ପୁରୁଷ ଗେଟ୍‌ଅପ ନେବାକୁ ପଡ଼ିଥିଲା

ଷ୍ଟାର କିଡ୍‌ ଜାହ୍ନବୀ କପୁରଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ଧଡକ’ ଫିଲ୍ମରୁ। ଏବେ ତାଙ୍କ ହାତରେ ବେଶ୍‌ କେତୋଟି ଅଫର ରହିଛି। ହେଲେ ନିକଟରେ ନିଜ ପିଲାଦିନର ମଧୁର ସ୍ମୃତିକୁ ରୋମନ୍ଥନ କରି ସେ ଏକ ମଜାଦାର ଘଟଣାର ଅବତାରଣା କରିଥିଲେ। ଏ ସମ୍ପର୍କରେ ଜାହ୍ନବୀ କହନ୍ତି, ‘ଥରେ ମୋର ଜଣେ ବାନ୍ଧବୀଙ୍କୁ ଗୋଟିଏ ଘଟଣାରେ ସାହାଯ୍ୟ କରିବାର ଥାଏ। ପୁଣି ସେଥିପାଇଁ ଜଣେ ପୁଅ ପିଲାର ଆବଶ୍ୟକ ପଡିଲା। କ’ଣ କରାଯିବ ?
ଶେଷକୁ ମୁଁ କହିଲି, ତୁ ବ୍ୟସ୍ତ ହୁଅନା, ମୁଁ ଅଛି। ମୁଁ ପୁରୁଷ ଗେଟ୍‌ଅପ ନେଉଛି। ଏପରି ଗେଟଅପ ନେବା ପରେ ମୋତେ କେହି ଚିହ୍ନି ପାରିବେ ନାହିଁ। ସତକୁ ସତ ମୁଁ ପୁରୁଷ ଗେଟ୍‌ଅପରେ ଗଲା ପରେ କାମଟି ହୋଇଯାଇଥିଲା।’


Enter your email to get our daily news in your inbox.

All Right Reserved By Dharitri.Com

ନେତାଙ୍କ ପୁଅ ବାହାଘରରେ ଧୂମ୍‌ ନାଚିଲେ ଅଭିନେତା

ମୁମ୍ବାଇ: ଏନ୍‌ସିପି ନେତା ତଥା ରାଜ୍ୟସଭା ଏମ୍‌ପି ପ୍ରଫୁଲ୍ଲ ପଟେଲଙ୍କ ପୁଅ ଜୟପୁରରେ ବିବାହ କରୁଛନ୍ତି। ଏହି ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ‘ଜୁମ୍ମେ କି...

ପୁଅର ବାପାଙ୍କ ନାଁ ଖୁଲାସା କଲେ ନୁଶରତ

ଟିଏମସି ଏମ୍‌ପି ତଥା ବଙ୍ଗାଳୀ ଅଭିନେତ୍ରୀ ନୁଶରତ ଜାହାଁ ପ୍ରଥମ ଥର ପାଇଁ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ବୀକାର...

ଇଣ୍ଟିମେଟ ସିନ୍ ଆସିଲେ ଲାଜେଇ ଯାଆନ୍ତି ଜ୍ୟାକି

ମୁମ୍ବାଇ: ବଲିଉଡ୍ ଷ୍ଟାର ଜ୍ୟାକି ଶ୍ରଫ ତାଙ୍କ ଅଗାମୀ ଫିଲ୍ମ ‘ଦ ଇଣ୍ଟରଭ୍ୟୁ: ନାଇଟ୍ ଅଫ୍ ୨୬/୧୧’ କୁ ନେଇ କଥା ହୋଇଛନ୍ତି । ସେ...

ଅକ୍ଷୟଙ୍କ ପାରିଶ୍ରମିକ ୧୨୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପାରିଶ୍ରମିକ ମୂଲ୍ୟ ଏବେ ବୃଦ୍ଧି ପାଇଛି। ସେ ତାଙ୍‌କ ଅପ୍‌ କମିଂ ଫିଲ୍ମ ପାଇଁ ୧୨୦ କୋଟି...

ସୋସିଆଲ ମିଡିଆକୁ ବାଏ କହିଲେ ଅଭିନେତ୍ରୀ !

ବମ୍ବେ: ସୋସିଆଲ ମିଡିଆକୁ ବାଏ କହିଛନ୍ତି ଚୁଲବୁଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଲଗାତାର ଭାବେ ନିଜ ଫ୍ୟାଶନ ସେନ୍ସ, ଅଭିନୟ, ଫିଟନେସ ଏବଂ ନୃତ୍ୟକୁ ନେଇ...

ନୂଆ ଓଡ଼ିିଆ ସିନେମା ‘ଚିରକୁଟ୍‌’: ଲିଡ୍‌ ରୋଲ୍‌ରେ ଅରୋଜିତ ଏବଂ ଅନନ୍ୟା; ନିର୍ଦ୍ଦେଶନା ଦେବେ ପପୁ ପମପମ

ପ୍ରେମ ଏପରି ଏକ ନିଶା ଯାହା ଥରେ ଘାରିଲେ ସହଜରେ ଛାଡ଼ି ନ ଥାଏ। ଆଉ ସେଥିରୁ ଜଣେ ବସ୍ତି ପିଲା ବାଦ୍‌ ପଡ଼ିବ କିପରି...

ପାର୍କରେ କଇଁଛ ସହ ରେସ୍‌ କଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଅଦା ଶର୍ମା। ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ନିୟମିତ ବ୍ୟବଧାନରେ ସେ ପ୍ରଶଂସକଙ୍କ ସହ ନିଜର...

ଆଉ ଥରେ ଜନ୍ମ ନେଲେ ଜଣେ ଦରଦୀ ଚିକିତ୍ସକ ହେବି

ଡାକ୍ତର ଦୀନବନ୍ଧୁ ସାହୁଙ୍କ ଜନ୍ମ ଅନୁଗୋଳ ଜିଲା ଛେଣ୍ଡିପଦାରେ। ସେ ଏକଧାରରେ ଜଣେ ଚିତ୍ରଶିଳ୍ପୀ,କବି,ଅଭିନେତା ଓ ବେହେଲା ବାଦକ। ପ୍ରାଚୀନ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା...

Advertisement
Archives

Model This Week