ଅନୁଷ୍କାଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିରାଟ କୋହଲି

ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନେଟ୍‌ଫ୍ଲିକ୍ସରେ ଅନୁଷ୍କାଙ୍କ ଫିଲ୍ମ ‘ବୁଲ୍‌ବୁଲ୍‌’ ରିଲିଜ୍‌ ହୋଇଛି। କୋହଲି ଟୁଇଟ୍‌ ଯୋଗେ ଅନୁଷ୍କା ଏବଂ ଭାଇ କର୍ନେଶ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି। ଭାଇ ଭଉଣୀ ନିଆଁ ଲଗେଇ ଦେଇଛନ୍ତି। ଏହି ଫିଲ୍ମ ଦେଖିବାକୁ ଆଦୌ ମିସ୍‌ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ନିଗଟରେ ଅନୁଷ୍କା ଓ୍ବେବ୍‌ ସିରିଜ୍‌ ‘ପାତାଳ ଲୋକ’ ବେଶ୍‌ ଲୋକପ୍ରିୟ ହୋଇଥିଲା। କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ୍‌ ସିରିଜ୍‌ ମନ୍ଦ ରହିଛି। ଫଳରେ ଏବେ ମୁମ୍ବାଇସ୍ଥିତ ବାସଭବନରେ ନିଜ ପରିବାର ସହ ସମୟ ବିତାଉଛନ୍ତି।


All Right Reserved By Dharitri.Com

ପ୍ରଥମ ଦିନରେ ହିଁ କମାଲ କଲା ‘ପତି ପତ୍ନୀ ଔର ଓ୍ବ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପ୍ରଥମ ଦିନରୁ ହିଁ କମାଲ କରିଛି।...

୧୨୪ ବର୍ଷ ପୂର୍ବେ ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା ଚୁମ୍ବନ ସିନ୍‌

ଆଜିକାଲି ଫିଲ୍ମରେ ଚୁମ୍ବନ ସିନ୍‌ ସାଧାରଣ କଥା ହୋଇଗଲାଣି। କିନ୍ତୁ ବହୁ ବର୍ଷ ପୂର୍ବେ ଚୁମ୍ବନ ସିନ୍‌ କରିବାକୁ ଅଭିନେତ୍ରୀ ମାନେ ଅସହଜ ମନେ କରୁଥିଲେ।...

ଫେରିଲେ ରାକେଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାକେଶ ରୋଶନ ପୁଣିଥରେ କାମ ଆରମ୍ଭ କରିଥିବା ଜଣାପଡିଛି। ଗତବର୍ଷ ସେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର...

ଡିସେମ୍ବରରେ ଆଲିୟା-ରଣବୀରଙ୍କ ବାହାଘର

ମୁମ୍ବାଇ: ବଲିଉଡ୍‌ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣ ରଣବୀର କପୁର ଆଉ ଆଲିୟା ଭଟ୍ଟଙ୍କ ଫ୍ୟାନ୍‌ ତେବେ ଆପଣଙ୍କୁ ଏହି ଲାଟେଷ୍ଟ...

କପୁର ପରିବାରରେ ଝିଅଙ୍କୁ ନ ଥିଲା ଫିଲ୍ମରେ ଅଭିନୟ ଅନୁମତି: କରିଶ୍ମା ଭାଙ୍ଗିଥିଲେ ପରମ୍ପରା

ମୁମ୍ବାଇ, ୨୫।୬: ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଗୁରୁବାର ୪୬ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୭୪ ଜୁନ୍‌ ୨୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କପୁର...

ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି...

ସୋନାକ୍ଷୀ କହିଲେ ‘କାମ ମୋ ନିକଟକୁ ଆସେ, ମୁଁ ଯାଏନି’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ‘ଦବଙ୍ଗ’ ସିରିଜ୍‌ ବ୍ୟତୀତ ଏତେ ହିଟ୍‌ ଫିଲ୍ମ ଆଉକିଛି ନାହଁି। କିନ୍ତୁ...

ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କଲେ ଗୋବିନ୍ଦା

ମୁମ୍ବାଇ: ୮୦ ଦଶକରୁ ବହୁମୁଖୀ ପ୍ରତିଭା ଯୋଗେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ସମୟ ସହିତ ତାଳ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *