ଆମିରଙ୍କ ଯୋଗୁ ବଲିଉଡ୍‌ରେ ହୁମାଙ୍କୁ ମିଳିଲା ସୁଯୋଗ

ମୁମ୍ବାଇ: ବଲିଉଡ୍‌ ନାୟିକା ହୁମା କୁରେସି ଆଜି ଜଣେ ସଫଳ ନାୟିକା ଭାବେ ଜଣାଶୁଣ। ୨୮ ଜୁଲାଇ ୧୯୮୬ରେ ଜନ୍ମ ନେଇଥିବା ହୁମାଙ୍କ ପିତା ଜଣେ ବ୍ୟବସାୟୀ। ଦିଲ୍ଲୀରେ ତାଙ୍କର ବ୍ୟବସାୟ ଚାଲିଥିବା ବେଳେ ହୁମା କିନ୍ତୁ ମଡେଲିଂରେ ରୁଚି ରଖିଥିଲେ। ପ୍ରଥମେ ତାଙ୍କୁ ଅନୁରାଗ କଶ୍ୟପ ବଲିଉଡ୍‌ ଟିକେଟ ଦେଇଥିବା ବେଳେ ସେ କିନ୍ତୁ ନାୟକ ଆମିର ଖାଁଙ୍କ ଯୋଗୁ ବଲିଉଡ୍‌ରେ ପ୍ରବେଶ କରିଥିବା କୁହନ୍ତି। ପ୍ରଥମେ ସେ ଆମିରଙ୍କ ସହ ଏକ ମୋବାଇଲ ବ୍ରାଣ୍ଡର ବିଜ୍ଞାପନ କରିବା ପରେ ତାଙ୍କୁ ଅନୁରାଗ ‘ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସିପୁର’ ଫିଲ୍ମରେ ସୁଯୋଗ ଦେଇଥିଲେ। ତେବେ ସେ ପ୍ରଥମେ ତେଲଗୁ ଫିଲ୍ମ ଜରିଆରେ ବଡ ପରଦାରେ ନଜର ଆସିଥିଲେ ବୋଲି କମ ଲୋକଙ୍କୁ ଜଣା। ହୁମାଙ୍କ ଲଭ୍‌ ଲାଇଫ୍‌ କହିଲେ ତାଙ୍କ ନାଁକୁ ଅର୍ଜନ ବାଜଓ୍ବାଙ୍କ ସହ ଯୋଡା ଯାଇଥିଲା। ଏମିତିକି ଅନୁରାଗ କଶ୍ୟପଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ତାଙ୍କର ସମ୍ପର୍କ ନିର୍ଦ୍ଦେଶକ ମୁଦସର ଅଜିଜ ସହ ଥିବା ଆଲୋଚନା ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଡେବ୍ୟୁ କରିବେ ଚିତ୍ରାଙ୍ଗଦା

ମୁମ୍ବାଇ: ବଲିଉଡ୍‌ର କେତେଜଣ କଳାକାର ଏବେ ଡିଜିଟାଲ ଦୁନିଆ ଆଡେ ପାଦ ବଢାଉଛନ୍ତି। ଧିରେ ଧିରେ ଦେଖାଯାଉଛି ଏଭଳି କଳାକାରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ...

ଲକ୍‌ଡାଉନ୍‌ରେ କରୀନାଙ୍କ ଫ୍ୟାଶନ ଜଲଓ୍ବା, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ସେଲିବ୍ରିଟିଙ୍କ ପରି ଲକ୍‌ଡାଉନ୍‌ରେ କରୀନା କପୁର ମଧ୍ୟ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେ କ’ଣ କରୁଛନ୍ତି ସେସବୁ...

ଇନ୍‌ଷ୍ଟାଗ୍ରାମରେ କରୀନାଙ୍କ ନୂଆ ଲୁକ୍‌, ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ

ମୁମ୍ବାଇ: ସୋସିଆଲ ପ୍ଲାଟ୍‌ଫର୍ମରୁ ଦୂରେଇ ରହୁଥିବା କରୀନା କପୁର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କରୀନା...

ଏହି ଅଭିନେତାଙ୍କ ଜୀବନକୁ ନର୍କ କରିଦେଇଥିଲା ଡ୍ରଗ୍ସ ନିଶା: କିଏ ଯାଇଥିଲା ଜେଲ ତ କିଏ ମାଗିଥିଲା ଭିକ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ସେବନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଘରେ ପ୍ରାୟ ସବୁବେଳେ...

ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୯।୪: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ହୋଇଥିବା ରାମାୟଣରେ ସୁଗ୍ରୀବ ଏବଂ ବାଳୀ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ୟାମସୁନ୍ଦର କାଲାଣିଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ...

ଭଲ ଲାଗୁଥିବା ଯାଏ ଯାତ୍ରାରେ ଥିବି: ଜ୍ୟୋତ୍ସ୍ନାରାଣୀ

ନା ଆଗରୁ ଯାତ୍ରା କରିଥିଲେ ନା ଅଭିନୟରେ ତାଲିମ୍‌ ନେଇଥିଲେ। ତେବେ ଯାତ୍ରା ପ୍ରତି ରୁଚି ରହିଥିଲା। ଅଚାନକ ମିଳିଗଲା ସୁଯୋଗ। ତ ଚାଲି ଆସିଲେ...

ମକରକୁ ଆସିବ ଯାତ୍ରା ଜ୍ୟୋତିମହଲ

ଓଡ଼ିଶା ଏକ କଳାର ରାଜ୍ୟ। ପ୍ରଯୁକ୍ତିବିଦ୍ୟା ଯେତେବାଟ ଆଗଉନା କାହିଁକି ଲୋକମାନେ ପାରମ୍ପରିକ କଳାକୁ ଆଗରୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ମଧ୍ୟ ସେମିତି ଗୁରୁତ୍ୱ...

ଗିରଫ ପୂର୍ବରୁ ରିୟାଙ୍କ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା, ଏବେ ହେଉଛି ଭାଇରାଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଛନ୍ତି। ଗିରଫ ପୂର୍ବରୁ ଯେତେବେଳେ ରିୟା ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସମସ୍ତଙ୍କ ନଜର...

Coronavirus Update


Archives

Model This Week

Why Dharitri