ଜୁଲାଇ ୨୪ରେ ରିଲିଜ୍‌ ହେବ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ କ୍ୟାରିୟରକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। କିନ୍ତୁ ତାଙ୍କ ଆତ୍ମହତ୍ୟା ଘଟଣା ଏ ସବୁଥିରେ ପୁର୍ଣ୍ଣଚ୍ଛେଦ ପକାଇଛି। ଏଥିସହ ଅଭିନେତାଙ୍କୁ ପ୍ରଶଂସକଙ୍କଠାରୁ ଦୂରେଇ ନେଇଛି। ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଦେଖିବାର ବୋଧହୁଏ ସୁଶାନ୍ତଙ୍କ ଭାଗ୍ୟରେ ନ ଥିଲା। ଆସନ୍ତା ଜୁଲାଇ ୨୪ରେ ଡିଜ୍‌ନି ହଟ୍‌ ଷ୍ଟାର ପ୍ଲସ୍‌ରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି।
ଦିଲ୍‌ ବେଚାରା’ ଗତ ବର୍ଷ ନଭେମ୍ବରରେ ରିଲିଜ୍‌ ହେବାର ଥିଲା। ମାତ୍ର କୌଣସି କାରଣରୁ ତାହା ହୋଇ ପାରି ନ ଥିଲା। କିଛି ଦିନ ପୂର୍ବେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହା ପରେ ତାଙ୍କ ପ୍ରଶଂସକମାନେ ଫିଲ୍ମକୁ ଓଟିଟି ପରିବର୍ତ୍ତେ ସିନେମା ହଲ୍‌ରେ ରିଲିଜ୍‌ କରିବାକୁ ନିବେଦନ କରିଥିଲେ। ମାତ୍ର ଏବେ ଫିଲ୍ମଟି ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି। ଫକ୍ସ ଷ୍ଟାର ଷ୍ଟୁଡିଓ ବ୍ୟାନରରେ ଏହା ନିର୍ମାଣ ହୋଇଛି।


All Right Reserved By Dharitri.Com

ଡେବ୍ୟୁ ପରେ ହ୍ରିତିକ୍‌ଙ୍କ ପାଇଁ ଆସିଥିଲା ୩୦ହଜାର ବିବାହ ପ୍ରସ୍ତାବ

ବମ୍ବେ: ଆଜିକୁ ୨୦ ବର୍ଷ ତଳେ ଫିଲ୍ମ ‘କହୋନା ପ୍ୟାର୍‌ ହେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ। ଫିଲ୍ମଟି ସୁପରହିଟ୍‌ ହେବା...

ଭାଜପାରେ ଯୋଗଦେଲେ ଏହି ଅଭିନେତ୍ରୀ

ଚେନ୍ନାଇ,୧।୧୧: ରାଜନୀତିରେ ଧୀରେ ଧୀରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି। ପୁଣି ଜଣେ ଅଭିନେତ୍ରୀ ଭାଜପାରେ ଯୋଗଦେଇଛନ୍ତି। ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ...

ବାପାଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି ରିତେଶ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ବାପା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାଶରାଓ ଦେଶମୁଖଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭଲ ସ୍କ୍ରିପ୍ଟ ଅପେକ୍ଷାରେ...

ଏହି ସବୁ ଅଭିନେତ୍ରୀ ବଲିଉଡ୍‌ ଜଗତର ବାହାରେ ବାଛିଥିଲେ ଜୀବନସାଥୀ

ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତାଙ୍କ ବାସ୍ତବ ଜୀବନ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତେ ଆଗ୍ରହୀ। ସୁନ୍ଦର ଯୋଡିମାନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ। ମାତ୍ର ବାସ୍ତବରେ...

ବିନା ଅନୁମତିରେ ବିଜ୍ଞାପନରେ ଅଭିନେତ୍ରୀଙ୍କ ଫଟୋ ଦେଇ କ୍ଷମା ମାଗିଲା ଫ୍ୟାଶନ କମ୍ପାନୀ

ମୁମ୍ବାଇ: ‘ଶୁଭମଙ୍ଗଳ ଜ୍ୟାଦା ସାବ୍‌ଧାନ’ର ଅଭିନେତ୍ରୀ ମାନଭି ଗାଗାରୁଙ୍କୁ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ କ୍ଷମା ମାଗିଛି। ମାନ୍‌ଭିଙ୍କ ବିନା ଅନୁମତିରେ ଏକ କମ୍ପାନୀ ବିଜ୍ଞାପନ...

କରୋନାରେ ଅନିଲ ସୁରିଙ୍କ ମୃତ୍ୟୁ

ମୁମ୍ବାଇ, ୬ା୬: ବଲିଉଡ୍‌ର ଭେଟେରାନ୍‌ ପ୍ରଯୋଜକ ଅନିଲ ସୁରିଙ୍କ କରୋନାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଅଭିନେତା ରାଜ୍‌ କୁମାର, ଅଭିନେତ୍ରୀ ରେଖା...

ମଲାଇକା-ଅର୍ଜୁନଙ୍କ ପାଇଁ ସଲମାନଙ୍କ ସହ ଖରାପ ହେଲା ସମ୍ପର୍କ: ବୋନି!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁଙ୍କର ଅନ୍ୟମାନଙ୍କ ସହ ଥିବା ସମ୍ପର୍କ ବେଳେ ବେଳେ ଆସେ ଚର୍ଚ୍ଚାକୁ। ଏବେ ବୋନି କପୁରଙ୍କ ସହ ତାଙ୍କ ସମ୍ପର୍କକୁ...

ନୂଆ ଘରକୁ ସିପ୍ଟ କରିବେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଠିକଣା ବଦଳାଇବେ ବୋଲି ଶୁଣିବାକୁ ମିଳିଛି। ପିଲାଦିନୁ ସେ ତାଙ୍କ ପରିବାର ସହ ଗାଲାକ୍ସି ଆପାର୍ଟମେଣ୍ଟରେ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *