ମନୋରଞ୍ଜନ

ସାଧାରଣ ଝିଅରୁ ଏବେ ବଲିଉଡ୍‌ରେ ହିଟ୍‌ ଗାୟିକା ନେହା କକ୍କର

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ଜନ୍ମ ଜୁନ୍‌ ୬ ଅର୍ଥାତ ଶନିବାର। ନେହାଙ୍କୁ କେବଳ ଗୀତ ପାଇଁ ନୁହେଁ, ହସ ପାଇଁ ମଧ୍ୟ ସେ ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ନେହା ଏକ ରିଆଲିଟି ଶୋ’ ‘ସାରେ ଗାମା ପା…

ଫିଲ୍ମର ଅଜବ ନାମ ଶୁଣି କାନରେ ହାତ ଦିଅନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ହେଉଛି ଏକ ରଚନାତ୍ମକ ତଥା ସୃଜନଶୀଳ ଇଣ୍ଡଷ୍ଟ୍ରି। ଫିଲ୍ମ ନିର୍ମାତାମାନେ ସେମାନଙ୍କର ଫିଲ୍ମକୁ ହିଟ୍‌ କରିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି। ଫିଲ୍ମର ସ୍କ୍ରିପ୍ଟ, ନାଁ କିମ୍ବା ଡାଏଲଗ୍‌କୁ ନେଇ ହିଟ୍‌ ହେବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି।…

ଇନ୍‌ଷ୍ଟା ପୋଷ୍ଟ ଲାଗି ଟ୍ରୋଲ୍‌ ହେଉଛନ୍ତି ସାରା

ବମ୍ବେ: ଟ୍ରୋଲ ହେଉଛନ୍ତି ସୈଫ ଲଳନା ସାରା। ସେ ବି ଏକ ଇନ୍‌ଷ୍ଟା ପୋଷ୍ଟକୁ ନେଇ। ପରିସ୍ଥିତି ଏଭଳି ହୋଇଛି ଯେ ସାରା ବାଧ୍ୟ ହୋଇ ପୋଷ୍ଟଟିକୁ ଡିଲିଟ୍‌ କରିଛନ୍ତି। କଥାଟି ଏପରି। ବର୍ତ୍ତମାନ ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡଙ୍କ ହତ୍ୟା…

ଫୋବ୍ସ ତାଲିକା: ସର୍ବାଧିକ ରୋଜଗାର କରିଥିବା ଭାରତୀୟ ସେଲିବ୍ରିଟି ଅକ୍ଷୟ, ଶୀର୍ଷରେ କାଇଲି ଜେନେର

ବମ୍ବେ: ବଲିଉଡ୍‌ର ସର୍ବାଧିକ ରୋଜଗାର କରିଥିବା ସେଲିବ୍ରିଟି ପାଲଟିଛନ୍ତି ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଫୋବ୍ସ ମାଗାଜିନ୍‌ ପକ୍ଷରୁ ଜାରି କରାଯାଇଥିବା ୨୦୨୦ର ତାଲିକାରେ ୫୨ତମ ସ୍ଥାନରେ ଅକ୍ଷୟ ଅଛନ୍ତି। ଏଥିରେ ଟପ୍‌ରେ ଅଛନ୍ତି କାଇଲି ଜେନେର। ଏହାଛଡ଼ା ପ୍ରିୟଙ୍କା ଚୋପ୍ରାଙ୍କ…

ଐଶ୍ୱର୍ଯ୍ୟା ରାୟଙ୍କ ଗୀତରେ ନୃତ୍ୟକରି ଦର୍ଶକଙ୍କ ମନ ଜିଣିଲେ ପ୍ରିୟା ପ୍ରକାଶ

ନିଜର ଫେସିଆଲ ଏକ୍ସପ୍ରେସନ୍‌ ଦ୍ୱାରା ଦର୍ଶକଙ୍କ ହୃଦୟ ଜିଣିପାରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିୟର ପୁଣି ଥରେ ଏକ ଭିଡିଓ ମାଧ୍ୟମରେ ଧୂମ୍‌ ମଚାଇଛନ୍ତି। ପ୍ରିୟା ନିଜ ଇନ୍‌ଷ୍ଟାଗ୍ରାମ୍‌ ସାଇଡ୍‌ରେ ଏକ ନୃତ୍ୟ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଐଶ୍ୱର୍ଯ୍ୟା…

