କରୀନାଙ୍କ ଏହି ସାଧାରଣ ଦେଖାଯାଉଥିବା ଡ୍ରେସ୍ର ଦାମ୍ ଜାଣିଲେ ଉଡିଯିବ ହୋସ୍
ମୁମ୍ବାଇ: ବଲିଉଡ୍ ବେବୋ କରୀନା କପୁର ଖାଁ ନିଜର ଫ୍ୟାଶନ ସେନ୍ସ ପାଇଁ ବେଶ୍ ଜଣାଶୁଣା। ରେଡ୍ କାର୍ପେଟ ହେଉ କି ଘରେ ତାଙ୍କ ଡ୍ରେସ୍ ସବୁବେଳେ ଷ୍ଟାଇଲିଷ୍ଟ ଓ ଭିନ୍ନ ରହିଥାଏ। ଏହାକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି।…
ଆଇସିୟୁରେ ଭର୍ତ୍ତି ହେଲେ ଏହି ଅଭିନେତା: ଆର୍ଥିକ ସହାୟତା ମାଗିଲେ ଭାଇ
ଟିଭି ଶୋ’ ‘ମନ୍ କି ଆଓ୍ବାଜ୍ ପ୍ରତିଜ୍ଞା’ରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତା ଅନୁପମ ଶ୍ୟାମ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଲାଇଫ୍ଲାଇନ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅନୁପମଙ୍କ ଭାଇ ଅନୁରାଗ ଆର୍ଥିକ…
ବିଗ୍ ବିଙ୍କୁ ଜଣେ ବ୍ୟକ୍ତି କହିଲେ ‘ଆପଣ କୋଭିଡ-୧୯ରେ ମରିଯାଆନ୍ତୁ’; ଆଉ ତା ପରେ..
ବମ୍ବେ: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଜୁଲାଇ ୧୧ରେ ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରି ନାନାଦି ପୂଜା, ହୋମଯଜ୍ଞ, ଅଭିଶେକ କରୁଥିବା ନଜିରକୁ ଆସୁଛି। ହେଲେ ଏହି ସମୟରେ…
ଜୁଆ ଖେଳି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତା
ଲୋକପ୍ରିୟ ତାମିଲ ଅଭିନେତା ଶାମଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇର ଅପସ୍କେଲ ନନ୍ଗମ୍ବାକମ୍ ସ୍ଥିତ ଆପାର୍ଟମେଣ୍ଟରୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଶାମଙ୍କ ସହ ଉକ୍ତ ଆପାର୍ଟମେଣ୍ଟରୁ ଆଉ ୧୧ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଜଣେ ଛାତ୍ରଙ୍କ ଆତ୍ମହତ୍ୟା ପରେ…
ପୁଅକୁ ଜନ୍ମଦିନରେ ‘ସ୍ବଚ୍ଛ ବାୟୁ’ ଉପହାର ଦେଲେ ଜୁହି ଚାଓ୍ବଲା
ବଲିଉଡ୍ ଇଣ୍ଡଷ୍ଟ୍ରିରେ କେତେକ ଷ୍ଟାର୍ କିଡ୍ ଲାଇମ୍ଲାଇଟ୍ରେ ରହିବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ଏଥିରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ପୁଲାମାନେ ମଧ୍ୟ ଲାଇମ୍ଲାଇନ୍ଠାରୁ ଖୁବ୍ ଦୂରରେ। ଜୁହି ଏବେ ନିଜ ପରିବାର ସହ…
କ୍ୱାରାଣ୍ଟାଇନ୍ ଶେଷ କରି ଜିମ୍ରେ ପହଞ୍ଚିଲେ ସୋନମ
ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଫେରିଯାଇଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ କରୋନା ସଙ୍କଟ ଯୋଗୁ ଦୁହିଁଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିଛି। ତେବେ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବା ପରେ…
