ସଲମାନଙ୍କ ଜୀବନ ପ୍ରତି ବିପଦ ! ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଥିବା ବେଳେ..

ବମ୍ବେ: ଦବଙ୍ଗ ଖାନ୍‌ ସଲମାନଙ୍କ ଜୀବନକୁ ବିପଦ ଥିବା ପୋଲିସ ସନ୍ଦେହ କରୁଛି। କାରଣ ଉତ୍ତରାଖଣ୍ଡରୁ ସଲମାନଙ୍କୁ ହତ୍ୟା କରିବା ପାଇଁ ରେକି କରୁଥିବା ଜଣେ ଅଭିଯୁକ୍ତ ଏବେ ପୋଲିସ କବ୍ଜାରେ। ସେ ପୂର୍ବରୁ ଏକାଧିକ ଅପରାଧ ଘଟାଇ ସାରିଛନ୍ତି। ଏପରିକି ଗ୍ୟାଙ୍ଗଷ୍ଟର ଲୋରେନ୍ସ ବିଶ୍ରୋଇଙ୍କ ପାଇଁ ସେ କାମ କରନ୍ତି ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ହେଲେ ରାହୁଲ। ସେ ଜଣେ ଶାର୍ପ ସୁଟର। ଏବେ ଲୋରେନ୍ସ ଜୋଧପୁର ଜେଲରେ ଅଛନ୍ତି। ହେଲେ ରାହୁଲ ଜାନୁୟାରୀରେ ସଲମାନଙ୍କ ରେକି କରିଥିଲେ। ଦୁଇ ଦିନ ସେଠାରେ ରହି ତାଙ୍କ ଯିବା ଆସିବା ଉପରେ ନଜର ରଖିଥିଲେ। ହେଲେ ଏବେ ପୋଲିସ ତାଙ୍କୁ ଉଠାଇ ନେଇଛି।

କୁଖ୍ୟାତ ଲୋରେନ୍ସ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ। ଯୋଧପୁରରେ ୨୦୧୮ରେ ହୋଇଥିବା କଳା ହରିଣ ଶିକାର ମାମଲାରେ ସଲମାନ ଦୋଷମୁକ୍ତ ହେବାକୁ ନେଇ ସେ ରାଗି ଯାଇଥିଲେ। ସେ ନିଜେ ସଲମାନଙ୍କୁ ମାରିବାକୁ ଧମକ ଦେଇଥିଲେ। ଏଥିପାଇଁ ସେ ରେସ୍‌-୩ ଶୁଟିଂସେଟ୍‌କୁ ଯାଇ ଭଙ୍ଗାରୁଜା ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହିଁ ମୋର ଆଦର୍ଶ

ହୋଟେଲ, ଢାବା, ଗ୍ୟାରେଜରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରନ୍ତି ବୋଲି ତାଙ୍କୁ କିଏ କହେ ‘ଛୁଆଧରା ଅଫିସର’। ବାଲ୍ୟ ବିବାହକୁ ବନ୍ଦ କରି ନାବାଳିକାଙ୍କୁ ଉଦ୍ଧାର...

କେବିସିରେ ଜିତିଥିଲେ ୫ କୋଟି, ଏବେ ଗୋଟିଏ ବର୍ଷରେ ୭୦ ହଜାର ଗଛ ଲଗାଇ ଚର୍ଚ୍ଚାରେ ସୁଶୀଲ

ବମ୍ବେ: ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ମୁଖ୍ୟ ସମସ୍ୟାରେ ପରିଗଣିତ ହେଲାଣି। ଏହାକୁ ରୋକିବା ନିମନ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ। ତେବେ ଅନେକ ସଚେତନ...

ଟୁଇଟର ୟୁଜର୍ସଙ୍କ ଟାର୍ଗେଟରେ ଅକ୍ଷୟ!

ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ଟୁଇଟର ୟୁଜସଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । କାରଣ ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ନେଇ...

ପ୍ରଥମ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଜିତିଥିଲେ ଏହି ଅଭିନେତା

ବଲିଉଡ୍‌ ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। କୋଲକତାରୁ ମୁମ୍ବାଇ ଆସି ନିଜର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ...

ଭିଡିଓ ଶେୟାର କରି ଧନ୍ୟବାଦ ଦେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ଦରିୟା ଦିଲ୍‌ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏଥର ସେ ସୋସିଆଲ ମିଡିଆରେ ଏକ...

ସ୍ପଷ୍ଟ କଲେ ରିୟା: ‘ବୀରେ ଦି ଓ୍ବେଡିଂ’ର ଆସିବ ସିକ୍ୟୁଏଲ

ବମ୍ବେ: ୨୦୧୮ରେ ରିଲିଜ ହୋଇଥିଲା କରିନା କପୁର ଖାଁ, ସୋନମ କପୁର, ସ୍ବରା ଭାସ୍କର, ଶିଖା ତଲ୍ସିନିୟା ଅଭିନୀତ ‘ବୀରେ ଦି ଓ୍ବେଡିଂ’। ଏବେ ଏହାର...

ପୂଜାଙ୍କ ଭାଗ୍ୟ ହ୍ରିତିକ୍‌ଙ୍କ ସହିତ ଅଭିନୟ ପରେ ଖୋଲିଥିଲା…

ମୁମ୍ବାଇ,୧୩।୧୦: ସାଉଥ୍‌ ଅଭିନେତ୍ରୀ ପୂଜା ହେଗ୍‌ଡ଼େ ମଙ୍ଗଳବାର ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ୩୦ ବର୍ଷରେ ପାଦ ଥାପିଛନ୍ତି। ୧୯୯୦ ଅକ୍ଟୋବର ୧୩ରେ ସେ...

ଘରେ ବିଜ୍ଞାପନ ଶୁଟିଂ କଲେ ଦୀପିକା

ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଦୀପିକା ଚିଖଲିୟା। ବର୍ତ୍ତମାନ କରୋନା ଭୟରେ ଦୀପିକା ଘରେ ଶୁଟିଂ କରୁଛନ୍ତି। ନିକଟରେ ସେ...


Coronavirus Update

Archives

Model This Week

Why Dharitri