ମନୋରଞ୍ଜନ

ରାନୁଙ୍କର ଖୋଲିଲା ଭାଗ୍ୟ: ପ୍ରଥମ ଗୀତ ପାଇଁ ନେଲେ ୭ ଲକ୍ଷ ପାରିଶ୍ରମିକ

ମୁମ୍ବାଇ, ୨୭।୮: ପଶ୍ଚିମବଙ୍ଗ ରେଳଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି। ତାଙ୍କର ପ୍ରଥମ ଗୀତ ରେକର୍ଡିଂ ହୋଇଛି। ଏଥିରେ ସେ ହିମେଶ ରେଶମିୟାଙ୍କ ସହିତ ଗୀତ ଗାଇଛନ୍ତି। ଏହି ପ୍ରଥମ ଗୀତ…

‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ୍‌-୨ରେ ପ୍ରକୃତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଗୋଟିକ ପରେ ଗୋଟିଏ ସଫଳତାର ପାହାଚ ଚଢୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ଜାତୀୟ ଟେଲିଭିଜନ ଚ୍ୟାନେଲ ଏମ୍‌ ଟିଭିରେ ପ୍ରସାରିତ ରିୟଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ ୨ରେ ପ୍ରଥମ…

‘ପାଗଲପନ୍ତି’ରେ ଜନ୍‌ ଆବ୍ରାହମ

ମୁମ୍ବାଇ: କପ୍‌-ଡ୍ରାମା ଏବଂ ଆକ୍ସନ ଫିଲ୍ମ ପରେ ଜନ୍‌ ଆବ୍ରାହମ୍‌ଙ୍କୁ ଆଗାମୀ କମେଡି ଫିଲ୍ମ ‘ପାଗଲପନ୍ତି’ରେ ଦେଖିବାକୁ ମିଳିବ। ଉକ୍ତ ଫିଲ୍ମ ଚଳିତ ବର୍ଷ ଶେଷଭାଗରେ ରିଲିଜ ହେବାକୁ ଯାଉଛି। ଆବ୍ରାହମ୍‌ ଏଥିରେ ତାଙ୍କର ସର୍ବାଧିକ ଦକ୍ଷତା ପ୍ରଦର୍ଶନ କରିଥିବା କହିଛନ୍ତି।…

ଅତୀତର ସ୍ମୃତିକୁ ସାଉଁଟିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ଲିଜେଣ୍ଡ ଅଭିନେତା ଅନୁପମ ଖେର ସୋମବାର ନିଜର ୩୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅନୁପମ ଖେର ଅତୀତର ସ୍କୃତିକୁ ମନେପକାଇବା ସହ ଟୁଇଟରରେ ଏକ ଫଟୋ ସହିତ ଭାବବିହ୍ବଳ ପୋଷ୍ଟ…

ମୋଦିଙ୍କୁ ଟୁଇଟ୍‌ କରି ଚର୍ଚ୍ଚାରେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର ଖାଁ ସବୁବେଳେ ସାମାଜିକ ବିଷୟ ବସ୍ତୁକୁ ନେଇ ରିସର୍ଚ୍ଚ କରୁଥିବା ବେଳେ ଏହାକୁ ଠିକ୍‌ ଢଙ୍ଗରେ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଅନ୍ତି। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଥିବା ଏକ ଟୁଇଟ୍‌କୁ…

ପ୍ରଭାସଙ୍କ ପୁରା ନାଁ ଶୁଣି ଉଡିଗଲା ଦର୍ଶକଙ୍କ ହୋସ୍‌

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସ ଏବେ ବଲିଉଡ୍‌ ମୁଭି ‘ସାହୋ’ରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷର ନାୟିକା ଅଛନ୍ତି ଶ୍ରଦ୍ଧା କପୁର। ଏବେ ଶ୍ରଦ୍ଧା ଓ ପ୍ରଭାସ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ନିକଟରେ ଏମାନେ କପିଲ ଶର୍ମା ଶୋ’ରେ…

ମୋ ଆଚରଣ ସ୍ବାଭାବିକ: ଅନନ୍ୟା ପାଣ୍ଡେ

ମୁମ୍ବାଇ: ପ୍ରଯୋଜକ କରନ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦି ୟର୍‌ ଟୁ’ରେ ଅଭିନୟ ସହ ବଲିଉଡ଼ରେ ପଦାର୍ପଣ କରିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏହାଦ୍ୱାରା ତାଙ୍କ ଜୀବନରେ ପରିବର୍ତ୍ତନ ଘଟିଥିଲେ ବି ତାଙ୍କର ଆଚରଣ ସ୍ବାଭାବିକ ରହିଛି ବୋଲି ସେ ପ୍ରକାଶ…

