ପିନ୍ଧିଥିବା ଡ୍ରେସ୍‌ଠାରୁ ମହଙ୍ଗା ଚପଲକୁ ହାତରେ ଧରି ଯାଉଥିବା ନଜର ଆସିଥିଲେ ଏହି ଅଭିନେତାଙ୍କ ସ୍ତ୍ରୀ

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ନିଜ ଷ୍ଟାଇଲିସ୍‌ ଅନ୍ଦାଜ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ଥାନ୍ତି।  ନିଜ ଫ୍ୟାଶ୍‌ନକୁ ନେଇ ମଧ୍ୟ ଲୋକଙ୍କ ହୃଦୟ ଜିତିଛନ୍ତି ମୀରା। ବେଳେବେଳେ ନିଜ ଫ୍ୟାଶନକୁ ନେଇ ମଧ୍ୟ ସେ ଟ୍ରୋଲ ହୋଇଥାନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଅନେକ ବଲିଉଡ୍‌ ଷ୍ଟାର୍ସଙ୍କୁ ଡକାଯାଇଥିଲା। ଏଥିରେ ସାମିଲ ଥିଲେ ଶାହିଦ୍‌ କପୁର। ସେ ସ୍ତ୍ରୀ ମୀରା ରାଜପୁତଙ୍କ ସହ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ସେ ଫ୍ଲୋରଲ୍‌ ଅନାରକଲି ପିନ୍ଧିଥିଲେ। ଯାହାର ମୂଲ୍ୟ ୬୦ ହଜାର ଥିଲା। ସେହିପରି ହାତରେ ଧରିଥିବା ବ୍ୟାଗ୍‌ର ମୂଲ୍ୟ ୨ ଲକ୍ଷ ଏବଂ ଗୋଡରେ ପିନ୍ଧିଥିବା ଚପଲର ମୂଲ୍ୟ ୬୬ ହଜାର ଥିଲା। ସମାରୋହ ଶେଷରେ ମୀରାଙ୍କୁ ଖାଲି ପାଦରେ ଦେଖିବାକୁ ମିଳିଥିଲା। ସେ ଚପଲକୁ ନିଜ ହାତରେ ଧରି ଯାଉଥିଲେ। ସୋସିଆଲ ମିଡିଆରେ ମୀରାଙ୍କ ଏହି ଫଟୋ ଖୁବ୍‌ ଭାଇରାଲ ହୋଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଏବେ ଫଟୋ ଉଠାଇବାକୁ ମନାକଲେଣି ତୈମୁର

ସୈଫ୍‌ଅଲ୍ଲୀ ଖାନ୍‌ ଏବଂ କରୀନା କପୁରଙ୍କ ପୁଅ ତୈମୁରଙ୍କୁ ଦେଖିଲେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ନେବାକୁ ଭିଡ଼ ଜମାଇଥାନ୍ତି। ସ୍କୁଲ ହେଉ କି ଏୟାରପୋର୍ଟ ଯେଉଁଠି...

ପ୍ରଥମରୁ ‘ବେଷ୍ଟ ଫିମେଲ ଡେବ୍ୟୁ’ ଆଓ୍ବାର୍ଡ ହାତେଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଜଗତରେ ଏମିତି କେତେଜଣ ହାତ ଗଣତି କଳାକାର ଦେଖିବାକୁ ମିଳନ୍ତି ଯେଉଁମାନେ ନିଜ ଲୁକ୍ସ ଅପେକ୍ଷା ନିଜ କ୍ୟାରିୟର ଉପରେ ଅଧିକ ଧ୍ୟାନ...

ସୁଶାନ୍ତଙ୍କ ପରିବାର କଲେ ପ୍ରେୟାର ମିଟ୍‌ର ଆୟୋଜନ : ଭାଇରାଲ ହେଉଛି ଫଟୋ

ପାଟନା,୨୨।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁର ଗତ ୧୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତଙ୍କ ଆତ୍ମହତ୍ୟା...

ନେହା କକ୍କରଙ୍କ ବିବାହ ଖବର ଶୁଣି ଏମିତି ପ୍ରତିକ୍ରିୟା ଦେଲେ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ବିବାହ କରିବେ। କୁହାଯାଉଛି, ନେହା ରୋହନପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଶୁଣି ନେହାଙ୍କ ପୂର୍ବତନ...

ଶାହରୁଖ୍‌ଙ୍କ ସିକ୍ରେଟ୍‌ ଖୋଲିଲେ ଗୌରୀ

ବଲିଉଡ୍‌ର ବାଦ୍‌ଶାହ ଶାହରୁଖ ଖାଁ ଏବଂ ସ୍ତ୍ରୀ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ଷ୍ଟାଇଲିସ୍‌ କପଲ୍‌ ଭାବେ ଜଣାଶୁଣା। କୌଣସି ପାର୍ଟିରେ ହେଉ କି ଇଭେଣ୍ଟ...

ଆସନ୍ତା ବର୍ଷ ବିବାହ କରିବେ ନେହା

ବମ୍ବେ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ବିଗ୍‌ ବସ୍‌-୧୨ର ପ୍ରତିଯୋଗୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିହଙ୍କୁ ସେ ବିବାହ...

ଫିଲ୍ମ ‘ରାଧେ’ରେ ୩ ଖଳନାୟକଙ୍କୁ ସାମ୍ନା କରିବେ ସଲମାନ

ମୁମ୍ବାଇ: କରୋନା ଭାଇରସକୁ ସାମ୍ନା କରୁଥିବା ସାରା ବିଶ୍ୱ ଏବେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଚାହୁଁଛି। ଏହି ସମୟରେ ବଲିଉଡ୍‌ ମଧ୍ୟ ତା’ର...

ବିକିନିକୁ ନା

କ୍ରିତି ସାନନ୍‌ ମାଇଣ୍ଡ ମେକ୍‌ଅପ କରିଛନ୍ତି, ବିକିନି ପିନ୍ଧି ସେ କେବେ ଶଟ୍‌ ଦେବେ ନାହିଁ। ତେଣିକି ଯେତେ ଅଫର ହାତରୁ ଖସିଗଲେ କିଛି ପର୍‌ବାୟ...

Coronavirus Update

Archives

Model This Week

Why Dharitri