ମୁମ୍ବାଇ ଯିବ ସିବିଆଇର ଏସ୍ଆଇଟି ଟିମ୍
ମୁମ୍ବାଇ,୨୦।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ବୁଧବାର ସୁପ୍ରିମକୋର୍ଟ ଏନେଇ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଗୁରୁବାର ମୁମ୍ବାଇ ପୋଲିସଠାରୁ ସିବିଆଇ ତଦନ୍ତଭାର ଗ୍ରହଣ କରିବ। ଏଥିପାଇଁ ସିବିଆଇର ଏସ୍ଆଇଟି ଟିମ୍ ମୁମ୍ବାଇ…
‘ଅସହାୟ ଲୋକଙ୍କୁ ସାହାଯ୍ୟ କରିବି’
ମୁମ୍ବାଇ: ଅଭିନେତ୍ରୀ ନିଧି ଅଗ୍ରଓ୍ବାଲ ଟଲିଉଡ୍ ଇଣ୍ଡଷ୍ଟ୍ରୀରେ ବେଶ୍ ପରିଚିତ। ଦେଖିବାକୁ ଯେମିତି ସୁନ୍ଦରୀ, ଅଭିନୟ ମଧ୍ୟ ସେତିକି ଭଲ। ସମଗ୍ର ଦେଶରେ କରୋନା ପାଇଁ ତାଲା ବନ୍ଦ ହୋଇ ରହିଥିବାବେଳେ ନିଧି ତାଙ୍କ ଫିଗର୍ ଏବଂ କ୍ୟାରିୟର ପ୍ରତି ବେଶ୍…
ସ୍ବଦେଶ ଫେରିିଲା ପଣ୍ଡିତ ଯଶରାଜଙ୍କ ପାର୍ଥିବ ଶରୀର
ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର ନ୍ୟୁ ଜର୍ସିରେ ସେ ଅନ୍ତିମ ନିଶ୍ୱାସ ନେଇଥିଲେ। ତାଙ୍କ ମୃତ୍ୟୁ ଖବରରେ ସଙ୍ଗୀତ ଜଗତରେ…
ସୁପ୍ରମିକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ପରିବାର
ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବୁଧବାର ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତିକୁ ସାରା ଦେଶ ସ୍ବାଗତ ଜଣାଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ…
ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ପାଣ୍ଠି ଖୋଲିଲେ ଏକତା କପୁର: ଲୋକେ କହିଲେ ଏପରି…
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁକୁ ପରିବାର ତଥା ପ୍ରଶଂସକମାନେ ଗ୍ରହଣ କରିପାରୁ ନାହାନ୍ତି। ସୁପ୍ରିମକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି। ତେବେ ଏହା…
ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସିବିଆଇ କରିବ ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ
ନୂଆଦିଲ୍ଲୀ, ୧୯।୮: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେବ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୋଲିସକୁ ସହଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ଦିନରୁ…
ଆଦିତ୍ୟଙ୍କ ସହ ସାକ୍ଷାତକୁ ରିଆଙ୍କ ଖଣ୍ଡନ
ମୁମ୍ବାଇ, ୧୯ା୮ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଖୋଳତାଡ ଚାଲିଥିବାବେଳେ ଶିବସେନା ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକ୍ରେଙ୍କ ସହ କେବେ ବି ସାକ୍ଷାତ ଆଲୋଚନା ହୋଇନାହିଁ ବୋଲି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ…
ସଲମାନଙ୍କ ଜୀବନ ପ୍ରତି ବିପଦ ! ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଥିବା ବେଳେ..
ବମ୍ବେ: ଦବଙ୍ଗ ଖାନ୍ ସଲମାନଙ୍କ ଜୀବନକୁ ବିପଦ ଥିବା ପୋଲିସ ସନ୍ଦେହ କରୁଛି। କାରଣ ଉତ୍ତରାଖଣ୍ଡରୁ ସଲମାନଙ୍କୁ ହତ୍ୟା କରିବା ପାଇଁ ରେକି କରୁଥିବା ଜଣେ ଅଭିଯୁକ୍ତ ଏବେ ପୋଲିସ କବ୍ଜାରେ। ସେ ପୂର୍ବରୁ ଏକାଧିକ ଅପରାଧ ଘଟାଇ ସାରିଛନ୍ତି। ଏପରିକି…
ଓକିଲଙ୍କ ବଡ଼ ବୟାନ: ଏଥିପାଇଁ ଜୁନ୍ ୮ରେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ରିୟା
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ନାମରେ ରୁଜୁ ହୋଇଛି ମାମଲା। ସୁଶାନ୍ତଙ୍କ ବାପା କେ.କେ. ସିଂ ପାଟଣା ଥାନାରେ ଅଭିଯୋଗ କରିବା ପରେ ଦିନକୁ ଦିନ ଏହି ଘଟଣା ନୂଆ ମୋଡ଼ ନେଉଛି।…
ଇନ୍ଷ୍ଟାଗ୍ରାମରେ ଦୁହେଁ ଦୁହିଁଙ୍କୁ କଲେ ଅନ୍ଫଲୋ ସାରା-କାର୍ତ୍ତିକ
ମୁମ୍ବାଇ: ବଲିଉଡ୍ ନବାଗତା ସାରା ଅଲୀ ଖାଁ ଓ ଅଭିନେତା କାର୍ତ୍ତିକ ଆର୍ୟନ ଗତ ବର୍ଷ ଫିଲ୍ମ ‘ଲଭ ଆଜ କଲ’ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ସେହିଦିନଠାରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ…
ବାହାଘର ପାଇଁ ଆସିଥିଲା ୩୦ ହଜାର ପ୍ରସ୍ତାବ !
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ହ୍ରିତିକ ରୋଶନ ନିଜର ବଳିଷ୍ଠ ଚେହେରା ପାଇଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ସୁନ୍ଦର ପୁରୁଷଙ୍କ ତାଲିକାରେ ଆସିଥାଆନ୍ତି। ସେ ନିଜର ଅଭିନୟ ତଥା ଡ୍ୟାନ୍ସ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି…
ଆସାମ ବନ୍ୟା ପୀଡ଼ିତଙ୍କୁ ୧ କୋଟି ଟଙ୍କା ଦାନ କଲେ ଅକ୍ଷୟ
ଦିସପୁର,୧୮।୮: ବଲିଉଡ୍ ନାୟକ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ଖିଲାଡି ବୟ ଏବେ ୧ କୋଟି ଟଙ୍କା ଦାନ କରିଛନ୍ତି। ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଟୁଇଟ୍ କରି ଏଥିପାଇଁ ଅକ୍ଷୟଙ୍କୁ…