ଓ୍ବିକିପିଡିଆ ଓ୍ବେବ୍‌ ତାଲିକାରେ ସଂଗୀତକାର ପ୍ରେମାନନ୍ଦ ରାଜ୍ୟରେ ଶ୍ରୋତାଙ୍କ ପ୍ରଥମ ପସନ୍ଦ

ମାର୍ଶାଘାଇ,୨୬ା୮(ଡି.ଏନ୍‌.ଏ.)- ଅନ୍ତର୍ଜାତୀୟ ଓ ଜାତୀୟ ସିନେମାଠାରୁ ଆରମ୍ଭ କରି ବିଭିନ୍ନ ଭାଷାର ସିନେମା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଓ୍ବିକିପିଡିଆ ଓ୍ବେବ୍‌ସାଇଟ୍‌ ଅନ୍‌ଲାଇନ୍‌ରେ ଲୋକପ୍ରିୟ ହୋଇପାରିଛି। ଏହି ଓ୍ବେବ୍‌ସାଇଟ୍‌ର ତାଲିକାରେ ଓଡିଆ ସଂଗୀତ ନିର୍ଦ୍ଦେଶକ ଭାବେ ପ୍ରେମାନନ୍ଦ ସାମଲ ରାଜ୍ୟର ଶ୍ରୋତା…

ରେଳଷ୍ଟେଶନରେ କାହିଁକି ଗାଉଥିଲେ ଗୀତ, ଭାବପ୍ରବଣ ହୋଇ ଏହାର ଖୁଲାସା କଲେ ରାନୁ ମଣ୍ଡଳ

ଏବେ ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କୁ ନେଇ ଥମୁନି ଚର୍ଚ୍ଚା। ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ ସେଲିବ୍ରିଟି ପାଲଟି ଯାଇଛନ୍ତି। ନିକଟରେ ସେ ବଲିଉଡ୍‌ରେ ଗୀତ ଗାଇବା ପରେ ତାଙ୍କ ଜୀବନକୁ…

୫ ହଜାରରୁ ଅଧିକ ଆସିଲାଣି ବିବାହ ପ୍ରସ୍ତାବ, ହେଲେ କାହାକୁ ବିବାହ କରିବେ ବାହୁବଳୀ ପ୍ରଭାସ

‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବିବାହକୁ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେ କେବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଇଚ୍ଛା। ଏପର୍ଯ୍ୟନ୍ତ ବିଭିନ୍ନ ଅଭିନେତ୍ରୀଙ୍କ ତାଙ୍କ ନାଁ ଯୋଡା ସରିଲାଣି। କିନ୍ତୁ ସେ କାହାକୁ ବିବାହ…

ଜନ୍‌ ଆବ୍ରାହମଙ୍କଠାରୁ ଦୁଇ ଗୁଣା ଆଗକୁ ବଢିଗଲେ ଅକ୍ଷୟ

ମୁମ୍ବାଇ: ସ୍ବାଧୀନତା ଦିବସରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଟକ୍କର ଦେବାକୁ ଆସିଥିଲା ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’। ପ୍ରଥମରୁ ଉଭୟ ଭଲ ବ୍ୟବସାୟ କରିଥିବା ବେଳେ…

ଏହି ଗୀତରେ ରବିନାଙ୍କ ସହ ରୋମାଣ୍ଟିକ୍‌ ଡ୍ୟାନ୍ସ କଲେ ପ୍ରଭାସ

ବାହୁବଳୀ ଷ୍ଟାର ପ୍ରଭାସଙ୍କ କୋଟିଏରୁ ଊର୍ଦ୍ଧ୍ୱ ଫ୍ୟାନ୍‌ ରହିଛନ୍ତି। କିନ୍ତୁ ପ୍ରଭାସ ରବିନା ଟଣ୍ଡନଙ୍କ ବଡ଼ ଫ୍ୟାନ୍‌। ଏହି କଥା ପ୍ରଭାସ ଡ୍ୟାନ୍ସ ଶୋ’ ‘ନଚ୍‌ ବଲିୟେ -୯’ରେ ସମସ୍ତଙ୍କୁ ଜଣାଇଛନ୍ତି। ଶୋ’ରେ ପ୍ରଭାସ – ରବିନାଙ୍କ ସହ ‘ଟିପ୍‌ ଟିପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?