ପରିବା ବିକୁଥିବା ସପ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ଚାକିରି ଦେଲେ ସୋନୁ

ମୁମ୍ବାଇ: ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ଅସଲରେ ଜଣେ ନାୟକ ପାଲଟି ଯାଇଛନ୍ତି। କରୋନା ମହାମାରୀକୁ ନେଇ ଦେଶରେ ଯେଉଁଭଳି ଆର୍ଥିକ ସଙ୍କଟ ଦେଖାଦେଇଛି ସେତେବେଳେ ସେ ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ଅଧିକାଂଶ ସାହାଯ୍ୟ ଖୋଜୁଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଏହି କ୍ରମରେ ସେ ଏବେ ଜଣେ ସପ୍ଟ ଓ୍ବେୟାର ଇଞ୍ଜିନିୟରଙ୍କୁ ସହଯୋଗର ହାତ ବଢାଇଛନ୍ତି। ଲକ୍‌ ଡାଉନ ଯୋଗୁ ଚାକିରି ଚାଲିଯିବାରୁ ଯୁବତି ନିଜ ପେଶା ହରାଇବାରୁ ପରିବା ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଆଉ ଏହା ଜାଣିବା ପରେ ଏବେ ସୋନୁ ତାଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ସୋନୁଙ୍କ ସହଯୋଗୀମାନେ ଯୁବତୀଙ୍କ ସାକ୍ଷାତ୍‌କାର ନେବା ପରେ ଏବେ ତାଙ୍କୁ ଚାକିରି କରିବାକୁ ପତ୍ର ପଠାଯାଇଥିବା ଜଣାପଡିଛି। ତେବେ ଥଉକ୍ତ ଯୁବତୀଙ୍କର ଏକ ଭିଡିଓ କେହ ିଜଣେ ସୋସିଆଲ ମିଡିଆ ଯୁଜର ଅପଲୋଡ କରିବା ପରେ ସୋନୁ ଏହାର ଜବାବରେ କହିଛନ୍ତି କି ଯୁପତୀଙ୍କୁ ଏବେ ଚାକିରି ମିଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ରଣବୀରଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜ ନିଆରା ଅନ୍ଦାଜ, ଡ୍ରେସିଂ ସେନ୍ସ ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍‌ ଜଣାଶୁଣା। ପ୍ରାୟ ସମୟରେ ତାଙ୍କୁ ଭିନ୍ନ...

‘ଲଭ୍‌ ଆଜ୍‌ କଲ୍‌-୨’ର ପ୍ରଥମ ପୋଷ୍ଟର ରିଲିଜ, ରୋମାଣ୍ଟିକ ଭାବେ ନଜର ଆସିଲେ ସାରା-କାର୍ତ୍ତିକ

ବମ୍ବେ: ରିଲିଜ ହୋଇଛି ସୈଫ ଲଳନା ସାରା ଅଲ୍ଲୀ ଖାଁ- ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ ଆଜ୍‌ କଲ-୨’ର ପ୍ରଥମ ଲୁକ୍‌। ଉଭୟ...

ଟୁଇଟରରୁ ସବୁଦିନ ପାଇଁ ବିଦାୟ ନେବି, କାହିଁକି ଏମିତି କହିଲେ କଙ୍ଗନା

କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍‌କୁ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ବିରୋଧ କରୁଛନ୍ତି। ସେପଟେ ଏହାକୁ ରାଜନୀତି ଆରମ୍ଭ ହୋଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା...

ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ସମସ୍ତଙ୍କୁ ହସାଉ ଥିବା ରାଜୁ ଶ୍ରୀବାସ୍ତବ ସବୁଦିନ ପାଇଁ ଚୁପ ହୋଇଯାଇଛନ୍ତି। ଗୁରୁବାର ଦିଲ୍ଲୀର ନିଗମ୍ବୋଡ...

ନିଜଠାରୁ ୧୪ ବର୍ଷ ବଡ଼ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଗାୟିକା, ବର୍ଷେ ପରେ ଘଟିଥିଲା ଏମିତି…

ମୁମ୍ବାଇ: ଆଜି ବଲିଉଡ୍‌ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ...

ଦୁର୍ଘଟଣାରେ ଚାଲିଗଲା ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ଜୀବନ

ନୂଆଦିଲ୍ଲୀ,୧।୯ : ଅଷ୍ଟ୍ରେଲିଆର ମେଲବୋର୍ନରେ ଏକ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ମୃତ୍ୟୁ ଘଟିଛି। କିଆ କାର୍‌ ଚଳାଉଥିବା ଜଣେ ୨୩ ବର୍ଷୀୟ...

ଦିଭିସା ହର୍ବାଲ କେୟାର ସହ ଯୋଡ଼ି ହେଲେ ରବିନା ଟଣ୍ଡନ

ଚଣ୍ଡିଗଡ,୨୨ା୬: ଦିଭିସା ହର୍ବାଲ କେୟାର ଲିମିଟେଡ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ନିଜ ଆୟୁର୍ବେଦିକ ଟନିକ ବ୍ରାଣ୍ଡ ‘ସଚ୍ଚି ସହେଲୀ’ ଲାଗି ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ...

ଘାରିଛି ଅଭିନୟ ନିଶା

ସତରେ ଅଭିନୟ ନିଶା କେତେ ଗାଢ଼ ତାହା ଅନୁଭବୀ ହିଁ ଜାଣେ। ମେକ୍‌ଅପ୍‌ ନେଇ ମଞ୍ଚ ଉପରେ ପୁଣି ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଜୀବନ୍ତ...

Advertisement
Archives

Model This Week