ଜ୍ୟାକ୍ଲିନ୍ଙ୍କ ସହ ଆଲବମ୍ରେ ନଜର ଆସିବେ ଆସିମ୍
ବମ୍ବେ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ର ରନର୍ସ ଅପ୍ ହୋଇଥିଲେ ଜାମ୍ମୁ-କଶ୍ମୀର ମଡେଲ ଆସିମ ରିଆଜ। ପ୍ରତିଯୋଗୀ ଭାବେ ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିବା ଆସିମ୍ଙ୍କ ଲୋକପ୍ରିୟତା ଏବେ ଶୀଖର ଛୁଉଁଛି। ତାଙ୍କ ହାତରେ ଏବେ ଗୋଟିଏ ପରେ…
‘ବାଗି-୩’ରେ ଦିଶାଙ୍କ ହଟ୍ ଆଇଟମ୍ ନଂ ‘ଡୁ ୟୁ ଲଭ୍ ମି’ ରିଲିଜ, ଦେଖନ୍ତୁ ଭିଡିଓ
ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ରିଲିଜ ହୋଇଥିଲା ଦିଶା- ଆଦିତ୍ୟ କପୁର ଅଭିନୀତ ଫିଲ୍ମ ‘ମଲଙ୍ଗ’। ଏଥିରେ ବୋଲ୍ଡ ଲୁକ୍ରେ ନଜର ଆସିଥିଲେ ଦିଶା। ସେ ଏବେ ସଲମାନଙ୍କ ସହ…
ସୋନାକ୍ଷୀ କହିଲେ ‘କାମ ମୋ ନିକଟକୁ ଆସେ, ମୁଁ ଯାଏନି’
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ‘ଦବଙ୍ଗ’ ସିରିଜ୍ ବ୍ୟତୀତ ଏତେ ହିଟ୍ ଫିଲ୍ମ ଆଉକିଛି ନାହଁି। କିନ୍ତୁ ବକ୍ସ ଅଫିସରେ ୧୫୦୦ କୋଟି କ୍ଲବରେ ସେ ସାମିଲ ହୋଇଛନ୍ତି। ତାଙ୍କର ଶେଷ ହିଟ୍…
ବାପାଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି ରିତେଶ
ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ବାପା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାଶରାଓ ଦେଶମୁଖଙ୍କ ବାୟୋପିକ୍ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭଲ ସ୍କ୍ରିପ୍ଟ ଅପେକ୍ଷାରେ ଅଛନ୍ତି। ଫିଲ୍ମ ‘ବାଗି’ର ପ୍ରମୋଶନ ଅବସରରେ ସେ ଏପରି କହିଛନ୍ତି। ସେ କହିଛନ୍ତି, ଜଣେ…
ଆନନ୍ଦ ଏଲ୍ ରାୟଙ୍କ ସହ କାମ କରୁ ନାହାନ୍ତି ସଲମାନ
ମୁମ୍ବାଇ: କିଛିଦିନ ହେବ ଶୁଣିବାକୁ ମିଳିଥିଲା କି ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ସହ ବଲିଉଡ୍ ଭାଇଜାନ୍ ସଲମାନ ଖାଁ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏକ ଆକ୍ସନ୍ ଫିଲ୍ମରେ ସଲମାନ ଡବଲ ରୋଲ୍ କରିବେ ବୋଲି ନିର୍ଦ୍ଦେଶକ ଆନନ୍ଦ ଏଲ୍…
ଆଉ କମେଡି କରିବେନି କପିଲ!