କ୍ୟାମେରା ଧରି ସମୂଦ୍ରକୁ ଡେଇଁଲେ ଉର୍ବଶୀ: ପଛରେ ପଡ଼ିଗଲା ବିଶାଳକାୟ ମାଛ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। କିଛି ଦିନର ବ୍ୟବଧାନରେ ସେ ନିଜର ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର କରିଥାନ୍ତି। ଏବେ ସେ ନିଜର ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେବାରେ…

ସୈଫ୍‌ଙ୍କ ପିଠିରେ ଶୋଇ ମଜା ଉଠାଉଛନ୍ତି ପୁଅ ତୈମୁର, ଫଟୋ ଶେୟାର କଲେ କରୀନା

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ବଲିଉଡ୍‌ ଷ୍ଟାର୍‌ମାନେ ସାଧାରଣ ଲୋକଙ୍କ ପରି ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଅଭିନେତ୍ରୀ କରୀନା କପୁର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସେ ଏହି…

୧୨ ବର୍ଷରେ ପଦାର୍ପଣ କରିଛନ୍ତି ବଜରଙ୍ଗି ଭାଇଜାନର ଶିଶୁ କଳାକାର ହର୍ଷାଳି

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ୨୦୧୫ ମସିହାରେ ସୁପହିଟ୍‌ ହୋଇଥିଲା। ବିଶେଷକରି ଏଥିରେ ମୁନ୍ନି ଭୂମିକାରେ ଅଭିନୟ କରିଥିବା ହର୍ଷାଳି ମାଲହୋତ୍ରା ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫିଲ୍ମରେ ସେ କଥା କହିପାରୁ ନ ଥିବାବେଳେ ତାଙ୍କର…

ମାଆଙ୍କୁ ନୃତ୍ୟ ଶିଖାଉଛନ୍ତି କ୍ରିତି

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ କିଛିଦିନ ହେବ ବଲିଉଡ୍‌ର ସେଲିବ୍ରିଟିମାନେ ଏକ ପ୍ରକାର ଘରେ ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଏହି ସମୟରେ ଏମାନଙ୍କର ବିଭିନ୍ନ ପ୍ରକାର ଆକ୍ଟଭିଟିଜ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏବେ ବଲିଉଡ୍‌ ନାୟିକା…

ଫିଲ୍ମ ‘୮୩’: ପିତାଙ୍କ ଭୂମିକାରେ ନଜର ଆସିବେ ପ୍ରସିଦ୍ଧ କ୍ରିକେଟରଙ୍କ ପୁଅ

୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ର ବିଶ୍ୱକପ ବିଜୟକୁ ନେଇ ତିଆରି ହୋଇଛି। ଫିଲ୍ମ ’୮୩’। ଏହି ଫିଲ୍ମରେ ରଣବୀର ଭାରତୀୟ କ୍ରିକେଟ ଟିମ୍‌ କ୍ୟାପଟେନ୍‌ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଥିଲା ବେଳେ ଦୀପିକା ତାଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ…

ଫିଲ୍ମ ମେକର ବାସୁ ଚାଟାର୍ଜୀଙ୍କ ପରଲୋକ

ମୁମ୍ବାଇ,୪।୬: ଭେଟେରାନ ଫିଲ୍ମ ମେକର ବାସୁ ଚାଟାର୍ଜୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ଛୋଟି ସି ବାତ’ ଓ ‘ରଜନୀଗନ୍ଧା’ ଭଳି ଚଳଚ୍ଚିତ୍ରର ନିର୍ମାତା ଥିଲେ ଶ୍ରୀଯୁକ୍ତ ଚାଟାର୍ଜୀ। ଫିଲ୍ମ ମେକର…

ଭାଇଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଲେ ସାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ଅଚାନକ ପରଲୋକ ଘଟିଛି। ଏଥିରେ ଭାଙ୍ଗିପଡିଛନ୍ତି ତାଙ୍କ ଭାଇ ସାଜିଦ୍‌ ଖାନ୍‌। ସେ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଏକ ଭାବପ୍ରବଣ ମେସେଜ୍‌ ଲେଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?