ଜନ୍ମଦିନରେ ନୂତନ ପ୍ରତିଭାଙ୍କୁ ସୁଯୋଗ ଦିଅନ୍ତି ଏହି ପ୍ରସିଦ୍ଧ କଳାକାର

କୈଳାଶ ଖେର ଅନନ୍ୟ ସ୍ବର ପାଇଁ ଜଣାଶୁଣା। ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। କୈଳାଶଙ୍କ ଅନେକ ଫ୍ୟାନ୍‌ ଅଛନ୍ତି। କଳା ପ୍ରଦର୍ଶନ କରିବାକୁ ଦେଶ ଏବଂ ବିଦେଶର କୋଣ ଅନୁକୋଣକୁ ଯାଇଥାନ୍ତି। ଏହି ଶିଖରରେ ପହଞ୍ଚିବାକୁ ପଦ୍ମଶ୍ରୀ କୈଳାଶ ଖେର ପାଇଁ ସହଜ ନ ଥିଲା। ଜୀବନରେ ସଂଘର୍ଷ କରିବାକୁ ପଡିଥିଲା। ଅନେକଥର ତାଙ୍କ ସ୍ବର ପ୍ରତ୍ୟାଖ୍ୟାନ କରାଯାଇଥିଲା। କିନ୍ତୁ ଆଜି ସେ ଏପରି ସ୍ଥିତିରେ ପହଞ୍ଚିଛନ୍ତି ଯେ ତାଙ୍କ ଜନ୍ମଦିନ ଅବସରରେ ସେ ପ୍ରତିବର୍ଷ ଏକ ନୂତନ ପ୍ରତିଭାଙ୍କୁ ସୁଯୋଗ ଦିଅନ୍ତି।
ଅନେକ ସଂଘଷର୍ଶ ଭିତରେ ସେ ସଫଳତା ପାଇଥିବାରୁ ଖେର ହୃଦୟଙ୍ଗମ କରିଥିଲେ ଯେ ବିଶ୍ୱରେ ବହୁତ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ କଳା ପ୍ରଦର୍ଶନ କରିବାକୁ କୌଣସି ପ୍ଲାଟଫର୍ମ ପାଇ ନାହାଁନ୍ତି। ତେଣୁ କୈଳାଶ ଖେର ନେୟି ଉମଙ୍ଗ ନାମକ ଏକ ସଂଗଠନ ଗଢିଥିଲେ। ଯେଉଁଠାରେ ନୂତନ ପ୍ରତିଭାଙ୍କୁ ସ୍ଥାନ ଦିଆଯାଏ। ପ୍ରତିବର୍ଷ ସେ ତାଙ୍କ ଜନ୍ମଦିନ ଅବସରରେ ନୂତନ ପ୍ରତିଭା ଆରମ୍ଭ କରନ୍ତି। କୈଳା ବିଭିନ୍ନ ହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ କିସନା, ଟାଙ୍ଗୋ ଚାର୍ଲି, କାଲ, ସରକାର, କିୟୁଁକି, ଦୋସ୍ତି, ଫାନା, ଆପ କି ଖାତିର, କର୍ପୋରେଟ, ଟ୍ରାଫିକ ସିଗନାଲ, ଆଜା ନଚଲେ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ଚଳଚ୍ଚିତ୍ର ଦସବିଦାନୀୟାରେ ଗାଇଥିବା ତାଙ୍କ ଗୀତ ମେରି ମାଁ ସୁପରହିଟ ହୋଇଥିଲା। ଏହା ପରେ ସେ ଦିଲ୍ଲୀ ୬, ଅଜବ ପ୍ରେମ କି ଗଜାବ କାହାନି, କମିନେ, କାର୍ତ୍ତିକ କଲିଂ କାର୍ତ୍ତିକ, ପାଠଶାଳା, ତେରେ ନାଲ ଲଭ ହୋ ଗୟା, କାୟା ସୁପର କୁଲ ହୈ ହମ, ବାହୁବଳୀ ଏବଂ ପୋଷ୍ଟର ବଏଜ୍‌ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri