କରନଙ୍କ ଷ୍ଟାର କିଡ୍ସ !
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍ରେ ପ୍ରିୟାପ୍ରୀତି ପୋଷଣକୁ ନେଇ ଖୁବ୍ ଆଲୋଚନା ହେଉଛି। ବଲିଉଡ୍ ନାୟିକା କଙ୍ଗନା ରାନାଓ୍ବତ ବିଭିନ୍ନ ସମୟରେ ଏହାକୁ ନେଇ ଖୋଲା ଖୋଲି କଥା ହେଉଥିବା ବେଳେ ନେପୋଟିଜିମ୍ ବା…
ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ତାଙ୍କ ସ୍କୁଲ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଶେଷକରି ତାଙ୍କ ପ୍ରଶଂସକ ଏବଂ କିଛି ଫିଲ୍ମ କଳାକାର ଆଦୌ ବିଶ୍ୱାସ କରୁନାହାନ୍ତି। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ସୋସିଆଲ ମିଡିଆରେ ଲଗାତର ଫଟୋ, ଭିଡିଓ…
ଭିଡିଓ ଶେୟାର କରି ଧନ୍ୟବାଦ ଦେଲେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ଦରିୟା ଦିଲ୍ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏଥର ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ବିଭିନ୍ନ ସମୟରେ ସେ ସୋସିଆଲ ମିଡିଆରେ ଭିଡିଓ…
ଏହି କାରଣରୁ ବଲିଉଡ୍ରୁ ଦୂରେଇ ଯାଇଥିଲେ ରିୟା ସେନ୍
ବଲିଉଡ୍ ଅଭିନେତ୍ରୀ ରିୟା ସେନ୍ ‘ଚୁଡି ଯୋ ଖନ୍କେ ହାଥୋ ମୈ…’ ମ୍ୟୁଜିକ୍ ଭିଡିଓରୁ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରିବା ଆରମ୍ଭ କରିଥିଲେ। ଏମିତିରେ ବି ଅଭିନୟ ତାଙ୍କ ରକ୍ତରେ ରହିଛି। ରିୟା ଲୋକପ୍ରିୟ…
‘ତେରି ଗଲି’ରେ ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ଆସିମ୍
ବମ୍ବେ: ରିଆଲିଟି ଶୋ’ ବିଗ୍ବସ୍ ଜରିଆରେ ଜଣେ ମଡେଲରୁ ରାତାରାତି ଷ୍ଟାର ପାଲଟିଥିବା ଆସିମ ରିଆଜ ପୁଣି ଚର୍ଚ୍ଚାରେ। କାରଣଟି ହେଲା ତାଙ୍କର ଅପ୍କମିଂ ପ୍ରୋଜେକ୍ଟ। ନୂଆ ଗୀତ ‘ତେରି ଗଲି’ରେ ଆସିମ୍ ଜଣେ ନୂଆ ନାୟିକାଙ୍କ ସହ ଆସିବେ ନଜର।…
ସିଦ୍ଧାର୍ଥଙ୍କ ପାଇଁ ରିୟା-ସୁଶାନ୍ତଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୋଲିସ। ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ନିକଟରେ ବାନ୍ଦ୍ରା ପୋଲିସ ତାଙ୍କୁ ୧୦ ଘଣ୍ଟା କାଳ ଜେରା କରିଥିଲା। ଏବେ ଯାହା ଶୁଣିବାକୁ ମିଳୁଛି,…
ଜୁଲାଇ ୨୪ରେ ରିଲିଜ୍ ହେବ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ କ୍ୟାରିୟରକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। କିନ୍ତୁ ତାଙ୍କ ଆତ୍ମହତ୍ୟା ଘଟଣା ଏ ସବୁଥିରେ ପୁର୍ଣ୍ଣଚ୍ଛେଦ ପକାଇଛି। ଏଥିସହ ଅଭିନେତାଙ୍କୁ ପ୍ରଶଂସକଙ୍କଠାରୁ ଦୂରେଇ ନେଇଛି। ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଦେଖିବାର ବୋଧହୁଏ…
ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ଏହି ଟିକ୍ଟିକ୍ ଷ୍ଟାର
ମୁମ୍ବାଇ: ଦିନକୁ ଦିନ ବଲିଉଡ୍ କଳାକାରଙ୍କ ଆତ୍ମହତ୍ୟା ତାଲିକା ଲମ୍ବି ଚାଲିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଜଣେ ୧୬ ବର୍ଷର ଟିକ୍ଟକ୍ ଷ୍ଟାର ସିୟା କକ୍କର ଆତ୍ମହତ୍ୟା କରିଛନ୍ତି। ସିୟାଙ୍କ ମ୍ୟାନେଜର ଅର୍ଜୁନ ସରିନ୍ଙ୍କ କହିବା ଅନୁସାରେ,…
ଏକମାତ୍ର ପୁଅ ସୁଶାନ୍ତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା
ବମ୍ବେ: ଇତିମଧ୍ୟରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦଶ ଦିନରୁ ଅଧିକ ସମୟ ବିତିଗଲାଣି। ହେଲେ ପରିବାରଠାରୁ ଆରମ୍ଭ କରି ବନ୍ଧୁ, ପ୍ରଶଂସକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଘୁରି…
କପୁର ପରିବାରରେ ଝିଅଙ୍କୁ ନ ଥିଲା ଫିଲ୍ମରେ ଅଭିନୟ ଅନୁମତି: କରିଶ୍ମା ଭାଙ୍ଗିଥିଲେ ପରମ୍ପରା
ମୁମ୍ବାଇ, ୨୫।୬: ବଲିଉଡ୍ ଅଭିନେତ୍ରୀ କରିଶ୍ମା କପୁର ଗୁରୁବାର ୪୬ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୭୪ ଜୁନ୍ ୨୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କପୁର ପରିବାରରେ ଝିଅଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ଅନୁମତି ନ ଥିଲା। ତେବେ ଏହି…
ସୁଶାନ୍ତଙ୍କ ପାଗଳ ପ୍ରଶଂସକ, ବାଣ୍ଟୁଛନ୍ତି ତାଙ୍କ ଫଟୋ ଥିବା ମାସ୍କ
ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ।…
ଅନୁଷ୍କାଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିରାଟ କୋହଲି
ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନେଟ୍ଫ୍ଲିକ୍ସରେ ଅନୁଷ୍କାଙ୍କ ଫିଲ୍ମ ‘ବୁଲ୍ବୁଲ୍’ ରିଲିଜ୍ ହୋଇଛି। କୋହଲି ଟୁଇଟ୍ ଯୋଗେ ଅନୁଷ୍କା ଏବଂ ଭାଇ କର୍ନେଶ ଶର୍ମାଙ୍କୁ ପ୍ରଶଂସା…
Archives


