ମନୋରଞ୍ଜନ

ଚାଟ୍‌ ଶୋ’ରେ ଅମୃତାଙ୍କୁ କିସ୍‌ କରିଥିଲେ ସୈଫ୍‌, ଭିଡିଓ ଭାଇରାଲ

ମୁମ୍ବାଇ: ଦିନଥିଲା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅମୃତା ସିଂହଙ୍କୁ ସବୁଠୁ ଶକ୍ତିଶାଳୀ କପଲ କୁହାଯାଉଥିଲା। ତାଙ୍କ ପ୍ରେମସମ୍ପର୍କ ସେତେବେଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ସୈଫ୍‌ ନିଜଠାରୁ ୧୨ ବର୍ଷ ବଡ଼ ଅମୃତା ସିଂହଙ୍କୁ ବିବାହ କରିବା ଇଣ୍ଡଷ୍ଟ୍ରିରେ କେହି ବିଶ୍ୱାସ…

ପ୍ରବାସୀ ମହିଳା ପୁଅର ନାମ ରଖିଲେ ସୋନୁ ସୁଦ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ସେ ମୁମ୍ବାଇରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି ଏବେ ଚାରିଆଡେ ଚର୍ଚ୍ଚା ପାଲଟିଛନ୍ତି।…

‘ପାତାଳ ଲୋକ’ରୁ ହଟିଲା ଭାଜପା ନେତାଙ୍କ ଫଟୋ

ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଯୋଜନାରେ ନିର୍ମିତ ‘ପାତାଳ ଲୋକ’ ଏବେ ବିବାଦ ଘେରରେ ରହିଛି। ବିନା ଅନୁମତିରେ ଭାଜପା ନେତା ନନ୍ଦକିଶୋର ଗୁଜରଙ୍କ ଫଟୋ ବ୍ୟବହାରକୁ ନେଇ ବିବାଦ ସୃଷ୍ଟି ହେବାରୁ ଉକ୍ତ ଫଟୋଟିକୁ ହଟାଇଦିଆଯାଇଛି। ଅନୁଷ୍କାଙ୍କ ନାଁରେ ରାଷ୍ଟ୍ରଦ୍ରୋହ ମାମଲା…

କିରଣ କୁମାରଙ୍କ ତୃତୀୟ କରୋନା ରିପୋର୍ଟ ନେଗେଟିଭ୍‌

ମୁମ୍ବାଇ,୨୭।୫: ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଇ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଥିଲା। ତେବେ କିଛି ଦିନର…

ପ୍ରଯୋଜିକା ହେଲେ ବିଦ୍ୟା: ଶର୍ଟ ଫିଲ୍ମ ‘ନଟ୍‌ଖଟ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ବମ୍ବେ: ଅଭିନୟରେ ନିଜର ବଳିଷ୍ଠ ପ୍ରଦର୍ଶନ କରି ଆସିଛନ୍ତି ନାୟିକା ବିଦ୍ୟା ବାଲାନ୍‌। ଏବେ ସେ ପ୍ରଯୋଜିକା ମଧ୍ୟ ହୋଇଛନ୍ତି। ଏକ ଛୋଟ ଫିଲ୍ମ ଜରିଆରେ ସେ ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଛନ୍ତି। ନିଜର ଟୁଇଟର ପୃଷ୍ଠାରେ ସେ ଏ ନେଇ ସୂଚନା…

ବିନା ମେକ୍‌ଅପ୍‌ରେ ବିପାଶା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ବ୍ଲାକ୍‌ ବିୟୁଟି ଅଭିନେତ୍ରୀ ବିପାଶା ବସୁ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଫିଲ୍ମ ଜଗତକୁ ପ୍ରତ୍ୟାବର୍ତ୍ତନ କରି ନ ଥାଇପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ବିପାଶା ତାଙ୍କର…

