ମନୋରଞ୍ଜନ

ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା

ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍‌ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ ସହ ତାଙ୍କୁ ମତାନ୍ତର ଯୋଗୁ ଭାରତ ହାରିଲା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପଡିଆରେ…

ପ୍ରସ୍ତୁତି ପଥେ ‘ଗୁଲାବୋ ସିତାବୋ’

ଲକ୍ଷ୍ନୌ: ଅଭିନେତା ଆୟୁଷ୍ମାନ୍‌ ଖୁରାନା ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗୁଲାବୋ ସିତାବୋ’ ଶୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଅଭିନୟ କରୁଥିବାବେଳେ ନିର୍ଦ୍ଦେଶକ ଶୁଜିତ ସର୍କାର ମଧ୍ୟ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଏ ସମ୍ପର୍କରେ ଆୟୁଷ୍ମାନ୍‌…

ସାହୋ: ରିଲିଜ୍‌ ହେଲା ‘ଇନି ସୋନି’ର ଟିଜର୍‌

ମୁମ୍ବାଇ: ଶ୍ରଦ୍ଧା କପୁର ଓ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ରୋମାଣ୍ଟିକ୍‌ ଟ୍ରାକ୍‌ ‘ଇନି ସୋନି’ ଗୀତର ଟିଜର୍‌ ହୋଇଛି। ନିକଟରେ ଏହାର ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଏହାର ଟିଜର୍‌। ତେବେ ଗୀତଟି ଖୁବ୍‌ଶୀଘ୍ର ରିଲିଜ୍‌…

ମାତ୍ର ୧୬ ବର୍ଷ ବୟସରେ ବଲିଉଡରେ ବୋଲ୍ଡ୍‌ ସିନ୍‌ ଦେଇଥିଲେ ଏହି ନାୟିକା

ମୁମ୍ବାଇ: ୮୦ ଦଶକରେ ବଲିଉଡ୍‌ ପରଦାରେ ବୋଲ୍ଡ ସିନ୍‌ କଥା କହିଲେ ବା ଶୁଣିଲେ ଟିକେ ଅଡୁଆ ଲାଗୁଥିଲା। ତଥାପି ସେ ସମୟରେ ମାତ୍ର ୧୬ ବର୍ଷ ବୟସର ନାୟିକା ମନ୍ଦାକିନି ଯେଉଁ ବୋଲ୍ଡ ସିନ୍‌ ଦେଇଥିଲେ ତାହା ଆଜିବି ରହିଛି…

ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍‌ କରନ୍ତୁ ନାହିଁ

ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍‌ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ ବ୍ୟକ୍ତି ଅଡୁଆରେ ପଡିଯାଇଛନ୍ତି। ସନ୍ନି ନିକଟରେ ଏକ ଫିଲ୍ମ ଡାଇଲଗ୍‌ କହିବା ବେଳେ ତାଙ୍କ…

ଜାହ୍ନବୀ-ଇଶାନ୍‌ଙ୍କ ପ୍ରେମ ସମ୍ପର୍କକୁ ନେଇ କ’ଣ କହିଲେ ବୋନି କପୁର

ଫିଲ୍ମ ‘ଧଡକ’ରେ ପ୍ରଥମଥର ପାଇଁ ଏକଠି ନଜର ଆସିବା ପରେ ଏବେ ଇଶାନ୍‌ ଖଟ୍ଟର ଏବଂ ଜାହ୍ନବୀ କପୁରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କୁ ବିଭିନ୍ନ ପାର୍ଟିରେ ଏକତ୍ର ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ଇଶାନଙ୍କ ଜନ୍ମଦିନକୁ…

ଇଶାନ-ଜାହ୍ନବୀଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ବାପା ବୋନି କପୁର

ମୁମ୍ବାଇ: ବି ଟାଉନରେ ଲଭ୍‌ବାର୍ଡ ଜାହ୍ନବୀ କପୁର ଓ ଇଶାନ ଖଟ୍ଟରଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଫିଲ୍ମ ‘ଧଡକ’ରୁ ଜାହ୍ନବୀ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ସେ ଇଶାନଙ୍କ ସହ ଏକାଠି ସ୍କ୍ରିନ ଶୟାର କରିଥିଲେ। ସେବେଠାରୁ ଦୁହିଁଙ୍କୁ…

ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ୨୦୧୯ ତାଲିକାରେ ସାମିଲ ହେଲେ ଦିପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ୨୦୧୯ରେ ବିଶ୍ୱର ସବୁଠାରୁ ଅଧିକ ପସନ୍ଦ ମହିଳାଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି। ବଲିଉଡ୍‌ ଏକମାତ୍ର ଅଭିନେତ୍ରୀ ଯିଏ କି ଫୋର୍ବସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ୧୦୦ଟି ସେଲିବ୍ରିଟି ତାଲିକାର ଟପ୍‌…

ଗର୍ଭବତୀ ଥିବା ନେଇ କ’ଣ କହିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ଏନେଇ ନିଜେ ମୁହଁ ଖୋଲିଛନ୍ତି ଅନୁଷ୍କା। ସେ କହିଛନ୍ତି, ମୋ ନିଜର ଏକ ବ୍ୟକ୍ତିଗତ ଜୀବନ ଅଛି ତାକୁ ନେଇ ଚର୍ଚ୍ଚା ହେବା ଆଦୌ ଉଚିତ୍‌…

ଅଗଷ୍ଟ ୯ରେ ‘ଜବରିୟା ଯୋଡ଼ି’ ରିଲିଜ

ମୁମ୍ବାଇ:ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡ଼ି’ ଅଗଷ୍ଟ ୯ରେ ରିଲିଜ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ଜବରିୟା ଯୋଡ଼ି ପ୍ରଥମେ ମେ ୧୭ରେ ରିଲିଜ ହେବାକୁ ଥିଲେ ହେଁ ଏହାକୁ ଜୁଲାଇ…

ରିଲିଜ୍‌ ହେଲା ସଞ୍ଜୟଙ୍କ କେ.ଜି.ଏଫ୍‌-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ୬୦ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ବଡ଼ ଉପହାର ମିଳିଛି। ସାଉଥ୍‌ର ସୁପରହିଟ ଫିଲ୍ମ ‘କେ.ଜି.ଏଫ୍‌ର ଦ୍ୱିତୀୟ ଭାଗ ‘କେ.ଜି.ଏଫ୍‌-୨’ରେ ସଞ୍ଜୟ ଦତ୍ତଙ୍କ ଅଭିନୟ ଦେଖିବାକୁ ମିଳିବ। ଏହି ଅବସରରେ ଫିଲ୍ମର ଅଭିନେତା ୟଶ…

ଦୁଇ ସପ୍ତାହ ହେବ ଉଦିତ ନାରାୟଣଙ୍କୁ ମିଳୁଛି ପୋଲିସ ସୁରକ୍ଷା

ମୁମ୍ବାଇ: ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗରଙ୍କୁ ପ୍ରାୟ ଏକ ମାସ ହେବ ହତ୍ୟା ଧମକ ମିଳୁଛି। ଏହାକୁ ନେଇ ସେ ଗତ ୨ ସପ୍ତାହ ତଳେ ପୋଲିସରେ ଅଭିଯୋଗ କରିବା ପରେ ସେବେଠାରୁ ତାଙ୍କୁ ପୋଲିସ ସୁରକ୍ଷା ଦିଆଯାଉଛି। ଉଦିତଙ୍କ ଅଭିଯୋଗ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?