କାହାକୁ ଡରନ୍ତି ପରିଣିତି
ପରିଣିତି ଚୋପ୍ରା କାହାକୁ ଡରନ୍ତି ? ତାଙ୍କୁ ସବୁ କଥା କୁହନ୍ତୁ, ହେଲେ ସାପ ବିଷୟରେ କଥା ହେଲେ କିମ୍ବା ଦେଖିଲେ ତାଙ୍କ ମନରେ ଛନକା ପଶିଯାଏ। ଏପରି କି ପ୍ଲାଷ୍ଟିକ ସାପଟିଏ ଦେଖିଲେ ସେ ଡରିଯାଆନ୍ତି। ଆପଣ ଜାଣିଛନ୍ତି କି,…
ପେସା ଇଞ୍ଜିନିୟରିଂ ନିଶା ଯାତ୍ରା
ପେସାରେ ସେ ଜଣେ ଇଞ୍ଜିନିୟର। ହେଲେ ଯାତ୍ରା ନିଶାରେ ସେ ଏପରି ପଡିଯାଇଛନ୍ତି ଯେ ସେଥିରୁ ମୁକୁଳି ପାରୁନାହାନ୍ତି। ପିଲାଦିନେ ଛୋଟ ଭୂମିକାରେ ଅଭିନୟ କରିବା ପରେ ମଞ୍ଚ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ସ୍କୁଲ ଡ୍ରାମା ‘ଦାନବୀର ହରିଶ୍ଚନ୍ଦ୍ର’ ଏବଂ…
ଫ୍ଲପ୍ ସିନେମା
ଗୋଟିଏ ଚଳଚ୍ଚିତ୍ରର ଟାଇଟଲ କ’ଣ ‘ଫ୍ଲପ୍ ସିନେମା’ ଦିଆଯାଇପାରେ ? ଏପରି ଏକ ନକାରାତ୍ମକ ଶୀର୍ଷକକୁ ନେଇ ପ୍ରଥମ ଥର ପାଇଁ ପ୍ରଯୋଜକ ସାଜିଛନ୍ତି ଓଡିଆ ସିନେମା ଜଗତର ନାୟକ-କମ୍-ଖଳନାୟକ ବବି ମିଶ୍ର। ବବି ମିଶ୍ର ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ଶୁଟିଂ…
ସ୍ବାମୀ ରଣବୀର ଶୋରେଙ୍କଠାରୁ ଅଲଗା ହେବେ କୋଙ୍କଣା
ବମ୍ବେ: ଅଲଗା ହେବେ ବଲିଉଡ୍ର ଆଉ ଏକ ଯୋଡ଼ି। ସ୍ବାମୀ ରଣବୀର ଶୋରେଙ୍କ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍ ଶର୍ମା। ଉଭୟ ଛାଡ଼ପତ୍ର ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରଣବୀରଙ୍କ ସହ ଏକାଧିକ ଫିଲ୍ମରେ ଏକାଠି…
‘ହିରୋଇନ୍ ତ ମୁଁ ଦେଖାଯାଏ, ଅଭିନେତ୍ରୀ ହେବାକୁ ଚାହୁଁଛି…’
ମୁମ୍ବାଇ: ଛୋଟ ପରଦାର ବଡ଼ ହିରୋଇନ୍ ଅଙ୍କିତା ଲୋଖଣ୍ଡେଙ୍କୁ କିଏ ବା ନ ଜାଣେ। ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରୁ ସେ ଘରେ ଘରେ ପରିଚିତା। ଦୀର୍ଘବର୍ଷ ଧରି ଟିଭି ଜଗତରେ କାମ କରିବା ପରେ ବଲିଉଡ୍ରେ ନିଜର ସ୍ଥାନ ପକ୍କା…
ଦିଲ୍ଲୀ ହିଂସା ନେଇ ଅନୁପମ-ଚେତନ ମୁହାଁମୁହିଁ
ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏହାକୁ ନେଇ ବଲିଉଡ୍ ଅଭିନେତା ଅନୁପମ ଖେର୍ ଏବଂ ଲେଖକ ଚେତନ ଭଗତ ମୁହାଁମୁହିଁ ହୋଇଛନ୍ତି। ଚେତନ ଟୁଇଟ୍ କରି କହିଥିଲେ ଯେ, ଦୁନିଆ ଚନ୍ଦ୍ରରେ ପହଞ୍ଚିଥିବାବେଳେ…
ରଣବୀରଙ୍କ ଫଟୋ ଶେୟାର କରି ଅମିତାଭ କହିଲେ ଏମିତି
