ମନୋରଞ୍ଜନ

ଗାଈ କି ମଇଁଷି ନୁହେଁ, ଏହି କ୍ଷୀର ପିଅନ୍ତି ଅନୁଷ୍କା ଶର୍ମା

ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ବଲିଉଡରୁ ଦୂରତା ବଜାୟ ରଖିଛନ୍ତି। କିନ୍ତୁ ପ୍ରାୟତଃ ଅନୁଷ୍କା ତାଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ଏବଂ ଫିଟନେସ ପାଇଁ ଚର୍ଚ୍ଚାରେ ଥାନ୍ତି। ସେ ଏକ କଡ଼ା ଡାଏଟ୍‌ ଫଲୋ କରନ୍ତି। ସେ ଆଦୌ ଚିନି ଖାଆନ୍ତି ନାହିଁ…

ପରିଚୟ ଲୁଚାଉଥିଲେ ଶ୍ରୁତି

ଚେନ୍ନାଇ: ଅଭିନେତ୍ରୀ ଶ୍ରୁତି ହାସନ ଦୀର୍ଘବର୍ଷ ହେବ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି। ସେ ତାଙ୍କ ବାପା କମଲ ହାସନଙ୍କ ପରି ଦକ୍ଷିଣ ଭାରତୀୟ ସିନେମାଠାରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ବହୁ ସଫଳତା ହାସଲ କରିଛନ୍ତି। ତେବେ ଏକଦା ଶ୍ରୁତି…

ପ୍ରଭାସଙ୍କ ‘ସାଲାର-୨’ ରେ ନଜର ଆସିବେ କୋରିଆର ଚର୍ଚ୍ଚିତ ଅଭିନେତା ଡନ୍ ଲି!

ମୁମ୍ବାଇ: ଦକ୍ଷିଣ କୋରିଆ ଚର୍ଚ୍ଚିତ ଅଭିନେତା ଡନ୍ ଲି ଯିଏ ମା ଡଙ୍ଗ-ସେଓକ ନାମରେ ମଧ୍ୟ ଜଣା, ରବିବାର ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିଜର ତଥା ପ୍ରଭାସଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ପୋଷ୍ଟରେ ସେ ପ୍ରଭାସଙ୍କ ”ସାଲାର:…

ଆଉ ନାହାନ୍ତି ଲୋକପ୍ରିୟ ତାମିଲ ଅଭିନେତା ଦିଲ୍ଲୀ ଗଣେଶ

ଚେନ୍ନାଇ,୧୦।୧୧: ପରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ନେଇ ପୁଅ ମହାଦେବନ୍‌ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିଜର ପୋଷ୍ଟରେ ମହାଦେବନ୍‌…

‘ସିକନ୍ଦର’ ସେଟରେ ବଢିଲା ସଲମାନଙ୍କ ସୁରକ୍ଷା, ଲରେନ୍ସ ଗ୍ୟାଙ୍ଗର ଧମକ ପରେ…

ମୁମ୍ବାଇ,୧୦।୧୧: ବଲିଉଡ ଦବଙ୍ଗ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ଆଗାମୀ ଫିଲ୍ମ ‘ସିକନ୍ଦର’ର ସୁଟିଂ ପାଇଁ ହାଇଦ୍ରାବାଦର ଫାଲକନୁମା ପ୍ୟାଲେସରେ ପହଞ୍ଚିଛନ୍ତି। ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ ଯୋଗୁଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି…

ଆମେ ଏବେ ବି ପରିବାର, ୫ ମାସ ହେବ ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ନେଲେ ୟୁଟର୍ନ!

ନୂଆଦିଲ୍ଲୀ,୧୦।୧୧: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅତୀତରେ ଅନେକ ଚର୍ଚ୍ଚାରେ ଥିଲା। ପ୍ରାୟ ୫ମାସ ପୂର୍ବେ, ଏହି ଦମ୍ପତି ଛାଡପତ୍ର ମାଧ୍ୟମରେ ସେମାନଙ୍କର ୪ବର୍ଷର ବିବାହ ସମାପ୍ତ କରିଥିଲେ। ଏହା ପରେ…

ପ୍ରେମ ସରିଲା, ଟାଟୁ ଲିଭିଲା

ପ୍ରେମ ଯେତେବେଳେ ହୁଏ ଚାରିଆଡ ଲାଗେ ପ୍ରେମମୟ। ମନ କହେ ସେଇ ମଣିଷଟି ହିଁ ସବୁଠୁ ନିଜର। ସେ ସାଥୀ ସାତ ଜନ୍ମର। ଏଇ ପ୍ରେମକୁ ଜାହିର କରିବା ଲାଗି କେହି କେହି ଶରୀରରେ ପ୍ରିୟ ମଣିଷ ନାଁର ଟାଟୁ ବି…

