ମନୋରଞ୍ଜନ

ସଲମାନଙ୍କୁ ପୁଣି ହତ୍ୟା ଧମକ, ସାହସ ଅଛି ତ ବଞ୍ଚାଅ

ମୁମ୍ବାଇ,୮ା୧୧: ବଲିଉଡ୍‌ ଅଭିନେତା ତଥା ମୋଷ୍ଟ ବ୍ୟାଚଲର ସଲମାନ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପୁଣି ସଲମାନଙ୍କୁ ହତ୍ୟା ଧମକ ଦେଇଛି। ମୁମ୍ବାଇ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଏପରି ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ଏନେଇ ଓ୍ବାର୍ଲି…

ଯାହାଙ୍କ ଫୋନରୁ ଶାହାରୁଖଙ୍କୁ ମିଳିଥିଲା ହତ୍ୟା ଧମକ, ସେହି ବ୍ୟକ୍ତି କଲେ ବଡ଼ ଖୁଲାସା

ମୁମ୍ବାଇ: ହତ୍ୟା ଧମକ ପାଇବା ପରେ ଶାହାରୁଖ ଖାନ ଏହି ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇ ପୋଲିସକୁ ଏକ କଲ ଆସିଥିଲା ଯେଉଁଥିରେ ଶାହାରୁଖଙ୍କୁ ଧମକ ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ କଲ କରିଥିବା ଲୋକ ରାୟପୁର ବୋଲି ଜଣାପଡିଛି। ସେହି ବ୍ୟକ୍ତିଙ୍କ…

ଶାହରୁଖ ଖାଁଙ୍କୁ ମିଳିଲା ହତ୍ୟା ଧମକ, ଆଗରୁ ଟାର୍ଗେଟରେ ଅଛନ୍ତି ସଲମାନ

ମୁମ୍ବାଇ,୭ା୧୧: ବଲିଉଡ ବାଦଶାହ ଶାହରୁଖ ଖାଁଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଛତିଶଗଡର ରାୟପୁରରୁ ଫୈଜାନ୍ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ଏହି ଧମକ…

ଛାଡପତ୍ର ଚର୍ଚ୍ଚା ମଧ୍ୟରେ ନୂଆ ଫିଲ୍ମ ପାଇଁ ସାଇନ୍ କଲେ ଅଭିଷେକ-ଐଶ୍ୱର୍ଯ୍ୟା, ଏକାଠି ଆସିବେ ନଜର

ନୂଆଦିଲ୍ଲୀ, ୭।୧୧: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଦୁହେଁ ଗୋଟେ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ବରିଷ୍ଠ ନିର୍ଦ୍ଦେଶକ ମଣିରତ୍ନମ ଦୁହିଁଙ୍କୁ ନେଇ ଏକ ହିନ୍ଦୀ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।…

ଅଧା ରହିଗଲା ଶାରଦାଙ୍କ ସ୍ବପ୍ନ

ବାରାଣସୀ,୬।୧୧: ରାମଲଲାଙ୍କୁ ଦେଖିବା ପରେ ମୋତେ ଦରବାରକୁ କୋର୍ଟକୁ ମଧ୍ୟ ଯିବାକୁ ପଡିବ । ମୋତେ ତାଙ୍କ ପାଦତଳେ ପ୍ରଣାମ କରିବାକୁ ପଡିବ, ଦେଖିବା ଏହି ଇଚ୍ଛା କେବେ ପୂରଣ ହେବ। ଏହି ଶବ୍ଦଗୁଡ଼ିକ ଥିଲା ଲୋକ ଗାୟିକା ଶାରଦା ସିହ୍ନାଙ୍କର…

ସଲମାନ ରାଗି ଯାଇ ଭାଙ୍ଗି ଦେଇଥିଲେ ଐଶ୍ୱର୍ଯ୍ୟାଙ୍କ ହାତ! ଗୁମର ଖୋଲିଲେ ପୂର୍ବ ପ୍ରେମିକା…

ବମ୍ବେ: ବଲିଉଡ ଦବଙ୍ଗ ଖାନ୍‌ ସଲମାନଙ୍କ ସହ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମକାହାଣୀ ଆଜି ବି ରହୁଛି ଚର୍ଚ୍ଚାରେ। ଏକ ସମୟରେ ଦୁହେଁ ଦୁହିଁଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ସମ୍ପର୍କରେ ଘୋଟି ଆସିଥିଲା କଳା ବାଦଲ। ସଲମାନଙ୍କ ଉପରେ ନାନାଦି…

