ମନୋରଞ୍ଜନ

ଆକ୍ଟର ହେବା ପାଇଁ ୪ ଶହ ଟଙ୍କା ଲାଞ୍ଚ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଜି ଭଗବାନ ଭଳି ପୂଜା କରୁଛନ୍ତି ଲୋକେ

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ହେଉଛନ୍ତି ସୋନୁ ସୁଦ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇବା ଠାରୁ ଆରମ୍ଭକରି ସେମାନଙ୍କୁ ଚାକିରି ଯୋଗାଇବା…

କରନ ଜୋହର ସମାପ୍ତ କରିଛନ୍ତି ସୁଶାନ୍ତଙ୍କ କ୍ୟାରିୟର: କଙ୍ଗନା

ମୁମ୍ବାଇ, ୧୮।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ନିର୍ମାତା କରୋନା ଜୋହରଙ୍କୁ ଟାର୍ଗେଟ୍‌ କହିଛନ୍ତି। ସୁଶାନ୍ତଙ୍କ କ୍ୟାରିୟରକୁ କରନ ଶେଷ କରିଥିବା…

୩ କୋଟିର ଅଫରକୁ ପ୍ରତ୍ୟାଖ୍ୟାନ କଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌’ର ଆଗାମୀ ସିଜିନ୍‌ ଅର୍ଥାତ୍‌ ‘ବିଗ୍‌ ବସ୍‌-୧୪’କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଛି। ଏଥର ଶୋ’ରେ କେଉଁମାନେ ଅଂଶଗ୍ରହଣ କରିବେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ…

ଶାଶୁଙ୍କୁ ସେକ୍ସି ଡାକନ୍ତି ଏହି ବଲିଉଡ୍‌ ଅଭିନେତା

ବଲିଉଡ୍‌ର ବାଦଶାହ ଶାହରୁଖ ଖାନ୍‌ ଏବଂ ଗୌରୀ ଖାନ୍‌ଙ୍କୁ ଚିରସବୁଜ ଯୋଡି ବୋଲି କୁହାଯାଏ। ଶାହରୁନିଜ କ୍ୟାରିଅର ଆରମ୍ଭରୁ ଶାହରୁଖ ଗୌରୀଙ୍କୁ ଭଲ ପାଇବସିଥିଲେ। ୧୯୮୪ ମସିହାରେ ଶାହରୁଖ ପ୍ରଥମଥର ପାଇଁ ଗୌରୀଙ୍କୁ ଦେଖିଥିଲେ ଓ ପ୍ରଥମ ଦେଖାରୁ ହିଁ ତାଙ୍କୁ…

ପରଲୋକରେ ଦୃଶ୍ୟମ ନିର୍ଦ୍ଦେଶକ

ମୁମ୍ବାଇ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ସାଜିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ…

ନିଲାମ ହେବାକୁ ଯାଉଛି ବିଦ୍ୟାଙ୍କ ଶାଢ଼ି: ଜାଣନ୍ତୁ କିପରି କରିବେ ଆବେଦନ

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ମିଳିଥିବା ସୂଚନା ଅନୁସାରେ ତାଙ୍କର ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି ଏବେ ବିକ୍ରି ହେବାକୁ ଯାଉଛି। ଏହି ଶାଢ଼ିର ନିଲାମୀର ଅନ୍‌୍‌ଲାଇନ୍‌ ପ୍ରକ୍ରିୟା…

ନିଜ ଝିଅକୁ ଭୟ କରନ୍ତି ଏହି ଲୋକପ୍ରିୟ ଅଭିନେତା, ଜାଣନ୍ତୁ କାହିଁକିି

ବଲିଉଡ ଅଭିନେତା ଚଙ୍କି ପାଣ୍ଡେ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ତାଙ୍କ ପରି ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ଇଣ୍ଡଷ୍ଟ୍ରିରେ ଧୀରେ ଧୀରେ ନାଁ କମାଇବାକୁ ଲାଗିଲେଣି। ଏହି ପିତା ଏବଂ ଝିଅ ଯୋଡି ଫିଲ୍ମରେ ଏକାଠି କେବେ ନଜର…

ସଲମାନଙ୍କ ଫିଲ୍ମ ରିଲିଜ୍‌କୁ ନେଇ ମତ ରଖିଲେ ନସିରୁଦ୍ଦିନ

ମୁମ୍ବାଇ: କରୋନା ମହାମାରୀ ପାଇଁ ବଳିଉଡ୍‌ ବହୁ ପରିମାଣରେ କ୍ଷତି ସହିଲାଣି। ଦୀର୍ଘ ୫ ମାସ ହେବ ଦେଶର କୌଣସି ସିନେମା ହଲରେ ଫିଲ୍ମ ରିଲିଜ ହେଉନାହିଁ। ଏହାସହ ନିକଟରେ ମଧ୍ୟ ସିନେମା ହଲ୍‌ ଖୋଲିବାର କୌଣସି ନଜର ଆସୁନାହିଁ। ଏବେ…

ତୁର୍କିର ଫାଷ୍ଟ ଲେଡିଙ୍କୁ ଭେଟିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ବେଶ୍‌ କିଛିଦିନ ବିରତି ପରେ ଏବେ ଶୁଟିଂ ସେଟ୍‌ରେ ନଜର ଆସିଛନ୍ତି। କରୋନା ଭାଇରସ ଯୋଗୁ ବଲିଉଡ୍‌ରେ ଶୁଟିଂ ବନ୍ଦ ଥିବା ବେଳେ ଏବେ ଆମରି ତାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର…

ଏହି ଲୋକପ୍ରିୟ ଅଭିନେତାଙ୍କ ସମେତ ୨୩ ଗିରଫ

ବଲିଉଡ୍‌ ଫିଲ୍ମ ‘ଦିଲ୍‌ ପରଦେଶୀ ହୋ ଗୟା’ ଏବଂ ‘ଇସ୍କ ଭିସ୍କ’ରେ ଅଭିନୟ କରିଥିବା ଅଭିନେତା କପିଲ ଜାଭେରୀଙ୍କୁ ପୋଲିସ ଗିରଫ କରିଛି। ଗୋଆର ଭାଗେଟର ଗାଁରୁ କପିଲଙ୍କ ସମେତ ୩ ବିଦେଶୀ ମହିଳାଙ୍କୁୁ ମିଶାଇ ସମୁଦାୟ ୨୩ ଜଣଙ୍କୁ ଗିରଫ…

ଦୃଶ୍ୟମର ନିର୍ଦ୍ଦେଶକଙ୍କ ନିଧନ ମିଥ୍ୟା: ମିଲାପ ଜାଭେରି

ହାଇଦ୍ରାବାଦ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ରୂପେ ପରିଲକ୍ଷିତ ହେବାରେ ଲାଗିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍‌ ଅଭିନେତା…

ସଚିନ ପାରିଶ୍ରମିକ ରୂପେ ନେଇଥିଲେ ଫ୍ରିଜ୍‌: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସଚିନ ପିଲଗାଓଙ୍କର ଅଗଷ୍ଟ ୧୭ ହେଉଛି ଜନ୍ମଦିନ। ତାଙ୍କ ସ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ସୁପ୍ରିୟା ପିଲଗାଓଙ୍କର ମଧ୍ୟ ସମାନ ଦିନରେ ଜନ୍ମଦିନ ପଡେ। ତେଣୁ ଏହି ସ୍ବାମୀ-ସ୍ତ୍ରୀ ପ୍ରତିବର୍ଷ ଗୋଟିଏ ଦିନରେ ଜନ୍ମଦିନ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?