ଆଖିବୁଜିଲେ ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୪, ଏପ୍ରିଲ ୨୨ରେ ବିହାରର ଶେଖପୁରାରେ ଜନ୍ମଗ୍ରହଣ କରିଥିବା କୁମକୁମଙ୍କ ପ୍ରକୃତ ନାମ ଜାଇବୁନିସା ଥିଲା। ତାଙ୍କ ପିତା ହୁସେନାବାଦର…
ଅଭିନେତ୍ରୀଙ୍କ ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍ ଚ୍ୟାଲେଞ୍ଜ: ଭାଇରାଲ ହେଉଛି ଫଟୋ
ଲକ୍ଡାଉନ୍ ସମୟରେ ଘରେ ରହି ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଚ୍ୟାଲେଞ୍ଜକୁ ଆସେପ୍ଟ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜକୁ ଆସେପ୍ଟ କରି ବିଶେଷ କରି ମହିଳାମାନେ ନିଜର ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍…
ଆମିରଙ୍କ ଯୋଗୁ ବଲିଉଡ୍ରେ ହୁମାଙ୍କୁ ମିଳିଲା ସୁଯୋଗ
ମୁମ୍ବାଇ: ବଲିଉଡ୍ ନାୟିକା ହୁମା କୁରେସି ଆଜି ଜଣେ ସଫଳ ନାୟିକା ଭାବେ ଜଣାଶୁଣ। ୨୮ ଜୁଲାଇ ୧୯୮୬ରେ ଜନ୍ମ ନେଇଥିବା ହୁମାଙ୍କ ପିତା ଜଣେ ବ୍ୟବସାୟୀ। ଦିଲ୍ଲୀରେ ତାଙ୍କର ବ୍ୟବସାୟ ଚାଲିଥିବା ବେଳେ ହୁମା କିନ୍ତୁ ମଡେଲିଂରେ ରୁଚି ରଖିଥିଲେ।…
ପରିବା ବିକୁଥିବା ସପ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ଚାକିରି ଦେଲେ ସୋନୁ
ମୁମ୍ବାଇ: ବଲିଉଡ୍ ଖଳନାୟକ ସୋନୁ ସୁଦ ଏବେ ଅସଲରେ ଜଣେ ନାୟକ ପାଲଟି ଯାଇଛନ୍ତି। କରୋନା ମହାମାରୀକୁ ନେଇ ଦେଶରେ ଯେଉଁଭଳି ଆର୍ଥିକ ସଙ୍କଟ ଦେଖାଦେଇଛି ସେତେବେଳେ ସେ ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ଅଧିକାଂଶ ସାହାଯ୍ୟ ଖୋଜୁଥିବା ଲୋକଙ୍କ ପାଇଁ…
ଲକ୍ଡାଉନ୍ ପରେ ‘ଦ କପିଲ ଶର୍ମା ଶୋ’ର ପ୍ରଥମ ଅତିଥି ହେବେ ଏହି ଅଭିନେତା, ଜାଣନ୍ତୁ କେବେଠାରୁ ହେବ ପ୍ରସାରିତ
ସୋନି ଟିଭିରେ ପ୍ରସାରିତ କମେଡି ଶୋ’ ‘ଦ କପିଲ ଶର୍ମା’ର ଶୁଟିଂ ଦୀର୍ଘ ୪ ମାସ ପରେ ପୁଣିଥରେ ଆରମ୍ଭ ହୋଇଛି। ତେବେ ଶୋ’ର ପ୍ରଥମ ଏପିସୋଡ୍ ଅଗଷ୍ଟ ୧ରେ ପ୍ରସାରିତ ହେବ ବୋଲି ଚ୍ୟାନେଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥର…
୩୦ ହଜାର ଟଙ୍କାରେ ପୁରସ୍କାର କିଣିଥିଲେ ଏହି ପ୍ରସିଦ୍ଧ ଅଭିନେତା. ଜାଣନ୍ତୁ କାହିଁକି
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡର ଅନେକ ଅନ୍ଧକାର ଦିଗ ବିଷୟରେ ବାହାରକୁ ଆସୁଛନ୍ତି। ବଂଶବାଦ, ଗୋଷ୍ଠୀବାଦ ବିଷୟରେ ବିତର୍କ ଦୀର୍ଘ ଦିନ ଧରି ଚାଲିଆସୁଛି। ଏହା ବ୍ୟତୀତ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍ ରେହମାନ ମଧ୍ୟ ବଲିଉଡ…
Archives