ଭେଣ୍ଟିଲେଟର୍‌ରେ ପ୍ରସିଦ୍ଧ ଗାୟିକା, ପୁଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୧: ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ସାଧାରଣ ଲୋକଙ୍କ ହୃଦୟରେ ରାଜ୍‌ କରିଥିବା ଲୋକ ଗାୟିକଙ୍କ ପୁଅ ଅଂଶୁମାନ ସିହ୍ନା ଏହି ସୂଚନା ଦେଇଛନ୍ତି। ତାଙ୍କ ମା’ ଭେଣ୍ଟିଲେଟରରେ…

‘ଯଦି ସଲମାନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ…’ ପୁଣି ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଆସିଲା ଧମକ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପୁଣିଥରେ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏକ ଧମକ ପାଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ ଲରେନ୍ସଙ୍କ ନାମରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ପୋଲିସ ଆହୁରି ମଧ୍ୟ…

‘ବେବି ଜନ୍‌’ ଟିଜର ଆଉଟ

ମୁମ୍ବାଇ: ଅଭିନେତା ବରୁଣ ଧାୱନଙ୍କ ପରବର୍ତ୍ତୀ ଫିଲ୍ମ ‘ବେବି ଜନ୍‌’ ଆସନ୍ତା ଡିସେମ୍ବର ୨୫ ବଡ଼ଦିନ ଉପଲକ୍ଷେ ରିଲିଜ୍‌ ହେବାକୁ ଯାଉଛି। ଶନିବାର ‘ବେବି ଜନ୍‌’ର ନିର୍ମାତାଙ୍କ ପକ୍ଷରୁ ଏହାର ଟିଜରକୁ ଜାରି କରାଯାଇଛି। ବରୁଣ ମଧ୍ୟ ଏହି ଟିଜରକୁ ନିଜ…

ଆଗରେ ‘ସିଂଘମ୍‌ ଏଗେନ୍‌’

ମୁମ୍ବାଇ: ଦୀପାବଳି ଉପଲକ୍ଷେ ଶୁକ୍ରବାର ୨ଟି ବଡ଼ ବଜେଟ୍‌ର ବଲିଉଡ୍‌ ଚଳଚ୍ଚିତ୍ର ‘ସିଂଘମ୍‌ ଏଗେନ୍‌’ ଓ ‘ଭୁଲ୍‌ ଭୁଲୈୟା ୩’ ମୁକ୍ତିଲାଭ କରିଥିଲା। ରିଲିଜ୍‌ ହେବାର ପ୍ରଥମ ୩ ଦିନ ମଧ୍ୟରେ ଦୀପାବଳି ଓ ୱିକ୍‌ଏଣ୍ଡ ପଡୁଥିବାରୁ ଉଭୟ ଫିଲ୍ମ ବକ୍ସ…

ଖ୍ୟାତନାମା ମ୍ୟୁଜିସିଆନ୍‌ କୁଇନ୍ସି ଜୋନ୍ସଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର କିମ୍ବଦନ୍ତୀ ସଙ୍ଗୀତକାର, ପ୍ରଯୋଜକ ତଥା କମ୍ପୋଜର କୁଇନ୍ସି ଜୋନ୍ସଙ୍କର ରବିବାର ରାତିରେ ୯୧ ବର୍ଷ ବୟସରେ ଲସ୍‌ଆଞ୍ଜେଲସ୍‌ ବାସଭବନରେ ପରଲୋକ ହୋଇଯାଇଛି। ବହୁ ପ୍ରତିଭାର ଅଧିକାରୀ ଜୋନ୍ସ ଖ୍ୟାତନାମା ପପ୍‌ ଗାୟକ ମାଇକେଲ ଜାକ୍‌ସନ୍‌ଙ୍କ ଐତିହାସିକ ‘ଥ୍ରିଲର’ ଆଲବମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?