଙ୍କ ପିତା ଋଷି କପୁର ଭାରତ ଆସିବା ପରେ ଆଲିଆ ଏବଂ ରଣବୀରଙ୍କ ବିବାହ ପ୍ରସ୍ତୁତିରେ ଲାଗିପଡ଼ିବେ। ଏହି ଖବର କେତେଦୂର ସତ ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ କାହାକୁ ଗାଳି ଦେଲେ ବୈଭବ ସୂର୍ଯ୍ୟବଂଶୀ? ଚମକାଉଛି Video

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ୨୦୨୬ର ଏଲିମିନେଟର୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନର ବିଜୟର ହିରୋ ସାଜିଛନ୍ତି ୧୫…

ବିଜୁଳି ଚୋରି ଧରିବାକୁ ଯାଇଥିବା JEଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ପ୍ରଥମେ ଲାତ ଗୋଇଠା ମାରିଲେ, ପରେ ପୋଷା କୁକୁର ଛାଡିଦେଲେ

ଲକ୍ଷ୍ନୌ ବିଦ୍ୟୁତ୍ ବିଭାଗ ବର୍ତ୍ତମାନ ସାରା ଦେଶରେ ବିଦ୍ୟୁତ୍ ଚୋରମାନଙ୍କୁ ଦମନ କରିବା ପାଇଁ ଏକ ଅଭିଯାନ ଚଳାଇଛି। ଏହି ଅଭିଯାନ ସମୟରେ, ବୁଧବାର ସନ୍ଧ୍ୟାରେ LESA…

ନିର୍ମାଣ ପରେ ବି ହସ୍ତାନ୍ତର ହେଉନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା, ଗ୍ରାମବାସୀ କହିଲେ…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ…

ଭାରତ-ଚାଇନା ମଧ୍ୟରେ ଭୟଙ୍କର ଯୁଦ୍ଧ ଆଶଙ୍କା! ସେନା ବେସ୍‌ରେ ବଡ଼ ହଲଚଲ,ଚମକାଇଲା IISSର ରିପୋର୍ଟ

ନୂଆଦିଲ୍ଲୀ,୨୮।୫: ଭାରତର ଦୁଇ ପଡ଼ୋଶୀ ପାକିସ୍ତାନ ଏବଂ ଚାଇନା ସହିତ ସୀମା ବିବାଦ ଦଶନ୍ଧି ଧରି ଜାରି ରହିଛି। ପାକିସ୍ତାନ ବିରୋଧରେ ପୂର୍ୱରୁ ଅନେକ ଯୁଦ୍ଧ ହୋଇସାରିଛି।…

ବୈଭବ ସୂର୍ଯ୍ୟବଂଶୀ ନଂ-୧, ଟପ୍‌-୫ ଦୌଡ଼ରୁ ବାହାରିଲେ କୋହଲି, ଓରେଞ୍ଜ କ୍ୟାପ କବ୍‌ଜା କରିନେଲେ…

ନୂଆଦିଲ୍ଲୀ, ୨୮।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଶେଷ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପହଞ୍ଚିଛି, ଏବଂ ଦ୍ୱିତୀୟ ଫାଇନାଲିଷ୍ଟ…

ପିଇବା ପାଣି ଲାଗି ବିକ୍ଷୋଭ: ଟ୍ରାକ୍ଟର ଜବତ କଲା ପୋଲିସ

ଲୋଇସିଂହା ୨୮।୫ (ସୁଶାନ୍ତ ବାଇକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ଗ୍ୟାଲେରୀ ଉପରୁ ବେଇଆନ ବାଲି ଚାଲାଣ ହେଉଛି। ଏହାର…

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ: ପ୍ରାତଃଭୋଜନ ବୈଠକରେ ହେଲା ଘୋଷଣା

ବେଙ୍ଗାଲୁରୁ,୨୮।୫: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଏକ ପ୍ରାତଃଭୋଜନ ବୈଠକରେ ସେ ଏହି…

JIOର ଟେନ୍‌ସନ୍‌ ବଢ଼ାଇଲା BSNL, ନୂଆ ପ୍ଲାନ୍‌ରେ ୨୮ ଦିନ ପାଇଁ ୨-ଜିବି ଡାଟା ସହ…

ନୂଆଦିଲ୍ଲୀ,୨୮ା୫: ସରକାରୀ ଟେଲିକମ୍‌ କମ୍ପାନୀ BSNL ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଅତ୍ୟନ୍ତ ସୁଲଭ ପ୍ରିପେଡ୍‌ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ୫୧ରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri