ଆମୀରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାନ୍ତିନି ଅଭିଷେକ
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଏବେ ସେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜର ଅଭିନୟ କ୍ୟାରିୟରର ଷ୍ଟ୍ରଗଲ ଲାଇଫ୍ ବିଷୟରେ…
ସୁଶାନ୍ତଙ୍କ ନାମରେ ହେଉ ବିହାରରେ ନିର୍ମାଣ ହେଉଥିବା ଫିଲ୍ମସିଟି
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ତାଙ୍କର ନିଧନ ପ୍ରଶଂସକଙ୍କୁ ମର୍ମାହତ କରିଛି। ସବୁଦିନ ପାଇଁ ତାଙ୍କ ସ୍ମୃତିକୁ ମନେ ପକାଇବାକୁ ତାଙ୍କ ଟିମ୍ ଏକ ଓ୍ବେବ୍ସାଇଟ୍ କରିଛି। ଏପରିକି ତାଙ୍କ ଇନ୍ଷ୍ଟା ଆକାଉଣ୍ଟକୁ ମେମୋରଲାଟାଇଜ୍ଡ କରାଯାଇସାରିଛି। ଏବେ…
ନା କୋହଲୀ, ନା ଧୋନୀ: ଏହି କ୍ରିକେଟରଙ୍କୁ ପସନ୍ଦ କରନ୍ତି ସପ୍ନା ଚୌଧୁରୀ
ବମ୍ବେ: ନିଜର ନୃତ୍ୟକୁ ନେଇ କେବଳ ହରିୟାଣା ନୁହେଁ ବରଂ ଦେଶ ବାହାରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ସପନା ଚୌଧୁରୀ। ଦର୍ଶକଙ୍କୁ ମତୁଆଲା କରିବାର କଳା ତାଙ୍କୁ ବେଶ୍ ଭାବେ ଜଣା। ବ୍ୟକ୍ତିଗତ ଜୀବନରେ ସେ କ୍ରିକେଟ ଦେଖିବାକୁ ପସନ୍ଦ…
ଚୀନକୁ ଶିକ୍ଷା ଦେବାର ସମୟ ଆସିଛି: କଙ୍ଗନା
ବଲିଉଡରେ ପାତର ଅନ୍ତର ଅଭିଯୋଗ ଆଣି ସାରା ବଲିଉଡ ଜଗତକୁ ହଲେଇ ଦେଇଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ବର୍ତ୍ତମାନ ଚୀନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଲଦାଖରେ ଭାରତୀୟ ସେନା ଉପରେ ହୋଇଥିବା ଚୀନର ଆକ୍ରମଣକୁ ସେ ନିନ୍ଦା କରିଛନ୍ତି। ଏଥିସହିତ…
କରୀନାଙ୍କୁ ବିବାହ ଦିନ ଏପରି ପଦକ୍ଷେପ ନେଇଥିଲେ ସୈଫ୍
କରୋନା କାରଣରୁ ବଲିଉଡ୍ କଳାକାରମାନେ ଏବେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହିପରି ସୈଫ୍ ଅଲ୍ଲୀ ଖାନ୍ଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହେଉଛି।…
ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ଅଡୁଆରେ ୟଶରାଜ ଫିଲ୍ମସ୍
ବମ୍ବେ: ଦୀର୍ଘ ୬ ମାସ ଧରି ଡିପ୍ରେସନରେ ଥିଲେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଶେଷରେ ଆତ୍ମହତ୍ୟା କରିବାକୁ ସେ ବାଛିନେଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ହେବା ସ୍ପଷ୍ଟ କରାଯାଇସାରିଛି। ତଥାପି ପୋଲିସ ପକ୍ଷରୁ ଘଟଣାର ବିଭିନ୍ନ…
ସିନେ ଜଗତର ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ
ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ ଚାହାନ୍ତି। କେବଳ ଷ୍ଟାରଙ୍କ ଖାଦ୍ୟପେୟ ନୁହେଁ ବରଂ ସେମାନଙ୍କର ସମ୍ପର୍କ ସ୍ଥିତି ବିଷୟରେ ମଧ୍ୟ…
ବାପା ଋଷି କପୁରଙ୍କୁ ମନେପକାଇ ଝିଅ ରିଦ୍ଧିମା ଶେୟାର କଲେ ଫଟୋ
ଦୀର୍ଘ ଦିନ ଧରି କ୍ୟାନ୍ସର ସହ ସଂଗ୍ରାମ କରିବାପରେ ଚଳିତ ବର୍ଷ ଏପ୍ରିଲ ୩୦ରେ ବଲିଉଡ୍ ଭେଟେରାନ ଅଭିନେତା ଋଷି କପୁର ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ପ୍ରଶଂସକଙ୍କ ସହ ସିନେ ଜଗତକୁ ଏକ ବଡ଼ ଝଟ୍କା ଦେଇଥିଲା।…
ସ୍ତ୍ରୀ, ଝିଅମାନଙ୍କୁ ଦେବୀପରି ପୂଜା କରନ୍ତି ଏହି ଅଭିନେତା
ଭୋଜପୁରୀ, ଦକ୍ଷିଣ ଏବଂ ବଲିଉଡ୍ ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତା ହେଉଛନ୍ତି ରବି କିଶନ। ରବି ଅଭିନେତା ସାଙ୍ଗକୁ ଜଣେ ଭାଜପା ଏମ୍ପି ମଧ୍ୟ। ତେବେ ଆଜି ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତା’ର ଶ୍ରେୟ ନିଜ ପରିବାରକୁ ଦେଇଛନ୍ତି। ପରିବାରର…
ଯୁବ ପ୍ରତିଭାଙ୍କୁ ସମର୍ଥନ କରିବ ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଘଟଣା ତାଙ୍କ ପ୍ରଶଂସକଙ୍କ ସମେତ ପରିବାରକୁ ଖୁବ୍ ଆଘାତ ଦେଇଛି। ଏଥିପାଇଁ ପରିବାର ପୁଅ ନାମରେ ଏକ ଫାଉଣ୍ଡେଶନ ‘ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ…
କେବଳ ରଙ୍ଗ ସବୁକିଛି ନୁହେଁ, ଏହା ପ୍ରମାଣ କରି ଦେଖାଇଛନ୍ତି ଏସବୁ ଅଭିନେତ୍ରୀ
ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀ ଏହାର ବ୍ୟୁଟି କ୍ରିମ ‘ଫେୟାର ଆଣ୍ଡ୍ ଲଭ୍ଲି’ ରୁ ଫେୟାର ଶବ୍ଦକୁ ହଟାଇଦେଇଛି। ବର୍ଣ୍ଣବୈଷମ୍ୟବାଦ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି କମ୍ପାନୀ। ତେବେ କେବଳ ରଙ୍ଗ ସବୁକିଛି ତାହା ନୁହେଁ। ଗୋରା ରଙ୍ଗ ଥିଲେ ଜଣେ…
ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ମୋଦି କ୍ୟାବିନେଟ୍ର ଏହି ମନ୍ତ୍ରୀ
ବମ୍ବେ: ପ୍ରଯୋଜିକା ଏକତା କପୁର-ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ କଥା କାହାକୁ ବା ଅଛପା। ଜଣେ ମଡେଲ୍ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସ୍ମୃତି। ଏକତାଙ୍କ ଶୋ’ ‘କ୍ୟୁ କି ଶାଶ୍ ଭି କଭି ବହୁ ଥି’ରେ ସେ…
Archives


