ସୁଶାନ୍ତଙ୍କ ନାମ ଏବେ ବି ରହିଛି ଅଙ୍କିତାଙ୍କ ଘର ନେମ୍ପ୍ଲେଟ୍ରେ
ମୁମ୍ବାଇ, ୨୦।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ୬ ଦିନ ବିତିଛି। ସୁଶାନ୍ତ ଏବଂ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅଙ୍କିତା ସୁଶାନ୍ତ ଏବଂ...
ସୁଶାନ୍ତଙ୍କୁ କେବଳ ଅଙ୍କିତା ପାରିଥାନ୍ତେ ବଞ୍ଚାଇ
ମୁମ୍ବାଇ, ୨୦।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ବହୁ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ସୋସିଆଲ୍ ମିଡ଼ିଆରେ ଦେଉଥିବାର ଦେଖିବାକୁ ମିଳୁଛି। ସୁଶାନ୍ତଙ୍କୁ କେବଳ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ହିଁ ବଞ୍ଚାଇ...
ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ୯ ଘଣ୍ଟା ଜେରା କଲା ବାନ୍ଦ୍ରା ପୋଲିସ
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବହୁ ଚର୍ଚ୍ଚା ହେଉଛି। ଏ ଦିଗରେ ମୁମ୍ବାଇ ପୋଲିସ ତାର ତଦନ୍ତକୁ ଜୋରଦାର କରିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ପୋଲିସ ଦୀର୍ଘ ୯ ଘଣ୍ଟା ଧରି...
ଇନ୍ଷ୍ଟାଗ୍ରାମରେ ବଢ଼ିଚାଲିଛି ସୁଶାନ୍ତଙ୍କ ଫଲୋଅର୍ ସଂଖ୍ୟା: କରନ୍-ଆଲିଆଙ୍କ କମୁଛି
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ଖବର ଲକ୍ଷାଧିକ ପ୍ରଶଂସକଙ୍କ ପାଇଁ ବଡ଼ ଆଘାତ ପାଲଟିଛି। ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ ପ୍ରଶଂସକ ରହିଥିଲେ। ସେମାନେ ସୁଶାନ୍ତଙ୍କ ଗୋଟିଏ ପୋଷ୍ଟକୁ ଅନାଇ ବସୁଥିଲେ। ହେଲେ ଏବେ...
‘ମେମୋରାଲାଇଜ୍ଡ’ କରି ରଖାଗଲା ସୁଶାନ୍ତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଅଫେରା ରାଇଜର ପଥିକ ହୋଇସାରିଛନ୍ତି ସତ। ହେଲେ ତାଙ୍କ ସ୍ମୃତି ଆଜିବି ତାଙ୍କ ପ୍ରଶଂସକଙ୍କୁ ଅନ୍ୟମନସ୍କ କରୁଛି। ଅସମୟରେ ସୁଶାନ୍ତଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କ ମନରେ ଗଭୀର ଆଘାତ ଦେଇଛି।...
ସଲମାନଙ୍କ ଉପରେ ରାଗୁଛନ୍ତି ସୁଶାନ୍ତଙ୍କ ପ୍ରଶଂସକ: ବିଙ୍ଗ୍ ହ୍ୟୁମାନ ଷ୍ଟୋରରେ ପଶି କଲେ ଭଙ୍ଗାରୁଜା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସିନେଜଗତ, ରାଜନେତା ଏବଂ ଅନ୍ୟ କେତେକ ଲୋକଙ୍କ କହିବା ଅନୁଯାୟୀ, ବଲିଉଡ୍ରେ ସୁଶାନ୍ତଙ୍କୁ ଭେଦଭାବର ସାମ୍ନା କରିବାକୁ...
