ଲକ୍‌ଡାଉନ୍‌ରେ ଏତେ ବଦଳିଗଲେ ହନି ସିଂହ

ବମ୍ବେ: ମହାମାରୀ କରୋନାକୁ ନେଇ ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା। ଏବେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଲାଣି। ଅଭିନେତ୍ରୀ/ଅଭିନେତାମାନେ ପୁଣି ଥରେ ଶୁଟିଂ ସେଟ୍‌ରେ ନଜର ଆସିଲେଣି। ହେଲେ ବିଗତ କିଛି ମାସ ଧରି ସେମାନେ ଘରେ ରହିଥିଲେ। ଏହାକୁ ନେଇ କିଛି ଅଭିନେତା ଡିପ୍ରେସନକୁ ଚାଲି ଯାଇଥିଲେ। ହେଲେ ଏହି ସମୟର ସଠିକ୍‌ ଉପଯୋଗ କରିଛନ୍ତି ରାପର ହନି ସିଂହ।

ହନି ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏବେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଫିଟ୍‌ ନଜର ଆସୁଛନ୍ତି। ଲକ୍‌ଡାଉନ୍‌ ସମୟରେ କରାଯାଇଥିବା ପରିଶ୍ରମ। ମୋ ବଡି ଟ୍ରାନ୍ସଫର୍ମେଶନକୁ ଦେଖନ୍ତୁ ବୋଲି ସେ କହିଛନ୍ତି। ପ୍ରଶଂସକମାନେ ମଧ୍ୟ ଫଟୋକୁ ବେଶ ପସନ୍ଦ କରୁଛନ୍ତି।

ଦୀର୍ଘ ଦିନର ଅସୁସ୍ଥତା ଯୋଗୁ ହନିଙ୍କ ଚେହେରା ବଦଳିଯାଇଥିଲା। ଓଜନ ବଢ଼ିଯିବା ଯୋଗୁ ସେ ନିଜର ଫିଟ୍‌ନେସ୍‌ ଉପରେ କାମ କରିବା ଆରମ୍ଭ କରିଥିଲେ। ଏବେ ପୁଣି ଥରେ ହନି ନିଜର ପୁରୁଣା ଅବତାରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଖୀ ପୂର୍ବରୁ ସାରାଙ୍କୁ ଉପହାର ଦେଲେ ଅର୍ଜୁନ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରାଙ୍କ...

ଥାଲାଇଭାଙ୍କୁ ୭୦: ସିଲ୍କ ସ୍ମିତାଙ୍କ ଶରୀରରେ ସିଗାରେଟ ଚେଙ୍କ ଦେଇଥିବା ନେଇ ଥିଲେ ଚର୍ଚ୍ଚାରେ

ବେଙ୍ଗାଲୁରୁ,୧୨।୧୨: ସାଉଥ୍‌ ଫିଲ୍ମଷ୍ଟାର ରଜନୀକାନ୍ତ ଶନିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ...

ସୁଶାନ୍ତଙ୍କ ନାମରେ ନାମିତ ହେବ ଦକ୍ଷିଣ ଦିଲ୍ଲୀର ରୋଡ୍‌

ନୂଆଦିଲ୍ଲୀ,୨୨।୧: ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ରିୟୁ ଗଞ୍ଜର ଏକ ରୋଡ୍‌ର ନାମ ଦିବ୍ୟଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ରଖାଯିବ। ଏ ନେଇ ଦିଆଯାଇଥିବା...

ପ୍ରିନ୍‌ସେସ୍‌ ଲୁକ୍‌ରେ ନୀଳନୟନା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଇଟାଲୀର ରୋମ ସହରରେ। ତାଙ୍କ ସହିତ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ ଅଛନ୍ତି। ଦୁଇଦିନ...

ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା

ମୁମ୍ବାଇ: ବେଶ୍‌ କିଛି ବର୍ଷ ପରେ ପୁଣି ବଲିଉଡ୍‌କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ...

ବିଗ୍‌ ବି’ଙ୍କୁ ନେଇ ଏମିତି କହିଲେ ସଲମାନଙ୍କ ବାପା

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୫୦ ବର୍ଷ ଧରି ବି-ଟାଉନରେ କାମ କରିଆସୁଛନ୍ତି। ସେ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ନିଜ ଅଭିନୟ...

ହାଇଏଷ୍ଟ ଟାକ୍ସପେୟର ହୋଇଥିବାରୁ ଗର୍ବ କରନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ । ଏବେ ଆକ୍ଟର ତାଙ୍କ ଲାଟେଷ୍ଟ...

ସୁଶାନ୍ତଙ୍କ ଘରୁ ମିଳିଛି ପାଞ୍ଚଟି ଡାଏରୀ, ଲେଖିଥିଲେ ମନ କଥା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କ ନିଧନକୁ ଗ୍ରହଣ କରିପାରୁ...

Advertisement
Archives

Model This Week