ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ର ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ୮୦ ଏବଂ ୯୦ ଦଶକରେ ସାଗରଙ୍କ ଅନେକ ଗୀତ ଲୋକପ୍ରିୟ ହୋଇଥିଲା। ଏଥିମଧ୍ୟରୁ ଅକ୍ଷୟ କୁମାର ଏବଂ ଆୟଶା ଜୁଲକାଙ୍କ ଅଭିନୀତ ‘ଖିଲାଡି’…
ପୁଣି ଆରମ୍ଭ ହେବ ଲାଇଟ୍, କ୍ୟାମେରା, ଆକ୍ସନ: ପ୍ରଥମ ଶୁଟିଂ ତାଲିକାରେ ଏହିସବୁ ଫିଲ୍ମ
ମୁମ୍ବାଇ: ଲକ୍ଡାଉନ୍ର ଦୁଇ ମାସ ପରେ ଆରମ୍ଭ ହେବାକୁ ଯାଉଛି ଲାଇଟ୍, କ୍ୟାମେରା ଆକ୍ସନ୍। ଅର୍ଥାତ୍ କରୋନା ମହାମାରୀ ଯୋଗୁ ଅଟକି ରହିଥିବା ଭାରତୀୟ ଫିଲ୍ମର ପୁଣି ଶୁଟିଂ ଆରମ୍ଭ ହେବା ପାଇଁ ଯାଉଛି। ଏଥିପାଇଁ ସରକାର ମଧ୍ୟ ଅନୁମତି ଦେଇସାରିଛନ୍ତି।…
ଚା’ କପ୍, ଟିକେ ବର୍ଷା, ବାତ୍ୟା ଅପେକ୍ଷାରେ ଟ୍ବିଙ୍କଲ
ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡଫଲ କରୁଛି। ଆଜି ମଧ୍ୟାହ୍ନରେ ଏହା ଲ୍ୟାଣ୍ଡଫଲ କରୁଛି। ଏହାକୁ ନେଇ ମୁମ୍ବାଇରେ ଘଣ୍ଟାପ୍ରତି ୧୧୦ କିମି ବେଗରେ ପବନ ବହୁଛଇ। ମହାରାଷ୍ଟ୍ର ସରକାର…
ଅମିତାଭ-ଜୟାଙ୍କ ବିବାହକୁ ପୁରିଲା ୪୭ ବର୍ଷ, ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ
ବମ୍ବେ: ବିଗ୍ ବି ଅମିତାଭ ବଚ୍ଚନ-ଜୟାଙ୍କ ଆଜି ୪୭ ତମ ବିବାହ ବାର୍ଷିକୀ। ତାଙ୍କୁ ଏ ନେଇ ପୁଅ ଅଭିଷେକ ଓ ଝିଅ ଶ୍ୱେତା ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ନିଜ ନିଜ ସୋସିଆଲ ପୃଷ୍ଠାରେ ଉଭୟଙ୍କ ବିବାହ ସମୟର ଫଟୋ ଶେୟାର…
ବାପାଙ୍କ ଚଲାପଥରେ ସଲମାନ୍: ଫାର୍ମ ହାଉସରେ ଲେଖୁଛନ୍ତି ଲଭ୍ଷ୍ଟୋରୀ
କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନରେ ବଲିଉଡ୍ର ସବୁ କାମ ବନ୍ଦ ହୋଇଯାଇଥିଲା। ତେବେ ସୁପରଷ୍ଟାର ସଲମାନ୍ ଖାନ୍ ଏହି ସମୟରେ ଫାର୍ମହାଉସରେ ରହି ନିଜ ବନ୍ଧୁଙ୍କ ସହ ସମୟ ବିତାଉଛନ୍ତି। ତେବେ ସେଠାରେ ସେ…
ବାତ୍ୟା ନିସର୍ଗକୁ ନେଇ ଚିନ୍ତାରେ ବଲିଉଡ୍ ଷ୍ଟାର୍, ଲୋକଙ୍କୁ ସତର୍କ ରହିବାକୁ ଦେଲେ ପରାମର୍ଶ
ବାତ୍ୟା ଅମ୍ଫନ୍ ପରେ ଏବେ ‘ନିସର୍ଗ’କୁ ନେଇ ଚିନ୍ତା ବଢିଯାଇଛି। ଏହି ବାତ୍ୟାର ପ୍ରଭାବ ମହାରାଷ୍ଟ୍ର ଏବଂ ଗୁଜରାଟ ଉପରେ ରହିଛି। ବୁଧବାର ଅପରାହ୍ନରେ ବାତ୍ୟା ନିସର୍ଗ ସ୍ଥଳଭାଗ ଛୁଇଁବ। ଏବେ ଏହା ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ରହିଛି।…
ସୋନୁ ସୁଦ୍ଙ୍କୁ ଭଗବାନ କହି ପୂଜା କଲେ ବ୍ୟକ୍ତି
କରୋନା ମୁକାବିଲାରେ ବଲିଉଡ୍ ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ସେ ମୁମ୍ବାଇରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି ଏବେ ଚାରିଆଡେ ଚର୍ଚ୍ଚା ପାଲଟିଛନ୍ତି।…
ବାପାଙ୍କ କଥାମାନି ଜୟାଙ୍କୁ ବିବାହ କରିଥିଲେ ଅମିତାଭ
ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବିଗ୍ବି ଅମିତାଭ ବଚ୍ଚନଙ୍କର ଜୁନ୍ ୩ ଅର୍ଥାତ୍ ଆଜି ହେଉଛି ବିବାହ ବାର୍ଷିକୀ। ନିଜ ଜୀବନର ସମସ୍ତ ଛୋଟ ବଡ଼ କଥା ଲୋକଙ୍କ ସହ ଶେୟାର କରୁଥିବା ବିଗ୍ବି ଏହି ସ୍ବତନ୍ତ ଦିନରେ ବିବାହ…
ନୀଳ ଆଖିରେ ସ୍ବପ୍ନ ଦେଖାଉଥିବା ଅଭିନେତାଙ୍କ ଜୀବନରେ ଥିଲା ୩ ଦୁର୍ବଳତା
ମୁମ୍ବାଇ, ୨।୬: ବଲିଉଡ୍ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୩୨ତମ ଶ୍ରାଦ୍ଧ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ସେ ୧୯୮୮ ଜୁନ୍ ୨ରେ ୬୩ ବର୍ଷ ବୟସରେ ନୂଆଦିଲ୍ଲୀଠାରେ ଦେହତ୍ୟାଗ କରିଥିଲେ। ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ତାଙ୍କର ଜନ୍ମ ହୋଇଥିଲେ।…
ଅଭିନେତ୍ରୀ ମୋହନାଙ୍କୁ କରୋନା: ପରିବାର ସମେତ ଘରେ କାମ କରୁଥିବା ୨୩ଜଣ ସଂକ୍ରମିତ
ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ କାମ କରିଥିବା ଅଭିନେତ୍ରୀ ମୋହନା କୁମାରୀ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ପରିବାର ଅନ୍ୟ ୫ ସଦସ୍ୟ ଓ ଘରେ କାମ କରୁଥିବା ୧୭ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।…
ମୃତ ମା’ଙ୍କ ନିକଟରେ ଖେଳୁଥିବା ଶିଶୁ ପାଇଁ ସହଯୋଗର ହାତ ବଢାଇଲେ ଶାହାରୁଖ
ମୁମ୍ବାଇ: କିଛିଦିନ ତଳେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରିଥିବା ଜଣେ ପ୍ରବାସୀ ମହିଳା ଶ୍ରମିକଙ୍କର ବିହାର ମୁଜଫରପୁର ରେଲଓ୍ବେ ଷ୍ଟେଶନରେ ମୃତ୍ୟୁ ହୋଇଥିଲା। ଆଉ ମୃତଦେହ ନିକଟରେ ତାଙ୍କର ଦେଢ ବର୍ଷର ଶିଶୁ ଯେଭଳି ଭାବେ ମା’କୁ ଉଠାଇବାକୁ ଚେଷ୍ଟା…
ଏକ୍ସ ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କଲେ ଦୀପିକା
ମୁମ୍ବାଇ: ବଲିଉଡ୍ର ପଦ୍ମାବତ ଫେମ୍ ଦୀପିକା ପାଦୁକୋନ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି। ଅବଶ୍ୟ ପୂର୍ବରୁ ସେ ଯେତିକି ଆକ୍ଟିଭ ଥିଲେ ଲକ୍ଡାଉନ ପରଠାରୁ ସେ ଆହୁରି ଆକ୍ଟିଭ ହୋଇଯାଇଛନ୍ତି। ନିକଟରେ ସେ ଏମିତି ଦୁଇଟି ଫଟୋ ସୋସିଆଲ…