ମାଧୁରୀଙ୍କ ସ୍ବରର ଦିଓ୍ବାନା ହେଲେ ଶାହାରୁଖ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ ସମୟରେ ବଲିଉଡ୍‌ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଗୀତ ‘କ୍ୟାଣ୍ଡେଲ’ ମାଧ୍ୟମରେ ସଂଗୀତ ଜଗତରେ ଡେବ୍ୟୁ କରିଛନ୍ତି। ଏହି ଗୀତ ଶୁଣି ମାଧୁରୀଙ୍କ ସହ କଳାକାରମାନେ ତାଙ୍କ କଣ୍ଠ ସ୍ବରର ଦିଓ୍ବାନା ହୋଇଯାଇଛନ୍ତି।…

ସନି ଲିଓନିଙ୍କ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌, ବଙ୍ଗଳା ଦେଖିଲେ ଲାଖିଯିବ ଆଖି

ମୁମ୍ବାଇ: ବଲିଉଡ୍‌ର ବେବି ଡଲ୍‌ ସନି ଲିଓନି ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌ ପାଇଁ ବେଶ୍‌ ପରିଚିତ। କିନ୍ତୁ ସନି ଏହିସବୁ ଏକାଥରକେ କମାଇ ନାହାନ୍ତି। ବହୁ କଷ୍ଟ ସହି ଏବେ ବିଳାସମୟ ଜୀବନ ବିତାଉଛନ୍ତି। ପର୍ନ ଇଣ୍ଡଷ୍ଟ୍ରିରୁ ବଲିଉଡ୍‌ ପର୍ଯ୍ୟନ୍ତ ଯାତ୍ରା ସମୟରେ…

୨ ମାସ ପରେ ଖୋଲିଲା ଫିଲ୍ମ ହଲ: ଦୁବାଇରେ ରିଲିଜ୍‌ ହେବ ଇରଫାନ୍‌ଙ୍କ ‘ଅଂଗ୍ରେଜୀ ମିଡିୟମ’

ସ୍ବର୍ଗୀୟ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ କରୋନା ସଂକ୍ରମଣ ପାଇଁ ଭାରତୀୟ ସିନେମା ହଲ୍‌ରେ ରିଲିଜ୍‌ ହୋଇପାରି ନାହିଁ। ଏହା ଡିଜିଟାଲ ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଏହାକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଏବେ ଏହି…

ପ୍ରତିଦିନ ୪,୫୦୦ ଖାଦ୍ୟ ପ୍ୟାକେଟ୍‌ ବାଣ୍ଟୁଛନ୍ତି ଅମିତାଭ ବଚ୍ଚନ

ସାରା ବିଶ୍ୱ ଏବେ କରୋନା ଭୂତାଣୁ ସହ ଲଢେଇ କରୁଛି। ଏହି ସମୟରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଭିନ୍ନ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ। ପ୍ରତିଦିନ ଲୋକଙ୍କୁ ୪,୫୦୦ଟି ଖାଦ୍ୟ ପ୍ୟାକେଟ୍‌ ବାଣ୍ଟିବା…

‘କ୍ରାଇମ ପେଟ୍ରୋଲ’ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଲୋକପ୍ରିୟ ଟିିଭି ଶୋ’ କ୍ରାଇମ ପେଟ୍ରୋଲ ଅଭିନେତ୍ରୀ ପ୍ରେକ୍ଷା ମେହେତା ଆତ୍ମହତ୍ୟା କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

୪୮ କୋଟି ଟଙ୍କାରେ ପ୍ରଡକସନ୍‌ ହାଉସର ଅଫିସ କିଣିଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ ନିକଟରେ ନିଜର ପ୍ରଡକସନ୍‌ ହାଉସ୍‌ ଆରମ୍ଭ କରିଛନ୍ତି। ନିଜ ପରିବାର ସହ ମିଶି ସେ ଏହା ଆରମ୍ଭ କରିଛନ୍ତି। ଆଉ ଏହାର ନାଁ ରଖିଛନ୍ତି ‘ମଣିକର୍ଣ୍ଣିକା ଫିଲ୍ମସ୍‌’। ଏହାର ଏକ ଅଫିସ କଙ୍ଗନା ମୁମ୍ବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?