ମନୋରଞ୍ଜନ

ଜନ୍ମବେଳେ ମୃତ ଘୋଷଣା କରିଥିଲେ ଡାକ୍ତର: କେବିସି ମଞ୍ଚରେ ଟଙ୍କା ସହ ହୃଦୟ ଜିତିଲେ ନୂପୁର

ମୁମ୍ବାଇ: ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନେ ଜୀବନର ପ୍ରତିଟି ବାଧାବିଘ୍ନ। ଏଭଳି କିଛି ଦେଖିବାକୁ ମିଳିଛି ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ୍‌ ବନେଗା କରୋଡପତି’ ମଞ୍ଚରେ। ଉତ୍ତରପ୍ରଦେଶର ଉନ୍ନାଓ ଜିଲାର ବିଘାପୁରରେ ଜନ୍ମିତ ଦିବ୍ୟାଙ୍ଗ ନୂପୁର ସିଂ କେବିସିରେ ଭାଗ ନେଇ…

ବିଶ୍ୱରେ ସବୁଠୁ ଅଧିକ ଟଙ୍କା କମାଉଛନ୍ତି ଏହି ସିଙ୍ଗର୍‌

ଆମେରିକାର ପପ୍‌ ଗାୟିକା ଟେଲର୍‌ ସୁଇଫ୍ଟ ବିଶ୍ୱର ସବୁଠାରୁ ଧନୀ ସିଙ୍ଗର୍‌ ହେବାର ସୌଭାଗ୍ୟଲାଭ କରିଛନ୍ତି। ତାଙ୍କର ପ୍ରତିଦିନ ଆୟ ପାଖାପାଖି ୩.୬୨ କୋଟି ଟଙ୍କା ଏବଂ ବାର୍ଷିକ ୧୩୨୨ କୋଟି ଆୟ କରନ୍ତି। ଫୋବର୍ସ ପକ୍ଷରୁ ଜାରି ଏକ ରିପୋର୍ଟରେ…

ମୋଦିଙ୍କ ପରେ ଏବେ ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌, ଚାଲୁ ରହିଛି ସ୍କ୍ରିପ୍ଟିଂ

ମୁମ୍ବାଇ: ବଡ଼ ପରଦାରେ ଦେଖିବାକୁ ମିଳିବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପିଲାଦିନ, କଲେଜ ସମୟ ତଥା ରାଜନେତାରୁ ପ୍ରଧାନମନ୍ତ୍ରୀ ହେବା ପଛର କାହାଣୀ। ନରେନ୍ଦ୍ର ମୋଦିଙ୍କ ପରେ ବାଜପେୟୀଙ୍କ ଜୀବନକାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ବାୟୋପିକ୍‌।…

ତକିଆ ତଳେ ଜୋତା ରଖି ଶୋଉଥିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ସହ ଅମିତାଭ ଖୁବ୍‌ ମଜାଳିଆ ଢଙ୍ଗରେ କଥାବାର୍ତ୍ତା ହୁଅନ୍ତି ବିଗ୍‌ ବି। ବେଳେବେଳେ…

‘ଇନ୍‌-ଶା-ଆଲ୍ଲା’ରେ ସଲମାନ୍‌-ଆଲିଆ

ମୁମ୍ବାଇ: ନିର୍ମାଣ ହେବାକୁ ଯାଉଥିବା ଆଗାମୀ ଫିଲ୍ମ ‘ଇନ୍‌-ଶା-ଆଲ୍ଲା’ରେ ଅଭିନୟ କରିବେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌। ତାଙ୍କ ସହ ଆଲିଅ ଭଟ୍ଟଙ୍କ ଯୋଡି ବେଶ୍‌ ଜମିବ ବୋଲି ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଁସାଲି ସୂଚନା ଦେଇଛନ୍ତି। ଉଭୟ ଭଁସାଲିଙ୍କ…

ହାର୍ଦ୍ଦିକଙ୍କ ଜୀବନରେ ନୂଆ ପ୍ରେମିକା

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ବିଗତ ଦିନରେ ବଲିଉଡ୍‌ ଅଭିନେତ୍ରୀ ଈଶା ଗୁପ୍ତା, ଉର୍ବଶୀ ରୌତେଲା ଏବଂ ପରିଣୀତି ଚୋପ୍ରାଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଛି। ହେଲେ ଏମାନଙ୍କ ଭିତରୁ କୌଣସିଟି…

