ମନୋରଞ୍ଜନ

୩ କୋଟି ପାର ହେଲା ସଲମାନଙ୍କ ଫଲୋୟର୍ସଙ୍କ ସଂଖ୍ୟା: ଭିନ୍ନ ଢଙ୍ଗରେ ଦେଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କର ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ଫିଲ୍ମ ହେଉ ଅବା ସୋସିଆଲ ମିଡିଆ ଆକାଉଣ୍ଟ ସବୁଠି ଦେଖିବାକୁ ମିଳେ ସଲମାନଙ୍କ ବହୁ ପ୍ରଶଂସକଙ୍କୁ। ଏବେ ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋୟର୍ସଙ୍କ ସଂଖ୍ୟା ୩…

ଯାତ୍ରା ଅଲରାଉଣ୍ଡର ଦୀପ୍ତିଦିବ୍ୟ ଓରଫ୍‌ ମାନା

”ଜିନା ତେରି ଗଲି ମେଁ। ମରନା ତେରି ଗଲି ମେଁ। କଅଁଳ ଘାସ ଦେଖିଲେ ଛେଳି ଛୁଆଟା ଖାଲି ମେଁ ମେଁ। ଆଚ୍ଛା ତୋ ବୟଫ୍ରେଣ୍ଡ!“ ଏମିତି ଏକ ମାନିଆ ଡାଏଲଗ୍‌ ରହିଛି ଚଳିତବର୍ଷର ଏକ ବହୁ ଚର୍ଚ୍ଚିତ ନାଟକ ସି.ଆଇ.ଡି.…

ନିୟତିରୁ ଆରମ୍ଭ ଯାତ୍ରା

ତାଙ୍କର ମୂଳନାମ ପ୍ରଭାସିନୀ ପାଣିଗ୍ରାହୀ। ହେଲେ ଯାତ୍ରା ଇଣ୍ଡଷ୍ଟ୍ରିରେ ସେ କେବେଳ ମାମା ନାମରେ ହିଁ ପରିଚିତ। ଘର ଭଦ୍ରକ ଜିଲାର ବାସୁଦେବପୁର ଅନ୍ତର୍ଗତ ବ୍ରାହ୍ମଣଗଁ। । ବାପାମା’ଙ୍କ ବଡ଼ଝିଅ। ପୁଣି ବ୍ରାହ୍ମଣଘରର ଝିଅ। ଘରର ଆର୍ଥିକ ପରିସ୍ଥିତି ସେତେଟା ଭଲ…

ସେନା ପୋଷାକରେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାଁ ନିକଟରେ ସେନା ପୋଷାକରେ ନଜର ଆସିଛନ୍ତି। ସବୁବେଳେ ନିଜ କାମକୁ ଶହେ ପ୍ରତିଶତ ଦେବାକୁ ଚେଷ୍ଟା କରୁଥିବା ଆମିର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଢା’ର…

ମୁହଁର ସର୍ଜରୀ କରିଥିବା ସ୍ବୀକାର କଲେ ଶ୍ରୁତି

ବଲିଉଡ୍‌ କଳାକାରମାନେ ପ୍ଲାଷ୍ଟିକ୍‌ ସର୍ଜରୀ କରିବା କିିଛି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ ଓଠ, ନାକ ଆଦି ଶରୀରର ବିଭିନ୍ନ ଅଙ୍ଗକୁ ଆକର୍ଷଣୀୟ କରିବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀର ସହାୟତା ନେଇଛନ୍ତି। ମାତ୍ର ଖୁବ୍‌ କମ୍‌ କଳାକାର ରହିଛନ୍ତି ଯେଉଁମାନେ…

ଆୟୁଷ୍ମାନ୍‌ଙ୍କ ‘ଅନ୍ଧାଧୁନ୍‌’ର ପ୍ରଶଂସା କଲେ ଲତା: କହିଲେ ‘ଅଭିନୟ ଉଚ୍ଚକୋଟୀର’

ବମ୍ବେ: ବଲିଉଡ୍‌ର ଏଭଳି କିଛି ଅଭିନେତା ଅଛନ୍ତି, ଯେଉଁମାନଙ୍କ ପରିଚୟ ଦେବା ଆବଶ୍ୟକ ହୋଇ ନ ଥାଏ। ଗୋଟିଏ ପରେ ଗୋଟିଏ ହିଟ୍‌ ସିନେମା ଭେଟି ଦେଇ ସେ ରେକର୍ଡ କରିଥାଆନ୍ତି। ସେଭଳି ଜଣେ ହେଲେ ଆୟୁଷ୍ମାନ୍‌ ଖୁରାନ୍ନା। ନିକଟରେ ତାଙ୍କର…

ରେଖାଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିବେ ଆଜିକାଲିର ଅଭିନେତ୍ରୀ

ରେଖା ବଲିଉଡ୍‌ର ଏଭର ଗ୍ରୀନ୍‌ ଅଭିନେତ୍ରୀ। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିଯିବେ ଆଜିକାଲିର ଅଭିନେତ୍ରୀମାନେ। ସିଲ୍କ ଏବଂ କାଞ୍ଜିବରମ୍‌ ଶାଢ଼ିକୁ ରେଖା ବେଶ୍‌ ଭଲ ପାଆନ୍ତି ବୋଲି ସମସ୍ତେ ଜାଣନ୍ତି। ଅଧିକାଂଶ ଉତ୍ସବରେ ତାଙ୍କୁ ଶାଢ଼ିରେ ଦେଖିବାକୁ ମିଳିଥାଏ। ଖାଲି…

ପ୍ରିୟଙ୍କାଙ୍କ ସହିତ ଫଟୋ ଶେୟାର କରି ନିକ୍‌ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଂଶସକମାନେ ବେଶ୍‌ ପସନ୍ଦ କରିଥାନ୍ତି। ବିବାହପରଠାରୁ ଖାଲି ପ୍ରିୟଙ୍କାଙ୍କୁ ନୁହେଁ, ତାଙ୍କ ସ୍ବାମୀ ନିକ୍‌ ଜୋନାସଙ୍କୁ ମଧ୍ୟ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ଯେତେବେଳେ ବି ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି…

ଫିଲ୍ମ ‘ଡିଡିଏଲ୍‌ଜେ’କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶଂସା: ଏହାର ପାର୍ଟ-୨ କରିବାକୁ ଶାହାରୁଖ୍‌ଙ୍କୁ ପରାମର୍ଶ ଦେଲେ ଗୌରୀ

ଏହି ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ସେ ଭାଷଣ ଦେବା ଅବସରରେ ବଲିଉଡ୍‌ର ଆଇକନିକ୍‌ ଫିଲ୍ମ ‘ଦିଲ୍‌ ଓ୍ବାଲେ ଦୁଲ୍‌ହନିୟା ଲେ ଯାଏଙ୍ଗେ’ ଉପରେ ଆଲୋଚନା କରିଥିଲେ। ଡୋନାଲ୍ଡଙ୍କ…

ଓଲେ ଓଲେ ଗୀତରେ କୋରିଓଗ୍ରାଫର, ଅଭିନେତ୍ରୀଙ୍କ ଦମ୍‌ଦାର ଡ୍ୟାନ୍ସ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ଦୀପା ଧର ଓ କୋରିଓଗ୍ରାଫର ମେଲ୍‌ଭିନ ଲୁଇସ୍‌ଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୨ଜଣଙ୍କ ଦମ୍‌ଦାର ଡ୍ୟାନ୍ସ ଦେଖିବାକୁ ମିଳିଛି। ବଲିଉଡ୍‌ ଅଭିନେତା ଶୈଫ ଅଲ୍ଲୀ ଖାଁଙ୍କ…

ପୁଣି ଚର୍ଚ୍ଚାକୁ ଆସିଲା ‘ଦସ ବହାନେ’

ମୁମ୍ବାଇ: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦସ’ର ଗୀତ ‘ଦସ ବହାନେ କରକେ ଲେ ଗୟା ଦିଲ’ ଆଜିବି ଦର୍ଶକଙ୍କୁ ମତୁଆଲା କରେ। ଏବେ ପୁଣିଥରେ ଏହା ନୂଆ ରୂପରେ ରିଲିଜ୍‌ ହୋଇଛି। ଫିଲ୍ମ ‘ବାଗି ୩’ ପାଇଁ ଏହାର ରିମେକ୍‌…

ତାପସୀଙ୍କ ‘ଥପ୍ପଡ’ ଦେଖି ଖୁସି ହେଲେ ଜାଭେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’କୁ ନେଇ ଚର୍ଚ୍ଚା ଲାଗି ରହିଛି। ସାମାଜିକ ଘଟଣାବଳୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମରେ ଅଭିନୟ କରିବାକୁ ତାପସୀ ପସନ୍ଦ କରୁଥିବା ବେଳେ ଏହାକୁ ନେଇ ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?