ମୁମ୍ବାଇ: କମେଡି କିଙ୍ଗ ଭାବେ ପରିଚିତ କପିଲ ଶର୍ମା ଏବେ କୁଆଡେ ଆଉ କମେଡି କରିବେ ନାହିଁ ବୋଲି ଆଲୋଚନା ହେଉଛି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରୁ ଅନୁମାନ କରାଯାଉଛି କି କପିଲ ହୁଏତ…
ମେନ୍ ଭର୍ସେସ୍ ଓ୍ବାଇଲ୍ଡର ଟିଜର ରିଲିଜ୍: ବିୟର ଗ୍ରୀଲ୍ସଙ୍କ ସହ ନଜର ଆସିଲେ ସାଉଥ୍ ସୁପରଷ୍ଟାର
ମୁମ୍ବାଇ: ଗତ କିଛି ଦିନରୁ ମୋଷ୍ଟ ପପୁଲାର ଶୋ’ ‘ମେନ୍ ଭର୍ସେସ୍ ଓ୍ବାଇଲ୍ଡ’ରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଶୁଟିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ବହୁ ପ୍ରତିକ୍ଷୀତ ଏହି ଏପିସୋଡ୍ର ଏବେ ଟିଜର ରିଲିଜ୍ ହୋଇଛି। ଡିସକଭରି ଚ୍ୟାନେଲ ଶୋ’ର ଏହି…
ଅଧ୍ୟକ୍ଷଙ୍କ ଆକଟ ଆଶୀର୍ବାଦ ପାଲଟିଗଲା
ଓଡ଼ିଆ ସାହିତ୍ୟରେ ପଦ୍ମଶ୍ରୀ ଡ.ପ୍ରତିଭା ରାୟ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ। ସାହିତ୍ୟରେ ରୁଚି ରଖୁଥିବା ପ୍ରତିଟି ଲୋକ ତାଙ୍କ ବିଷୟରେ ଅବଗତ। ରେଭେନ୍ଶା କଲେଜରେ ପାଠ ପଢ଼ୁଥିବା ସମୟକୁ ନେଇ ଡ.ରାୟଙ୍କ ଅନୁଭୂତି… ଆମ ପରିବାରର ପ୍ରାୟ ସମସ୍ତେ ରେଭେନ୍ଶା କଲେଜରେ…
ଦର୍ଶକ ମୋ ପାଇଁ ସବୁକିଛି
‘ସିନେମାଟିଏ ନିର୍ଦ୍ଦେଶନା ଦେବା ପୂର୍ବରୁ ମୁଁ ସବୁବେଳେ ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ। କାରଣ ଗୋଟିଏ ଚଳଚ୍ଚିତ୍ରର ଭାଗ୍ୟବିଧାତା ହେଉଛନ୍ତି ଦର୍ଶକ। ସେମାନଙ୍କୁ ବାଦ୍ ଦେଇ ସିନେମାଟି ନିର୍ମାଣ କରିବାକୁ ଚିନ୍ତା କଲେ ଫଳ ଭିନ୍ନ ହୋଇଥାଏ ବୋଲି କହନ୍ତି ନିର୍ଦ୍ଦେଶକ…
ପ୍ରଲୋଭନରେ ଅନୁବାଦ କରେନାହିଁ
ଉଭୟ ଓଡ଼ିଆ ଏବଂ ହିନ୍ଦୀ ସାହିତ୍ୟ ଜଗତ ପାଇଁ ତାଙ୍କ ଅବଦାନ ବେଶ୍ ଅଧିକ। କ୍ଲାସିକ୍ ସାହିତ୍ୟରୁ ଆରମ୍ଭକରି ସମକାଳୀନ ସାହିତ୍ୟ ପର୍ଯ୍ୟନ୍ତ, ସବୁ ସମୟର ଏବଂ ସବୁ ପିଢିର ସାହିତି୍ୟକଙ୍କ ସହ ସେ ପରିଚିତ। ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖାଗୁଡ଼ିକୁ…
ଟପ୍ରେ ବିଗ୍ ‘ବି’
ଅମିତାଭ ବଚ୍ଚନ ଓରଫ ବିଗ୍ ‘ବି’ଙ୍କ ଅଭିନୟ ଅନେକ କଳାକାରଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି। କେବଳ ଜଣେ ନାମୀ ଅଭିନେତା ନୁହନ୍ତି, ଶୁଟିଂ ସେଟ୍ରେ ଠିକ୍ ସମୟରେ ପହଞ୍ଚତ୍ବା ତାଙ୍କର ଏକ ଅଭ୍ୟାସ। ସେ ଯେତେ ପୁରସ୍କାର ହାସଲ କରିଛନ୍ତି…
ପୂଜା ଯାହା ଚାହୁଁଥିଲେ..
ପୂଜା ହେଗେଡ୍ ଯାହା ଚାହୁଁଥିଲେ ତାହା ପୂରଣ ହୋଇଛି। ‘ହାଉସଫୁଲ-୪’ ପରେ ସାଦିଦ ନାଦିଓ୍ବାଦଓ୍ବାଲାଙ୍କ ପରବର୍ତ୍ତୀ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। କଥା କ’ଣ କି ସାଦିଦଙ୍କ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲି’ପାଇଁ ତାଙ୍କୁ ସାଇନ୍ କରାଯାଇଛି। ସୂଚନାଯୋଗ୍ୟ…

