ନିଜ କାହାଣୀର ନାୟିକା ସାଜିବେ ବିହାରର ଜ୍ୟୋତି
ବମ୍ବେ: ମହାମାରୀ କରୋନା ସମୟରେ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏହି ସମୟରେ ଅନେକ ଲୋକ ଚର୍ଚ୍ଚାକୁ ଆସିଥିଲେ। ସେଭଳି ଜଣେ ଥିଲେ ବିହାର ଦରଭଙ୍ଗାରେ ରହୁଥିବା ଜ୍ୟୋତି କୁମାରୀ। ବୟସ ତାଙ୍କର ମାତ୍ର ୧୫ ବର୍ଷ। ହେଲେ ବାପାଙ୍କୁ ସାଇକେଲରେ…
ପୁଣି ଟିଭିରେ ନଜର ଆସିବେ ସୁଶାନ୍ତ-ଅଙ୍କିତା ଯୋଡି
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ତାଙ୍କ ହଠାତ୍ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଏବଂ ତାଙ୍କ ପ୍ରଶଂସକ। ସେ କାହିଁକି ଏତେ ବଡ ଚରମ ନିଷ୍ପତ୍ତି ନେଇଥିଲେ ତାହା ଏବେ…
ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ସମନ ଜାରି କଲା ବାନ୍ଦ୍ରା ପୋଲିସ
ମୁମ୍ବାଇ,୨।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ପ୍ରଶଂସକ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ଆତ୍ମହତ୍ୟା ପଛରେ କ’ଣ ରହସ୍ୟ ରହିଛି ସେନେଇ ଜାଣିବାକୁ ସମସ୍ତେ…
ପିନ୍ଧିଥିବା ଡ୍ରେସ୍ଠାରୁ ମହଙ୍ଗା ଚପଲକୁ ହାତରେ ଧରି ଯାଉଥିବା ନଜର ଆସିଥିଲେ ଏହି ଅଭିନେତାଙ୍କ ସ୍ତ୍ରୀ
ବଲିଉଡ୍ ଅଭିନେତା ଶାହିଦ୍ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ନିଜ ଷ୍ଟାଇଲିସ୍ ଅନ୍ଦାଜ୍କୁ ନେଇ ବେଶ୍ ଚର୍ଚ୍ଚାରେ ଥାନ୍ତି। ନିଜ ଫ୍ୟାଶ୍ନକୁ ନେଇ ମଧ୍ୟ ଲୋକଙ୍କ ହୃଦୟ ଜିତିଛନ୍ତି ମୀରା। ବେଳେବେଳେ ନିଜ ଫ୍ୟାଶନକୁ ନେଇ ମଧ୍ୟ ସେ ଟ୍ରୋଲ ହୋଇଥାନ୍ତି।…
‘ବେଲ୍ ବଟମ୍’ରେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ
ବମ୍ବେ: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ସହ କାମ କରିବାକୁ କିଏ ବା ନ ଚାହାନ୍ତି। ଏବେ ଅଭିନେତ୍ରୀ ବାଣୀ କପୁରଙ୍କୁ ନାୟିକା ହେବାର ସୁଯୋଗ ମିଳିଛି। ସେ ଅକ୍ଷୟଙ୍କ ସହ ଫିଲ୍ମ ‘ବେଲ୍ ବଟମ୍’ରେ ନଜର ଆସିବେ। ନିଜେ ବାଣୀ…
ଏକଜୁଟ ହେଲେ ସୁଶାନ୍ତଙ୍କ ପ୍ରଶଂସକ: ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି
ବମ୍ବେ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ବିତିଲାଣି ପନ୍ଦର ଦିନରୁ ଅଧିକ ସମୟ। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ କରୁଛି ଯାଞ୍ଚ। ହେଲେ ସୁଶାନ୍ତଙ୍କ ପ୍ରଶଂସକ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ। ଏପରିକି ସେମାନେ ପୋଲିସ ଦ୍ୱାରା ଯାଞ୍ଚ…
ଲକ୍ଡାଉନ୍ରେ ଏତେ ବଦଳିଗଲେ ହନି ସିଂହ
ବମ୍ବେ: ମହାମାରୀ କରୋନାକୁ ନେଇ ଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଥିଲା। ଏବେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଲାଣି। ଅଭିନେତ୍ରୀ/ଅଭିନେତାମାନେ ପୁଣି ଥରେ ଶୁଟିଂ ସେଟ୍ରେ ନଜର ଆସିଲେଣି। ହେଲେ ବିଗତ କିଛି ମାସ ଧରି ସେମାନେ ଘରେ ରହିଥିଲେ।…
ପୁରୁଷ ଗେଟ୍ଅପ ନେବାକୁ ପଡ଼ିଥିଲା
ଷ୍ଟାର କିଡ୍ ଜାହ୍ନବୀ କପୁରଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ‘ଧଡକ’ ଫିଲ୍ମରୁ। ଏବେ ତାଙ୍କ ହାତରେ ବେଶ୍ କେତୋଟି ଅଫର ରହିଛି। ହେଲେ ନିକଟରେ ନିଜ ପିଲାଦିନର ମଧୁର ସ୍ମୃତିକୁ ରୋମନ୍ଥନ କରି ସେ ଏକ ମଜାଦାର ଘଟଣାର ଅବତାରଣା…
ଟିକ୍ଟକ୍ରେ ଏହି ଅଭିନେତ୍ରୀଙ୍କ ଥିଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ, ବନ୍ଦ ହେବା ପରେ କହିଲେ ଏମିତି
ମୁମ୍ବାଇ: ସୀମାରେ ଭାରତ-ଚାଇନା ସଂଘର୍ଷ ପରେ କ୍ରମାଗତ ଭାବେ ତିକ୍ତତା ବଢ଼ିଚାଲିଛି। ଏହି ସଂଘର୍ଷରେ ଭାରତର ୨୦ ସୈନିକ ଶହୀଦ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ଚାଇନାକୁ ଉଚିତ୍ ଶିକ୍ଷା ଦେବା ପାଇଁ ଭାରତ…
ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲ୍ରେ ନିଜକୁ ଖୋଜିଥିଲେ ସୁଶାନ୍ତ
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ଚାଲିଛି। ତେବେ ମୁମ୍ବାଇ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏକ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲରେ ନିଜକୁ ଖୋଜିଥିଲେ। ସୁଶାନ୍ତଙ୍କ…
ପୁଅଙ୍କ ସହ ସୋନୁଙ୍କ ଓ୍ବର୍କଆଉଟ୍
ବମ୍ବେ: କରୋନାକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ। ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟ ତଥା ଗ୍ରାମକୁ ଫେରିବା ପାଇଁ ସାହାଯ୍ୟର ହାତ ବଢ଼ାଇଥିଲେ ସେ।…
ଚାଇନା ଉପରେ ରାଗିଲେ ସୋନୁ
ମୁମ୍ବାଇ: ବଲିଉଡ୍ର ଅଗାଧାଡିର ଗାୟକ ସୋନୁ ନିଗମ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ସେ ଭାରତ-ଚାଇନା ସୀମା ବିବାଦକୁ ନେଇ ଚାଇନା ଉପରେ ଖୁବ୍ ବର୍ଷିଛନ୍ତି। ନିକଟରେ ସେ ଭାରତୀୟ ସେନାର ଜଣେ ବୀର ଯବାନଙ୍କ ଭିଡିଓ ଦେଖିବା ପରେ ଚାଇନା…
Archives