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ନିଜ ପରିବାରର ଫଟୋ ହେଉ କିମ୍ବା ବଲିଉଡ୍ ଇଣ୍ଡଷ୍ଟ୍ରି କଳାକାରଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଆଦୌ ଭୁଲନ୍ତି ନାହିଁ।…
ପ୍ରିୟଙ୍କା ମୋ ଠାରୁ ୧୦ ବର୍ଷ ବଡ଼ କହିଲେ ନିକ୍
ଓ୍ବାଶିଂଟନ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକା ଗାୟକ ନିକ୍ ଜୋନସ୍ଙ୍କ ବିବାହ ନେଇ ବହୁ ଚର୍ଚ୍ଚା ହୋଇଥିବା। ଏବେ ମଧ୍ୟ ବହୁ ସମୟରେ ସେମାନଙ୍କୁ ନେଇ ସୋସିଆଲ ମିଡ଼ିଆରେ ଆଲୋଚନା ଜାରି ରହିଥିବାର ଦେଖିବାକୁ ମିଳିଥାଏ। ପ୍ରିୟଙ୍କା ନିକ୍ଙ୍କଠାରୁ…
ଅଭିନେତା ଅର୍ଦ୍ଧେନ୍ଦୁଙ୍କ ହାତଧରିଲେ ମହାରଥୀଙ୍କ ଝିଅ
ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ ବୁଧବାର ବୈଦିକ ରୀତିନୀତିରେ ବିବାହ କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ମହାଆଡ଼ମ୍ବରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ସିନେମା ଏବଂ ରାଜନୀତି ଜଗତର ଜଣାଶୁଣା…
ଟ୍ରମ୍ପଙ୍କ ସହ ଡିନର୍ କଲେ ଏହି ସେଲିବ୍ରିଟି, ଭାଇରାଲ ହେଉଛି ଫଟୋ
ବମ୍ବେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଡିନର୍(ରାତ୍ରଭୋଜନ)ର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ରହିଥିଲେ ଖ୍ୟାତନାମା ଗାୟକ ଏଆର୍ ରେହମାନ ଏବଂ ଶେଫ୍ ବିକାଶ ଖନ୍ନା। ଉଭୟ ଏହି…
ବିନା ମେକ୍ଅପ୍ରେ ନୁସରତ୍, ଫଟୋ ଭାଇରାଲ
ମୁମ୍ବାଇ: ତୃଣମୂଳ କଂଗ୍ରେସ ଏମ୍ପି ତଥା ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୁସରତ୍ ଜହାଁ ସୋସିଆଲ ମିଡିଆରେ ନିଜର ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ଫଟୋଠାରୁ ଆରମ୍ଭ କରି କୌଣସି ପାର୍ଟି ହେଉ କିମ୍ବା କୌଣସି ଫିଲ୍ମ ଶୁଟିଂ…
କେବେ ଶାହରୁଖ ପଛରେ ଛିଡ଼ା ହୋଇଥିବା ଆସିମ ଏବେ ଷ୍ଟାର, ଭାଇରାଲ ହେଉଛି ପୂର୍ବର ଭିଡିଓ
ବମ୍ବେ: ‘ବିଗ୍ ବସ୍’ରୁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ଜମ୍ମୁ-କଶ୍ମୀରର ମଡେଲ୍ ଆସିମ ରିଆଜ। ଆଜି ବିଶ୍ୱର କୋଣ ଅନୁକୋଣରେ ତାଙ୍କ ଫ୍ୟାନ୍। ତାଙ୍କର ଟିକିଏ ଝଲକ ପାଇବା ପାଇଁ ଲୋକେ ପାଗଳ ପ୍ରାୟ ହୋଇଯାଉଛନ୍ତି। କେହି କେହି ତାଙ୍କୁ ‘ଜିରୋରୁ ହିରୋ’…

