ରେଡ୍ କାର୍ପେଟ୍ରେ କ୍ୟାଟ୍ରିନାଙ୍କ ହଟ୍ ଲୁକ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଆଜିକାଲି ଅପ୍କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ କ୍ୟାଟ୍ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କ୍ୟାଟ୍ ଜବରଦସ୍ତ ଚାଲୁଥିବା ଦେଖିବାକୁ ମିଳୁଛି। କ୍ୟାଟ୍ ତାଙ୍କ…
କରୀନାଙ୍କ ଏହି ନଣଦ ସମ୍ଭାଳନ୍ତି ପଟୌଦୀ ଖାନ୍ଦାନ୍ର ସମ୍ପତ୍ତି
ପଟୌଦୀ ଖାନଦାନର ପ୍ରାୟ ସମସ୍ତ ସଦସ୍ୟ ବଲିଉଡ୍ରେ ବେଶ୍ ପରିଚିତ। ଶର୍ମିଲା ଟାଗୋରଙ୍କଠାରୁ ଆରମ୍ଭ କରି ସୈଫ୍ ଅଲ୍ଲୀ ଖାନ୍, ସୋହା ଅଲ୍ଲୀ ଖାନ୍, କରୀନା କପୁର ଏବଂ ସାରା ଅଲ୍ଲୀ ଖାନ୍। ଏହି ସମସ୍ତ କଳାକାର ନିଜର ସୁନ୍ଦର ଅଭିନୟ…
ତାପସୀ ପନ୍ନୁଙ୍କ ‘ଥପ୍ପଡ଼’କୁ କମଲନାଥ କଲେ ଟିକସ ମୁକ୍ତ
ଭୋପାଳ,୨୬।୨: ତାପସୀ ପନ୍ନୁଙ୍କ ଫିଲ୍ମ ‘ଥପ୍ପଡ଼’ ରିଲିଜ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ସହାୟତା ପାଇଛି। ରାଜ୍ୟରେ ଫିଲ୍ମକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଅନୁଭବ ସିହ୍ନା…
ପ୍ରଥମ ଥର ପାଇଁ ଡବଲ ରୋଲ୍ରେ ସିଦ୍ଧାର୍ଥ
୨୦୧୯ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ତାମିଲ ଫିଲ୍ମ ‘ଥଣ୍ଡମ’ ର ହିନ୍ଦୀ ରିମେକ୍ ଖୁବ୍ଶୀଘ୍ର ନିର୍ମାଣ ହେବାକୁ ଯାଉଛି। ଏଥିରେ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ତେବେ ଏହି ଫିଲ୍ମ ମାଧ୍ୟମରେ ସିଦ୍ଧାର୍ଥଙ୍କୁ ପ୍ରଥମ ଥର ପାଇଁ…
୩୪ ବର୍ଷରେ ପାଦଦେଲେ ସୃତି ଝା: କୁମ୍କୁମ୍ ଭାଗ୍ୟରୁ ଏବେ ପାଲଟିଛନ୍ତି କୋଟିପତି
ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ୍ ଚର୍ଚ୍ଚାରେ ଥିବା ସୃତି ଝା ବୁଧବାର ୩୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୬ ଫେବୃୟାରୀ ୨୬ରେ ବେଗୁସରାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ରେ ଧୁମ୍ ମଚାଓ ଧୁମ୍ରେ ସେ ନିଜ କ୍ୟାରିଅର…
ୟୁଟ୍ୟୁବ୍ରେ ଟ୍ରେଣ୍ଡ କରୁଛି ପଓ୍ବନଙ୍କ ନୂଆ ଭୋଜପୁରୀ ଗୀତ ‘କମରିୟା ହିଲା ରହି ହେ’, ଦେଖନ୍ତୁ ଭିଡିଓ
ବମ୍ବେ: ରିଲିଜ ହୋଇଛି ନୂଆ ଭୋଜପୁରୀ ଗୀତ ‘କମରିଆ ହିଲା ରହି ହେ’। ଭୋଜପୁରୀ ଫିଲ୍ମଜଗତର ହିଟ୍ ମେଶିନ କୁହାଯାଉଥିବା ପଓ୍ବନ ସିଂ ଏହାକୁ ଗାଇଛନ୍ତି। ରିଲିଜର କିଛି ଘଣ୍ଟା ମଧ୍ୟରେ ଏହାକୁ ଦଶ ମିଲିଅନ ଲୋକେ ଦେଖିସାରିଛନ୍ତି। ଗୀତରେ ପବନଙ୍କ…
ଇଣ୍ଡିଆନ୍ ଆଇଡଲ୍ ଜିତିବା ବଦଳାଇଲା ଭାଗ୍ୟ: ସନିଙ୍କୁ ମିଳିଲା ଟି-ସିରିଜ୍ ସହ କାମ କରିବାର ସୁଯୋଗ
