ମନୋରଞ୍ଜନ

ଜେଏନ୍‌ୟୁ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ବଲିଉଡ୍‌ ସେଲିବ୍ରିଟି

ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ରବିବାର ରାତିରେ ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଛି। ରାତି ଅନ୍ଧକାରରେ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି କ୍ୟାମ୍ପସ୍‌ ଭିତରକୁ ପଶି ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜେଏନ୍‌ୟୁ...

ଏ.ଆର୍‌. ରହମାନ୍‌ଙ୍କୁ ପୂରିଲା ୫୩: ଅସଫଳ ହୋଇ ଆତ୍ମହତ୍ୟା କରିବାକୁ ବହୁଥର କରିଥିଲେ ଉଦ୍ୟମ…

ମୁମ୍ବାଇ: ସଙ୍ଗୀତକାର ଏ.ଆର୍‌.ରହମାନ୍‌ ସୋମବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍‌. ଦିଲ୍ଲୀପ୍‌ କୁମାର ମୁଦଲିଆର ଥିଲା। ତାଙ୍କ ଭଉଣୀ ୧୯୮୬ରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।...

କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରୁଛି। ତେଣୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ବାୟୋପିକ ତିଆରି କରିବାକୁ...

ବିବାହ ପରେ ବଦଳିଗଲେ ମୋନା ସିଂ

ଅଭିନେତ୍ରୀ ମୋନା ସିଂ ବିବାହ କରିବାର ମାତ୍ର ୮ ଦିନ ପୂରଣ ହୋଇଛି। ସେ ୨୭ ଡିସେମ୍ବରରେ ତାଙ୍କ ବୟଫ୍ରେଣ୍ଡ୍‌ ଶ୍ୟାମ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ ମୋନା ସୋସିଆଲ ମିଡିଆରେ ଲଗାତର ଫଟୋ ଶେୟାର କରି ଚାଲିଛନ୍ତି। ତାଙ୍କର...

ଓ୍ବାଘା ବର୍ଡରରେ ସୋନାଲି

ମୁମ୍ବାଇ: ଏଥର ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରିଛନ୍ତି। ବିଶେଷ ଭାବେ ବଲିଉଡ୍‌ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ସ୍ଥାନରେ ଯାଇ ନୂଆବର୍ଷ ପାଳନ କରିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ମାସ ହେବ...

ସୀମା ଟପିଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ କିଛିଦନ ହେବ ସୋସିଆଲ ମିଡିଆରୁ ଦୂରେଇ ରହିଥିବା ବେଳେ ଏବେ ପୁଣିଥରେ ସୋସିଆଲ ମିଡିଆରେ ଯୋଡି ହୋଇଯାଇଛନ୍ତି। ସବୁବେଳେ ସେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ମଧ୍ୟ...

ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ ଭୋଗିବାକୁ ମଧ୍ୟ ପଡିଥାଏ। ସେପରି ଏକ ରହସ୍ୟମୟ କାହାଣୀକୁ ଆଧାର କରି ନିର୍ମିତ...

ଓଜନ କମାଉଛନ୍ତି ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ପାଇଁ ନିଜର ଓଜନ ପ୍ରାୟ ୨୦ କିଲୋ ବୃଦ୍ଧି କରିଥିଲେ। ଏବେ କିନ୍ତୁ ଆଉ କିଛି ସିନ୍‌ର ଶୁଟିଂ ପାଇଁ ତାଙ୍କୁ...

୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଗୁଡ୍‌ ନ୍ୟୁଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର, କରିନା କପୁର ଖାଁ, କିଆରା ଆଡଭାନୀ ଓ ଦିଲ୍‌ଜିତ ଦୋସାଞ୍ଜଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ ଏବେ ୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏବେ ପର୍ଯ୍ୟନ୍ତ ଫିଲ୍ମ ବକ୍ସ...

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିକ୍ରାନ୍ତ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସି ଅପ୍‌ କମିଂ ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ଛପାକ୍‌’ରେ ଦୀପିକା ପାଦୁକୋନ୍‌ଙ୍କ ସହ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ନଜରକୁ ଆସିବେ। ବିକ୍ରାନ୍ତ ନିଜର ପର୍ସନାଲ ଓ ପ୍ରଫେଶନାଲ ଲାଇଫ୍‌ ପାଇଁ...

ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ୍ୟୁର ଅସଲ କାରଣ

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ବାଥ୍‌ଟବ୍‌ରେ ବୁଡ଼ି ପ୍ରାଣ ହରାଇଥିବା ଘଟଣାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଏନେଇ ସେତେବେଳେ ନାନା ପ୍ରଶ୍ନ ଉଙ୍କି ମାରିଥିଲା। କିନ୍ତୁ ଏବେ ଏହି ଘଟଣାର ପ୍ରକୃତ କାରଣ ସାମ୍ନାକୁ...

‘ସଞ୍ଜିବନୀ – ୨’ ଛାଡ଼ିଲେ ଆରତି, ଆସିବେ ନୂଆ ଅଭିନେତ୍ରୀ

ଟିଭି ସିରୟଲ’ ‘ସଞ୍ଜିବନୀ-୨’ ରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଆରତି ବହଲ। ଏଥିରେ ଅଭିନୟ କରିବା ୩ ମାସ ବି ପୂରଣ ହୋଇନି। ମାତ୍ର ଏବେ ଏହି ଧାରାବାହିକକୁ ସେ ଗୁଡ୍‌ବାୟ କହିଦେଇଛନ୍ତି। ତାଙ୍କୁ ଏକ ସାକ୍ଷାତକାରରେ ଯେତେବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri