ମନୋରଞ୍ଜନ

୭୦୦ ପରିବାରଙ୍କ ଦାୟିତ୍ୱ ନେଲେ ଅଜୟ ଦେବଗନ

କରୋନା ମୁକାବିଲାରେ ବଲିଉଡର ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ଅଭିନେତା ଅଜୟ ଦେବଗନ। ପୂର୍ବରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକମାନଙ୍କୁ ଆର୍ଥିକ ସାହାଯ୍ୟ କରୁଥିଲେ। ଏହାବ୍ୟତୀତ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ ମଧ୍ୟ କରୁଥିଲେ।…

ଲକ୍‌ଡାଉନ୍‌ରେ ଗାଡ଼ି ଚଲାଉଛନ୍ତି ରିତେଶ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ର ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ପ୍ରଶଂସକଙ୍କ ସହ ଯୋଡି ରହିବା ପାଇଁ ସେମାନେ ନିଜର ଭିନ୍ନ…

ବାଲୁକା କଳା ମାଧ୍ୟମରେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପୀ ଅଶୋକ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢ଼ାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଯାନବାହାନର ବନ୍ଦୋବ୍ୟସ୍ତ କରି ଅଭିନେତା ସୋନୁ ସୁଦ ଏବେ ଚର୍ଚ୍ଚାରେ। ଏହି ସହାୟତା ପାଇଁ ସାରା ବିଶ୍ୱ ଏବେ ତାଙ୍କର ପ୍ରଶଂସା କରିବାରେ ଲାଗିପଡ଼ିଛି। ସୋସିଆଲ…

କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ ଏବେ ସେ ତା’ର ଉତ୍ତର ରଖିଛନ୍ତି। ହେମା ହେଲ୍‌ଥ କମ୍ପାନୀ କେଣ୍ଟ ଆରୋର ବ୍ରାଣ୍ଡ…

ଭିଟାମିନ୍‌ ଡି ଥେରାପି ନେଉଛନ୍ତି ମଲାଇକା

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍‌ର ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ ରହିଛି। ଆଉ ଏହି ସମୟରେ ପ୍ରାୟ ସବୁ ସେଲିବ୍ରିଟି ଘରେ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ଆଉ ଏହାର…

ସ୍ବର୍ଗଠାରୁ କମ୍‌ ନୁହେଁ ବିଗ୍‌ ବି’ଙ୍କ ବଙ୍ଗଳା ‘ଜଲ୍‌ସା’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ ‘ସାତ୍‌ ହିନ୍ଦୁସ୍ତାନୀ’ଠାରୁ ଆଜିପର୍ଯ୍ୟନ୍ତ ଅମିତାଭ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କର ଅନେକ…

ଅଭିନୟ ମାୟାରେ ପଡ଼ିଯାଇଛି

ଜଣେ ଚରିତ୍ର ଅଭିନେତା ଭାବରେ ସେ ନିଜର ଦକ୍ଷତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ତା’ ସହ ନିଜର ପ୍ରତିଭାର ଆଉ ଏକ ପରିଚୟ ସେ ଦେଇଛନ୍ତି ଜଣେ ନାଟ୍ୟକାର ଭାବରେ। ସାମ୍ପ୍ରତିକ ଘଟଣାବଳୀକୁ ନେଇ ନାଟକ ରଚନା କରି ସେ ସାଉଁଟିଛନ୍ତି…

ଖଳନାୟକ ଅଂଶୁମାନ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଲକ୍‌ଡାଉନ ପରେ ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର…

ଅନିଦ୍ରା ରହିଥିଲେ ପ୍ରିୟଙ୍କା

ନିକ୍‌ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରା ପ୍ରାୟ ଅଭିନୟ ନିକଟରୁ ଦୂରେଇ ଯାଇଛନ୍ତି। ଯଦି ସୁଯୋଗ ମିଳେ ତେବେ ଏବେ ମଧ୍ୟ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରି ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ତୟାର…

ଅମାନିଆ ଦିଲ୍‌

ଦିଲ୍‌ ବା ହୃଦୟ କେତେବେଳେ କାହା ହୃଦୟରେ ବସା ବାନ୍ଧେ ତାହା ପୂର୍ବାନୁମାନ କରିବା ଏତେ ସହଜ ନୁହେଁ। ପୁଣି ଏ ଦିଲ୍‌ ବଡ଼ ଅମାନିଆ। ତାକୁ ନିଜ କବ୍‌ଜାରେ ରଖିବା ଭାରି କଷ୍ଟକର, ନୁହେଁ ? କାହାଣୀ ଅନୁସାରେ ଗୋଟିଏ…

କେବଳ ଆକ୍ଟିଂ

ବରୁଣ ଧାଓ୍ବନ ଏବେ କେବଳ ଗୋଟିଏ କଥାରେ ମନୋନିବେଶ କରିଛନ୍ତି। ତାହା ହେଲା ଆକ୍ଟିଂ। କାରଣ ଆଗକୁ ତାଙ୍କୁ ବହୁତ ବାଟ ଯିବାର ଅଛି। ଏବେ ତ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ ହୋଇଛି। ତେଣୁ ଆରମ୍ଭରୁ ଅଭିନୟ ପ୍ରତି ଠିକ ଧ୍ୟାନ…

ଲକ୍‌ଡାଉନ୍‌ରେ ଅମିତାଭ ବଚ୍ଚନଙ୍କ ଲ୍ୟାପ୍‌ଟପ୍‌

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମ, ଟୁଇଟର୍‌ ବ୍ୟତୀତ ନିଜ ବ୍ଲଗରେ ପୋଷ୍ଟ କରୁଛନ୍ତି। ନିକଟରେ ସେ ବ୍ଲଗ ପୋଷ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ତାଙ୍କ ଲ୍ୟାପ୍‌ଟପ୍‌ ଖରାପ ହୋଇଯାଇଛି। ସେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?