ବମ୍ବେ: ଗରିବ ପରିବାରରୁ ଆସିବା ସତ୍ତ୍ୱେ ଜୀବନରେ ଉଚ୍ଚ ଆଶା ରଖିଥିଲେ ଇଣ୍ଡିଆନ୍ ଆଇଡଲ୍ ବିଜେତା ସନି ହିନ୍ଦୁସ୍ତାନୀ। ସନିଙ୍କ ପିତା ଜୋତା ପଲିସ୍ କରୁଥିବା ବେଳେ ମା’ ବେଲୁନ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଏବେ ଅନେକ…
ଭାଇରାଲ ହେଉଛି ଜାହ୍ନବୀଙ୍କ ଡ୍ୟାନ୍ସ ଭିଡିଓ
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ତାଙ୍କ ଅଭିନୟକୁ ନେଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନିକଟରେ ଏକ ସାକ୍ଷାତ୍କାରରେ ସେ କହିଥିଲେ ତାଙ୍କୁ ‘ପାକିଜା’ ପରି ଫିଲ୍ମ ବହୁତ ପସନ୍ଦ। ଏହାସହ ବେଶ୍ କିଛିଦିନ…
‘୮୩’ ରିଲିଜ୍ ହେବା ପୂର୍ବରୁ ଟ୍ରୋଲ୍ ହେଲେ ଦୀପିକା
ମୁମ୍ବାଇ: ବଲିଉଡ୍ କୁଇନ୍ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ଏବେ ରିଲିଜ୍ ଅପେକ୍ଷାରେ। ୧୯୮୩ରେ ଭାରତ କ୍ରିକେଟ ଓ୍ବାର୍ଲଡ କପ୍ ଜିତି ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ଏହାକୁ ନେଇ ନିର୍ମାଣ କରାଯାଇଛି ଫିଲ୍ମ ‘୮୩’। ଏଥିରେ ଦୀପିକା…
ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଶ୍ରୀଦେବୀଙ୍କୁ ମିଳିଥିଲା ‘ଲାଡ୍ଲା’
ବଲିଉଡ୍ର ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀ। ୧୯୯୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବିଶ୍ୱତ୍ମା’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।୧୯୭୪ ଫେବୃଆରୀ ୨୫ରେ ଜନ୍ମଗ୍ରହଣ କରିଥିବା ଦିବ୍ୟାଙ୍କର ଆଜି ହେଉଛି ଜନ୍ମଦିନ। ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାଡ୍ଲା’ରେ ପ୍ରଥମେ…
ତାମିଲ ଫିଲ୍ମ ‘କ୍ୟାଥୀ’ର ହିନ୍ଦୀ ରିମେକ୍: କାର୍ତ୍ତି ଓ୍ବାଲେ ଚରିତ୍ରରେ ନଜର ଆସିବେ ଅଜୟ!
ବଲିଉଡ୍ରେ ସାଉଥ୍ ସିନେମାର ହିନ୍ଦୀ ରିମେକ୍ କିଛି ନୂଆ କଥା ନୁହେଁ। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ଏଥିରେ ବଲିଉଡ୍ର ବଡ଼ ବଡ଼ କଳାକାରମାନେ କାମ କରୁଛନ୍ତି। ତେବେ ଗତ କିଛିଦିନ ହେବ ତାମିଲ ସୁପରହିଟ୍…
ଖୁବ୍ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍
ଗତ କିଛିବର୍ଷ ହେବ ବଲିଉଡ୍ରେ ଖେଳାଳିଙ୍କ ବାୟୋପିକ୍ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଏମ୍.ଏସ୍. ଧୋନୀଙ୍କ ବାୟୋପିକ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହାଛଡ଼ା ଦଙ୍ଗଲ, ମୈରୀ କମ୍, ଭାଗ୍ ମିଲ୍ଖା ଭାଗ, ସୁରମା,…