ଅନୁଷ୍କା ଶର୍ମା ପ୍ରଯୋଜିତ ‘ବୁଲ୍ବୁଲ’ର ଟ୍ରେଲର ରିଲିଜ୍: ଅପରାଧ, ସସ୍ପେନ୍ସ, ପ୍ରେମରେ ଭରପୂର
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଦ୍ୱିତୀୟ ଓ୍ବେବ୍ ସିରିଜ୍ ‘ବୁଲବୁଲ’ର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ଅଭିନେତ୍ରୀ ତୃପ୍ତି ଡିମରୀଙ୍କୁ ବଙ୍ଗାଳୀ ବୋହୂ ଚରିତ୍ରରେ ଦେଖିବାକୁ ମିଳୁଛି। ସୁପରନେଚୁରାଲ କାହାଣୀ ଉପରେ ଆଧାରିତ ଏହି ଓ୍ବେବ୍...
ସୁଶାନ୍ତଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁରା ବଲିଉଡ୍ଜଗତ ସ୍ତବ୍ଦ ହୋଇପଡ଼ିଛି। ସମସ୍ତେ ନିଜ ନିଜ ଶୈଳୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। କେହି ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଉଛନ୍ତି ତ ଆଉ କେହି ସୋସିଆଲ...
ମହେଶ ଭଟ୍ଟଙ୍କ ସହ ଫଟୋକୁ ନେଇ ଟ୍ରୋଲ ହେଉଛନ୍ତି ସୁଶାନ୍ତଙ୍କ କଥିତ ପ୍ରେମିକା ରିଆ
ବମ୍ବେ: ‘ଏମ୍ଏସ୍ ଧୋନୀ: ଦ ଅନ୍ଟୋଲ୍ଡ ଷ୍ଟୋରୀ’ ଫେମ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ହେଲେ ତାଙ୍କର ଆତ୍ମହତ୍ୟା ଅନେକ ପ୍ରଶ୍ନକୁ ଉଦ୍ଜୀବିତ କରିଛି। ବଲିଉଡ୍ର ନାମିଦାମୀ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ...
ସୁଶାନ୍ତଙ୍କ ଘରୁ ମିଳିଛି ପାଞ୍ଚଟି ଡାଏରୀ, ଲେଖିଥିଲେ ମନ କଥା
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କ ନିଧନକୁ ଗ୍ରହଣ କରିପାରୁ ନ ଥିବା ବେଳେ ପରିବାରଲୋକେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୋଲିସ ମଧ୍ୟ...
ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ: ନତାଶାଙ୍କୁ ଖୁସି କରିବାକୁ ଦେଲେ ଗୋଲାପ ଉପହାର
ବମ୍ବେ: ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା। ଏହାକୁ ନେଇ ତାଙ୍କ ଖୁସି କହିଲେ ନ ସରେ। ପ୍ରତିଦିନ ସେ ପ୍ରେମିକା ତଥା ପତ୍ନୀ ନତାଶା ସ୍ଟାନ୍କୋଭିକ୍ଙ୍କୁ ଭିନ୍ନ ଭିନ୍ନ ଉପାୟରେ ସର୍ପ୍ରାଇଜ୍ କରୁଛନ୍ତି। ଏଇ ଯେମିତି ନିକଟରେ ଶହ...
କଳାକାର ହିଁ ବୁଝିପାରେ ଅନ୍ୟ କଳାକାରର ମନ: ରାପ୍ କଣ୍ଠଶିଳ୍ପୀ ଡୁଲେଶ୍ୱରଙ୍କୁ ସହାୟତାର ହାତ ବଢାଇଲେ ହ୍ୟୁମାନ ସାଗର
ଭବାନୀପାଟଣା,୧୯।୬ (ଡି.ଏନ୍.ଏ.): କଳାହାଣ୍ଡି ଜିଲାର ଡୁଲେଶ୍ୱର ତାଣ୍ଡି ଜଣେ ବିପ୍ଲବୀ ରାପ୍ ସଙ୍ଗୀତକାର। ସେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ। ହେଲେ ତାଙ୍କ ପରିବାରର ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ସେ ଅସୁବିଧାରେ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ...
Archives


