ଲକ୍‌ଡାଉନ୍‌ରେ ଏତେ ବଦଳିଗଲେ ହନି ସିଂହ

ବମ୍ବେ: ମହାମାରୀ କରୋନାକୁ ନେଇ ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା। ଏବେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଲାଣି। ଅଭିନେତ୍ରୀ/ଅଭିନେତାମାନେ ପୁଣି ଥରେ ଶୁଟିଂ ସେଟ୍‌ରେ ନଜର ଆସିଲେଣି। ହେଲେ ବିଗତ କିଛି ମାସ ଧରି ସେମାନେ ଘରେ ରହିଥିଲେ। ଏହାକୁ ନେଇ କିଛି ଅଭିନେତା ଡିପ୍ରେସନକୁ ଚାଲି ଯାଇଥିଲେ। ହେଲେ ଏହି ସମୟର ସଠିକ୍‌ ଉପଯୋଗ କରିଛନ୍ତି ରାପର ହନି ସିଂହ।

ହନି ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏବେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଫିଟ୍‌ ନଜର ଆସୁଛନ୍ତି। ଲକ୍‌ଡାଉନ୍‌ ସମୟରେ କରାଯାଇଥିବା ପରିଶ୍ରମ। ମୋ ବଡି ଟ୍ରାନ୍ସଫର୍ମେଶନକୁ ଦେଖନ୍ତୁ ବୋଲି ସେ କହିଛନ୍ତି। ପ୍ରଶଂସକମାନେ ମଧ୍ୟ ଫଟୋକୁ ବେଶ ପସନ୍ଦ କରୁଛନ୍ତି।

ଦୀର୍ଘ ଦିନର ଅସୁସ୍ଥତା ଯୋଗୁ ହନିଙ୍କ ଚେହେରା ବଦଳିଯାଇଥିଲା। ଓଜନ ବଢ଼ିଯିବା ଯୋଗୁ ସେ ନିଜର ଫିଟ୍‌ନେସ୍‌ ଉପରେ କାମ କରିବା ଆରମ୍ଭ କରିଥିଲେ। ଏବେ ପୁଣି ଥରେ ହନି ନିଜର ପୁରୁଣା ଅବତାରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଠିବା ଆମେ

କରୋନା ମହାମାରୀରେ କବଳିତ ଆମ ଦେଶ। ଏହି ସମୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ଚାରି ମିନିଟ୍‌ ଅବଧିବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର।...

ପରିବା ଚାଷରେ ମନ ଦେଲେ ଜୁହି

ମୁମ୍ବାଇ: କରୋନା ଭୂତାଣୁ ଭୟରେ ଲୋକେ ବାହାରକୁ ବାହାରୁ ନାହାନ୍ତି। ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି। ସେଲିବ୍ରିଟିମାନେ ଏଥିରୁ ବାଦ୍‌ ଯାଇନାହାନ୍ତି। କେହି ରୋଷେଇ କରିବା,...

ଦୀପିକାଙ୍କୁ ପିଠିରେ ବସାଇ ପୁଶ୍‌ଅପ୍‌ ମାରିଲେ ଏହି ଅଭିନେତା

ଟିଭି ସିରିଏଲ ସସୁରାଲ୍‌ ସିମର୍‌ ଫେମ୍‌ ଅଭିନେତା ସୋଏବ ଇବ୍ରାହିମ ନିଜ ଫିଟ୍‌ନେସ୍‌କୁ ନେଇ ବେଶୀ ସତର୍କ ଥାନ୍ତି। ଏଥିପାଇଁ ନିଜ ଖାଦ୍ୟପେୟ ଏବଂ ଜିମ୍‌...

ଅନୁଷ୍କାଙ୍କ ‘ବୁଲବୁଲ’ର ପ୍ରଥମ ଲୁକ୍‌ ରିଲିଜ୍‌

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତିି ଅନୁଷ୍କା ଶର୍ମା। ସେସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଅନୁଷ୍କାଙ୍କ ପ୍ରଡକ୍ସନ...

ଲୁଚାଇଥିଲେ ଜୁହି

ଜୁହି ଚାଓ୍ବଲାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍‌ ସେ କୟାମତ ତକ୍‌’ରୁ। କେବଳ ସେତିକି ନୁହେଁ, ଏହି ଫିଲ୍ମରୁ ଆମୀର ଖଁ। ପ୍ରଥମ ଥର...

ବିବାହର ଗୋଟିଏ ଦିନ ପରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କଲେ ମୋନା

‘ଜସି ଜୈସି କୋଇ ନହିଁ’ ଟିଭି ସିରିୟଲର ଅଭିନେତ୍ରୀ ମୋନା ସିଂହ ଡିସେମ୍ବର ୨୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଗୋଟିଏ ଦିନ ପରେ...

ଚର୍ଚ୍ଚାରେ ମଜ୍‌ନୁ

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ଏବଂ ଜାଗୀ ମଙ୍ଗତ ପଣ୍ଡାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା ‘ମିଷ୍ଟର ମଜ୍‌ନୁ’। କମେଡି ଫ୍ଲେଭର ଥିବା...

ଦ ଲାୟନ କିଙ୍ଗ୍‌: ପୁଅ ଆର୍ଯ୍ୟନ୍‌ଙ୍କ ପାଇଁ ଶାହରୁଖ୍‌ଙ୍କୁ ୨ ଥର କରିବାକୁ ପଡ଼ିଲା ଡବିଂ

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍‌ ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *