ମନୋରଞ୍ଜନ

କରୋନା ସହ ଲଢ଼ୁଥିବା ରଓ୍ବୋ ରାଜକୁମାରୀ ବଖାଣିଲେ ହସ୍ପିଟାଲର ଅନୁଭୂତି

ମୁମ୍ବାଇ,୮।୬: ଟେଲି ଅଭିନେତ୍ରୀ ତଥା ମଧ୍ୟପ୍ରଦେଶର ରଓ୍ବୋ ରାଜକୁମାରୀ ମୋହେନା କୁମାରୀ ସିଂହ ଓ ତାଙ୍କ ପୁରା ପରିବାର ଏବେ କରୋନା କବଳରେ। ମୋହେନାଙ୍କ ସହ ପରିବାରର ୨୧ଜଣ ସଦସ୍ୟ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ ଉତ୍ତରାଖଣ୍ଡର…

ଥିଏଟରରେ ରିଲିଜ୍‌ ହେବ ଜୟାଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଅଭୀନିତ ଫିଲ୍ମ ତଲାଓ୍ବି ରିଲିଜ୍‌କୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ପୂର୍ବରୁ କରୋନା ଭାଇରସ୍‌ ଲକ୍‌ଡାଉନ ଯୋଗୁ ଅନ୍ୟ ପିଲ୍ମଗୁଡ଼ିକ ଫିଲ୍ମ ଭଳି ଏହା ମଧ୍ୟ ଡିଜିଟାଲ ପ୍ଲାଟଫର୍ମ (ଓଟିଟି)ରେ ରିଲିଜ୍‌…

ରୋଷେଇ କରୁଛନ୍ତି ଆସିନଙ୍କ କୁନି ଝିଅ ଆରିନ

ତାମିଲ ତଥା ବଲିଉଡ୍‌ ଅଭିନେତ୍ରୀ ଆସିନ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିବା ପରଠାରୁ ଅଭିନୟଠାରୁ ଦୂରେଇ ଯାଇଛନ୍ତି। ମାତ୍ର ସବୁ ସମୟରେ ସେ ନିଜର ଏବଂ ଝିଅ ଆରିନର ଫଟୋ ସୋସିଆଲ ମିଡିଆରେ ଶେୟାର କରି ପ୍ରଶଂସକଙ୍କ ସହ ଯୋଡି…

ପ୍ରଥମ ଭାରତୀୟ ଭାବେ ରିଚାର୍ଡ ଡକିନ୍ସ ପୁରସ୍କାର ପାଇଲେ ଜାଭେଦ୍‌ ଅଖ୍‌ତର

ପ୍ରସିଦ୍ଧ କବି ତଥା ଗୀତିକାର ଜାଭେଦ ଅଖତରଙ୍କୁ ସମ୍ମାନଜନକ ରିଚାର୍ଡ ଡକିନ୍ସ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ପାଇଥିବା ଜାଭେଦ ହେଉଛନ୍ତି ପ୍ରଥମ ଭାରତୀୟ। ନିଜେ ଜାଭେଦ ସୋସିଆଲ ମିଡିଆରେ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ବିଶ୍ୱ ପ୍ରସିଦ୍ଧ ଇଂରାଜୀ…

ଡିମ୍ପଲଙ୍କୁ ୬୩ ବର୍ଷ: ୧୬ ବର୍ଷ ବୟସରେ ବବି ଫିଲ୍ମରେ ଅଭିନୟ କରି ରାତାରାତି ଷ୍ଟାରଡମ୍‌ କରିଥିଲେ ହାସଲ

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ କପାଡ଼ିଆ ସୋମବାର ୬୩ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ରାଜକପୁର ଡିମ୍ପଲଙ୍କୁ ଫିଲ୍ମ ବବି ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ…

ପ୍ରଭାବଶାଳୀ ମହିଳା ଭୂମିକାରେ ନଜର ଆସିବେ ସୁସ୍ମିତା

ପ୍ରଥମଥର ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ। ତାଙ୍କ ଅଭିନୀତ ୱେବ ସିରିଜ ‘ଆର୍ଯ୍ୟ’ର ଟ୍ରେଲର ରିଲିଜ ହୋଇଯାଇଛି। ଏଥିରେ ସେ ଜଣେ ପ୍ରଭାବଶାଳୀ ମହିଳା ଭୂମିକାରେ ଅଭିନୟ କରିଛନ୍ତି। ଦୀର୍ଘ ୫ ବର୍ଷ ପରେ ଅଭିନୟ ଜଗତକୁ…

୪୫ ବର୍ଷରେ ଖିଲାଡି ଗର୍ଲ ଶିଳ୍ପା

ମୁମ୍ବାଇ, ୮।୬: ବଲିଉଡ୍‌ର ଖିଲାଡି ଗର୍ଲ ଶିଳ୍ପା ଶେଟ୍ଟି ସୋମବାର ୪୫ ବର୍ଷର ପାଦ ଦେଇଛନ୍ତି। ସେ ୧୯୭୫ ଜୁନ୍‌ ୮ରେ ମାଙ୍ଗାଲୋର୍‌ଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ନିଜର ସୃଜନଶୀଳ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି। ଶିଳ୍ପା…

ଉଦ୍ଧବ ଠାକରେଙ୍କୁ ଭେଟିଲେ ସୋନୁ ସୁଦ: କହିଲେ, ଯେପର୍ଯ୍ୟନ୍ତ ପ୍ରବାସୀ ଶମିକମାନେ ଘରେ ନ ପହଞ୍ଚିବେ, ସେ ପର୍ଯ୍ୟନ୍ତ ସହାୟତା କରି ଚାଲିବି

ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତେବେ ସୋନୁଙ୍କୁ ନେଇ ରାଜନୀତି ଆରମ୍ଭ କରିଦେଇଥିଲା ଶିବସେନା। ଶିବସେନା ନେତା ସଞ୍ଜୟ ରାଓ୍ବତ ଅଭିନେତା ସୋନୁ ସୁଦଙ୍କୁ ଭାଜପାର ମୋହରା ବୋଲି…

ହରଭଜନ ସିଂଙ୍କ ପ୍ରଥମ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌, ଫିଲ୍ମ ଷ୍ଟାଇଲ୍‌ରେ ପ୍ରମୋଶନ କଲେ ସଚିନ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ଚଳଚ୍ଚିତ୍ର ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌…

ସୋନୁ ସୁଦଙ୍କୁ ‘ଗୁଡ ବୟ’ କହିଲେ କୁନି ଝିଅ

ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ବୟସ୍କମାନଙ୍କଠାରୁ ଆରମ୍ଭ କରି ଛୋଟପିଲାମାନେ ମଧ୍ୟ ସୋନୁଙ୍କୁ ଭଲପାଇବା ଦେଉଛନ୍ତି। ନିକଟରେ ଏକ କୁନି…

ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ

କନ୍ନଡ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। ହୃତରୋଗରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ବେଙ୍ଗାଲୁରୁରେ ଥିବା ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ତାଙ୍କୁ…

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାଓ୍ବତ୍‌ ବର୍ତ୍ତମାନ ପରଦା ପଛରେ ରହି ଫୁଲ୍‌ ଟାଇମ୍‌ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ତାଙ୍କ ନିର୍ଦ୍ଦେଶନାରେ ରାମ ମନ୍ଦିର ପ୍ରସଙ୍ଗ ଉପରେ ଆଧାରିତ ଏକ ଫିଲ୍ମ ‘ଅପରାଜିତା ଅଯୋଧ୍ୟା’ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାକୁ ‘ବାହୁବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?