ମନୋରଞ୍ଜନ

ଉଠିବା ଆମେ

କରୋନା ମହାମାରୀରେ କବଳିତ ଆମ ଦେଶ। ଏହି ସମୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ଚାରି ମିନିଟ୍‌ ଅବଧିବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର। ମୋଟ ୧୧ଟି ଭାଷାରେ ଏହାକୁ ନିର୍ମାଣ କରାଯାଇଛି। ହିନ୍ଦୀରେ ‘ଉଠେଙ୍ଗେ ହମ୍‌’, ଇଂଲିଶରେ ‘ଉଇ…

ଦିନ ଗଣୁଛନ୍ତି ତମନ୍ନା

ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ଲକ୍‌ ଡାଉନ ପାଇଁ ତ ସିନେମା ରିଲିଜ ହୋଇପାରୁନି। ଏହା ଶେଷ ହେବା ପରେ ତାଙ୍କ ଅଭିନୀତ ‘ସୁପରବୟ’ ରିଲିଜ ହେବ। ଏହି ଫିଲ୍ମରେ…

କେମିତି ହେଲା ବଲିଉଡ୍‌ ଏଣ୍ଟ୍ରି

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଦବଙ୍ଗ’ରେ। ଏହି ଫିଲ୍ମର ନାୟକ ଥିଲେ ସଲମାନ ଖଁା ଏବଂ ଚିତ୍ରଟି ହିଟ୍‌ ହୋଇଥିଲା। ହେଲେ ଏହି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଏକ ଘଟଣା ଘଟିଥିଲା। ଆକ୍ଟିଂ ଲାଇନ୍‌କୁ ଆସିବାକୁ…

କ୍ୱାରାଣ୍ଟାଇନ୍‌ ପରେ ମିଳିଲା ମା’ଙ୍କ ଭଲପାଇବା

ମୁମ୍ବାଇ: ଲକ୍‌ଡାଉନ୍‌ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍‌ରେ ଆସିବାବେଳେ ବହୁ ସତର୍କତା ଅବଲମ୍ବନ କରିଥିଲେ। ସେ ଘରେ ପହଞ୍ଚି ୧୪ ଦିନ ପାଇଁ ନିଜକୁ…

ନୂଆ ଭୂମିକାରେ ନଜର ଆସିବେ ଜରିନ

ମୁମ୍ବାଇ: ‘ହାଉସଫୁଲ-୨’, ‘ହେଟ୍‌ଷ୍ଟୋରୀ-୩’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଜରିନ ଖାନ୍‌। ତେବେ ତାଙ୍କର ଅପ୍‌କମିଂ ଫିଲ୍ମରେ ତାଙ୍କୁ ସଂପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଆଗକୁ ତାଙ୍କର ମୁଭି ‘ହମ୍‌…

ଶୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଥିବା କନିକାଙ୍କୁ ଫ୍ଲାଟରେ ଏଣ୍ଟ୍ରି ପାଇଁ ମନାକଲା ସୋସାଇଟି

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୨ଠାରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। ଫଳରେ କଳାକାରମାନେ ହାତବାନ୍ଧି ଘରେ ବସି ରହିଛନ୍ତି। ନିକଟରେ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଶୁଟିଂ କରିବାକୁ ସରକାର ଅନୁମତି ଦେଇଛନ୍ତି। ଅନୁମତି ମିଳିବା…

ପରଲୋକରେ ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତି

ମୁମ୍ବାଇ,୧୧।୬: ଟେଲି କଳାକାର ତଥା ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତିଙ୍କ ନିଧନ ହୋଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୩-୪ ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ…

ଝିଅ ଇନାୟାଙ୍କୁ ଯୋଗ ଶିଖାଇଲେ ବାପା କୁନାଲ: ଭିଡିଓ ଭାଇରାଲ

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ଫିଲ୍ମ ଓ ସିରିୟଲ୍‌ର ସମସ୍ତ ଶୁଟିଂ ବନ୍ଦ ରହିଛି। ଫଳରେ ଅଭିନେତା ଓ ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ଉପାୟରେ ନିଜର ସମୟ ବିତାଉଛନ୍ତି। ଏଥିସହ ସେମାନଙ୍କ କାର୍ଯ୍ୟକଳାପର ସମସ୍ତ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ…

ବ୍ୟାୟାମ କରିବାକୁ ବାହାରି ଟ୍ରୋଲ୍‌ ହେଲେ ମଲ୍ଲିକା

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ବଲିଉଡ୍‌ ଷ୍ଟାରମାନେ ସାଧାରଣ ଲୋକଙ୍କ ପରି ଘରେ ସମୟ ବିତାଉଥିଲେ। ଯଦିଓ ଦେଶରୁ କରୋନା ହଟିନାହିଁ ତଥାପି ସରକାର ଲକ୍‌ଡାଉନ୍‌ ହଟାଇ ଦେଇଛନ୍ତି। ଏହା ପରେ ମୁମ୍ବାଇ ରାସ୍ତାରେ ବ୍ୟାୟାମ କରିବାକୁ ବାହାରି ପଡ଼ିଛନ୍ତି ସେଲିବ୍ରିଟିମାନେ।…

ଆଲିଆଙ୍କ ପ୍ରିୟ ଖାଦ୍ୟ: ଏଥିରେ ରହିଛି ଏସବୁ ଉପକାରୀ ଗୁଣ

ବଲିଉଡ୍‌ର କୌଣସି ତାରକା ଯଦି କୁହନ୍ତି, ତାଙ୍କର ପ୍ରିୟ ଖାଦ୍ୟ ଦହି ଭାତ ତେବେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। ମାତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଦହି ଭାତ ଅଧିକ ପସନ୍ଦ। ସେ ଦିନରେ ଯେତେ ଥର ହେଉନା କାହିଁକି ଏହାକୁ ଖାଇବାକୁ…

ପ୍ରବାସୀ ଶ୍ରମିକଙ୍କ ପାଇଁ ୬ଟି ବିମାନ ବୁକ୍‌ କଲେ ଅମିତାଭ ବଚ୍ଚନ

ଲକ୍‌ଡାଉନରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ସେଲିବ୍ରିଟିମାନେ ଆଗେଇ ଆସୁଛନ୍ତି। ସୋନୁ ସୁଦ, ପ୍ରକାଶ ରାଜ, ସ୍ବରା ଭାସ୍କର ଏବଂ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରମାନେ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ସହଯୋଗ କରୁଛନ୍ତି। ଗତ କିଛି ଦିନ ତଳେ ସେ ଉତ୍ତର…

ଅନୁରାଗଙ୍କୁ ନୃତ୍ୟ ଶିଖାଉଛନ୍ତି ଝିଅ ଆଲିଆ

ବଲିଉଡ୍‌ର ସଫଳ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନିଜ ଫିଲ୍ମ ପାଇଁ ବେଶ୍‌ ପରିଚିତ। ନିକଟରେ ତାଙ୍କ ଫିଲ୍ମ ‘ଚୋକ୍‌ଡ’ ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?