ମନୋରଞ୍ଜନ

ଆଡଭାନୀଙ୍କ ସହ ଫଟୋ ଶେୟାର କଲେ ‘ରାମାୟଣ’ର ସୀତା

ରମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଧାରାବାହିକ ରାମାୟଣରେ ଦେବୀ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକା ଚିଖଲିଆଙ୍କୁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ନିଜ ବିଷୟରେ କିଛି ନା କିଛି ତଥ୍ୟ ସେ ନିଶ୍ଚୟ ଶେୟାର୍‌ କରିଥାନ୍ତି। ନିକଟରେ ସେ ଭାଜପାର…

ସୋନାକ୍ଷୀ ୩୩ ବର୍ଷରେ ପାଦ ଦେଲେ

ମୁମ୍ବାଇ, ୨।୬: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଙ୍ଗଳବାର ୩୩ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍‌ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ଫେଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲେ। ତେବେ ପରେ ବଲିଉଡ୍‌ରେ ୨୦୧୦ରେ ଦବଙ୍ଗ…

ଓ୍ବାଜିଦ୍‌‌ଙ୍କ ମା’ଙ୍କୁ କରୋନା

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ମାତ୍ର ୪୨ ବର୍ଷ ବୟସରେ ଓ୍ବାଜିଦ୍‌ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହିଁ ବଲିଉଡ୍‌। ଅନେକ ଷ୍ଟାର ତାଙ୍କ ମୃତ୍ୟୁ ଶୋକ ପ୍ରକାଶ କରିଛନ୍ତି। ଗତ…

ବଡ ପରଦାକୁ ଫେରିବେ ରାହୁଲ !

ମୁମ୍ବାଇ: ଦିନେ ବଲିଉଡ୍‌ରେ ହ୍ୟାଣ୍ଡସମ ହିରୋ ଭାବେ ପରିଚିତ ଥିବା ରାହୁଲ ରଏ କିଛିଦିନ ହେବ ଆଉ ବଡ ପରଦାରେ ନଜର ଆସୁ ନାହାନ୍ତି। ଏବେ କିନ୍ତୁ ପୁଣିଥରେ ସେ ବଡ ପରଦାକୁ ଫେରିବେ ବୋଲି ଜଣାପଡିଛି। ଲକ୍‌ଡାଉନ ସମୟରେ ବିଭିନ୍ନ…

ଥିଏଟର କଳାକାରଙ୍କ ପାଇଁ ଆଗେଇ ଆସିଲେ ଭାଇଜାନ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହି ସମୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ଏହି ସମୟରେ ସହଯୋଗର ହାତ…

କବିତା ମାଧ୍ୟମରେ କରୋନା ଯୋଦ୍ଧାଙ୍କ ସଂଘର୍ଷର କଥା କହିଲେ ସୋନାକ୍ଷୀ

ମୁମ୍ବାଇ: କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ କରୋନାକୁ ଦୂରେଇ ଦେବାକୁ ଘରଠାରୁ ଦୂରରେ ରହି ଏକ ଅଦୃଶ୍ୟ ଯୁଦ୍ଧରେ ଲଢୁଥିବା କରୋନା ଯୋଦ୍ଧାଙ୍କ ସଂଘର୍ଷର କାହାଣୀ ଅନେକଥର ନଜରକୁ ଆସିଛି। ଏଥର…

ଜୀବନର ଶେଷ ସମୟ ହସ୍ପିଟାଲ ବେଡ୍‌ରେ ‘ହୁଡ୍‌ ହୁଡ୍‌ ଦବଙ୍ଗ’ ଗୀତ ଗାଉଥିଲେ ଓ୍ବାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ଗତ କିଛିଦିନ ହେବ ସେ କିଡ୍‌ନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରେ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌…

ଅଗଷ୍ଟରେ ବିବାହ କରିବେ ବାହୁବଳୀ ଫେମ୍‌ ରାଣା

‘ବାହୁବଳୀ’ ଫେମ୍‌ ରାଣା ଡାଗୁବତୀ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଲକ୍‌ଡାଉନ୍‌ ମଧ୍ୟରେ ଗର୍ଲଫ୍ରେଣ୍ଡ୍‌ ମିହିକା ବଜାଜଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଏବେ ତାଙ୍କ ପିତା ତଥା ପ୍ରଯୋଜକ ସୁରେଶ ବାବୁ ବିବାହ ତାରିଖ ମଧ୍ୟ…

ଓ୍ବାଜିଦ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକ

ମୁମ୍ବାଇ,୧।୬: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଗୀତିକାର ସଲିମ ମର୍ଚାଣ୍ଟ ଟୁଇଟ୍‌ କରି କହିଛନ୍ତି,…

ନର୍ଗିସ୍‌ଙ୍କୁ ବିବାହ ପୂର୍ବରୁ ସୁନୀଲ ଦତ୍ତଙ୍କୁ ମିଳିଥିଲା ଧମକ

ବଲିଉଡ୍‌ରେ ଅନେକ ଭେଟେରାନ ଅଭିନେତ୍ରୀ ଅଛନ୍ତି। କିନ୍ତୁ ବହୁତ କମ ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ଅବଦାନ ବର୍ଷ ବର୍ଷ ପରେ ମଧ୍ୟ ସ୍ମରଣୀୟ ହୋଇ ରହିଛି। ଆଜି ଏପରି ଜଣେ ଅଭିନେତ୍ରୀଙ୍କ ଜନ୍ମଦିନ, ଯାହାଙ୍କ ଅବଦାନ ଚିରସ୍ମରଣୀୟ। ସେହି ଅଭିନେତ୍ରୀ ଜଣଙ୍କ…

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ

ମୁମ୍ବାଇ,୧।୬: ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ ଘଟିଛି। କିଡ୍‌ନୀ ରୋଗରେ ପୀଡିତ ଥିବା ଓ୍ବାଜିଦ୍‌ଙ୍କ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। କୀଡନ ରୋଗ ସହ ସେ କରୋନାରେ ମଧ୍ୟ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କ…

କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଥିଲେ ଇର୍ଫାନ !

ମୁମ୍ବାଇ: ବଲିଉଡ୍‌ର ନାମୀଦାମୀ କଳାକାର ଭିତରେ ଇର୍ଫାନ ଖାଁଙ୍କ ନାଁ ଥିଲା ଅନ୍ୟତମ। ଏପ୍ରିଏ ୨୯, ୨୦୨୦ରେ ତାଙ୍କର ପରଲୋକ ହୋଇଥିଲେ ମଧ୍ୟ ଏବେବି ସେ ଦର୍ଶକଙ୍କ ନିକଟରେ ଅଭୁଲା ହୋଇ ରହିଛନ୍ତି। କ୍ୟାନସରରେ ପୀଡ଼ିତ ଥାଇ ଖୁବ୍‌ କମ୍‌ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?