ହାସିମୋଟୋ ଥାଇରଏଡିଟିସ୍‌ ରୋଗ ସହ ଲଢୁଛନ୍ତି ଅଭିନେତା ଅର୍ଜୁନ କପୁର

ମୁମ୍ବାଇ: ଅଭିନେତା ଅର୍ଜୁନ କପୁର ନିକଟରେ ତାଙ୍କ ଫିଲ୍ମ ‘ସିଙ୍ଘମ ଏଗେନ୍‌’ରେ ଖଳନାୟକ ଭୂମିକାରେ ନଜର ଆସି ଦର୍ଶକଙ୍କ ବହୁ ପ୍ରଶଂସା ସାଉଁଟିଛନ୍ତି। ତେବେ ସେ ଗତ କିଛି ଦିନ ହେବ ହାସିମୋଟୋ ଥାଇରଏଡିଟିସ୍‌ ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି…

୪ର୍ଥ ଥର ଗ୍ରାମୀ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ରିକି କେଜ୍‌

ମୁମ୍ବାଇ: ୨୦୨୫ ଗ୍ରାମୀ ପୁରସ୍କାର ପାଇଁ ଶୁକ୍ରବାର ନାମାଙ୍କନ ତାଲିକା ପ୍ରକାଶ ପାଇଛି। ଏଥିରେ ଆନ୍ତର୍ଜାତୀୟ କଳାକାର ବିୟୋନ୍ସେ, ଟେଲର ସ୍ବିଫ୍ଟ, ବିଲି ଇଲିଶ ଏବଂ ଆରିନା ଗ୍ରାଣ୍ଡେଙ୍କ ସହ ଭାରତୀୟ ବଂଶୋଦ୍ଭବ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଭାରତୀୟ…

ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନରେ କାହିଁକି ଶୁଭେଚ୍ଛା ଜଣାଇଲେ ନଥିଲେ ଅଭିଷେକ, ଆସିଲା ଆଉ ଏକ ବଡ଼ କାରଣ…ଅଛି ଜୟା ବଚ୍ଚନଙ୍କ ସହ କନେକ୍ସନ

ମୁମ୍ବାଇ: ନଭେମ୍ବର ୨ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକାକୀ ଜନ୍ମଦିନ ପାଳନ କରିଥିଲେ। ଐଶ୍ୱର୍ଯ୍ୟା ଦୁବାଇରେ ତାଙ୍କର ୫୧ତମ ଜନ୍ମଦିନ ପାଳନ କରିଥିଲେ। ଏହାକୁ ନେଇ ଅଭିଷେକ ବଚ୍ଚନଙ୍କ ସହ ଛାଡପତ୍ରର ଗୁଜବକୁ ଆହୁରି ବଢାଇ ଦେଇଥିଲା। ଏହା ଆହୁରି ଆଶ୍ଚର୍ଯ୍ୟଜନକ…

ବାପା ହେବେ କେଏଲ ରାହୁଲ; ଗୁଡ୍ ନ୍ୟୁଜ ଦେଲେ ଆଥିୟା ସେଟ୍ଟୀ

ମୁମ୍ବାଇ,୮।୧୧: ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ତାଙ୍କର ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ଦୁହେଁ ଏକ ଫଟୋ ଶେୟାର କରି ଲେଖିଛନ୍ତି, ”ଆମର…

ଅଭିନେତା ନୀତୀନଙ୍କ ପରଲୋକ, ସୁଇସାଇଡ୍‌ କରିଥିବା ଆଶଙ୍କା

ମୁମ୍ବାଇ: ରିଆଲିଟି ଶୋ ସ୍ପ୍ଲିଟ୍ସଭିଲ୍ଲା ଏବଂ କ୍ରାଇମ ପେଟ୍ରୋଲରୁ ପ୍ରସିଦ୍ଧ ହୋଇଥିବା ଅଭିନେତା ନୀତୀନ ଚୌହାନଙ୍କର ଦେହାନ୍ତ ହୋଇଛି। ୩୫ ବର୍ଷ ବୟସରେ ନୀତୀନ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କ ସହ କାମ କରିଥିବା ଅଭିନେତା ଏବଂ ବନ୍ଧୁମାନେ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?