କଶ୍ମୀରର ଶେଷ ହିନ୍ଦୁ ରାଣୀଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ କଶ୍ମୀରରେ ରାଜ କରୁଥିବା ଶେଷ ହିନ୍ଦୁ କୋଟା ରାଣୀଙ୍କ ଉପରେ ଖୁବ୍‌ଶୀଘ୍ର ଏକ ଫିଲ୍ମ ତିଆରି ହେବାକୁ ଯାଉଛି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଫାଣ୍ଟମ ଫିଲ୍ମର ମିଳିତ ସହଯୋଗରେ ଏହି…

ବକ୍ସ ଅଫିସରେ ସୁପର୍‌ହିଟ୍‌ ସାବ୍ୟସ୍ତ ହେଲା ବାଟ୍‌ଲା ହାଉସ୍‌

ଅଗଷ୍ଟ ୧୫ରେ ରିଲିଜ ହୋଇଥିବା ଜନ ଆବ୍ରାହମଙ୍କ ସିନେମା ‘ବାଟ୍‌ଲା ହାଉସ’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ଅକ୍ଷୟ କୁମାଙ୍କ ‘ମିଶନ୍‌ ମଙ୍ଗଲ୍‌’କୁ ଏହି ଫିଲ୍ମ କଡ଼ା ଟକ୍କର ଦେବାକୁ ସମର୍ଥ ହୋଇଛି। ରିଲିଜର ୧୨ ଦିନ ପରେ ଫିଲ୍ମଟି…

ପୁଣି ବିବାଦରେ ପପୁ ପମ୍‌ପମ୍‌: ରାନୁଙ୍କୁ ଅନୁକରଣ କରୁଥିବାର ଭିଡିଓ ଭାଇରାଲ, କଟୁ ସମାଲୋଚନା କରୁଛନ୍ତି ପ୍ରଶଂସକ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ପୁଣି ବିବାଦରେ କମେଡିଆନ୍‌ ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱ ପ୍ରକାଶ ଶତପଥି। ନିକଟରେ ନିଜର ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟାଁ’ ପୋଷ୍ଟରକୁ ନେଇ ସେ ବିବାଦ ଘେରକୁ ଆସିଥିବା ବେଳେ ଏବେ ସେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ଗାୟିକା…

ହିମେଶଙ୍କ ପରେ ଏବେ ସଲମାନ୍‌: ରାନୁଙ୍କୁ ଘର, ‘ଦବଙ୍ଗ-୩’ରେ ଗୀତ ଗାଇବାକୁ ଦେଲେ ସୁଯୋଗ !

ପଶ୍ଚିମବଙ୍ଗ ରେଳ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର୍‌ କା ନଗ୍‌ମା ହୈ…’ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ। ରାନୁଙ୍କ ଏହି ଗୀତକୁ ଅତିନ୍ଦ୍ର ଚକ୍ରବର୍ତ୍ତୀ ରେକଡିଂକରି ନିଜ ସୋସିଆଲ ମିଡ଼ିଆ ପେଜ୍‌ରେ ଶେୟାର କରିବା ପରେ…

ବିଗ୍‌ ବସ୍‌-୧୩: ଷ୍ଟେଶନ ମାଷ୍ଟର ସାଜି ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଲେ ସଲମାନ୍‌

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌-୧୩’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଶୋ’ର ପ୍ରଥମ ପ୍ରମୋ ସମ୍ମୁଖକୁ ଆସିଯାଇଛି। କଲର୍ସ ଚ୍ୟାନେଲ ନିଜର ଅଫିସିଆଲ ଆକାଉଣ୍ଟରେ ଏହାକୁ ଶେୟାର କରିଛି। ପ୍ରତିଥର ପରି ଏଥର ମଧ୍ୟ ସଲମାନ୍‌…

‘ଓ୍ବାର’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫଙ୍କ ଭିତରେ ଏବେ ଓ୍ବାର ଆରମ୍ଭ ହୋଇଯାଇଛି। ଅର୍ଥାତ୍‌ ବଲିଉଡ୍‌ର ଆକ୍ସନ ଷ୍ଟାର ହ୍ରିତିକ୍‌ ଓ ଟାଇଗରଙ୍କ ଅପ୍‌ କମିଂ ଫିଲ୍ମ ‘ଓ୍ବାର’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମର ଟ୍ରେଲର ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?