ମନୋରଞ୍ଜନ

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରିୟା: ସୁଶାନ୍ତଙ୍କ ଭଉଣୀ ଲେଖିଲେ ‘ହର ହର ମହାଦେବ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି। ତଦନ୍ତ ବେଳେ ଟଙ୍କା ହେରଫେର କଥା ଉଠୁଥିବାରୁ ସନ୍ଦେହ ଘେରକୁ ଆସିଛନ୍ତି ପ୍ରେମିକା…

ଆଉ ଗୋଟିଏ ଦିନର ଅପେକ୍ଷା: ପ୍ରେମିକାଙ୍କ ହାତ ଧରିବେ ଏହି ବାହୁବଲୀ ଷ୍ଟାର

ବମ୍ବେ: ହାତକୁ ଦୁଇହାତ ହେବେ ବାହୁବଲୀ ଷ୍ଟାର ରାଣା ଦଗ୍ଗୁବତୀ। ମିହିକା ବଜାଜକୁ ପସନ୍ଦ କରିବା ପରେ ନିର୍ବନ୍ଧ ସରିଥିଲା। ଅଗଷ୍ଟ ୮ରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ। କରୋନା ସଂକ୍ରମଣକୁ ନେଇ କଟକଣା ସତ୍ତ୍ୱେ ଉଭୟ ବିବାହ କରିବେ। ହେଲେ…

ଇଡିରେ ହାଜର ହେଲେ ରିୟା

ମୁମ୍ବାଇ,୭।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅଭିନେତ୍ରୀ ତଥା ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଶୁକ୍ରବାର ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳରେ ହାଜର ହୋଇଛନ୍ତି। ପୂର୍ବରୁ ହାଜର ହେବାକୁ ମନା କରିବା ପରେ ପୁଣି ସେ ଇଡିରେ ହାଜର ହୋଇଥିବା…

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏହି ବ୍ୟକ୍ତିଙ୍କୁ ସମନ ପଠାଇଲା ଇଡ଼ି

ମୁମ୍ବାଇ,୭।୮: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ହୋଇଥିବା ନେଣଦେଣ ବାବଦରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଯାଞ୍ଚ କରୁଛି। ଏହି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ…

ନିଜ ସମ୍ମାନ ନିଜେ ହରାଇଲେ ଅମିତାଭ ବଚ୍ଚନ: ଜାଣନ୍ତୁ କିପରି….

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ଯୁଦ୍ଧରେ ବିଜୟ ହୋଇ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ସେ ଚିକିତ୍ସୀତ ହେଉଥିବା ନାନାବତୀ ହସ୍ପିଟାଲର କର୍ମଚାରୀଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ କିଛି ଲୋକ ଏହାକୁ ହସ୍ପିଟାଲର ପ୍ରମୋଶନ…

ଇଡି ନିକଟରେ ହାଜର ହେବାକୁ ମନାକଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁବାର ଦିନ ସିବିଆଇ ସୁଶାନ୍ତ ସିଂ ରାଜପୁତ ମାମଲାରେ ଏଫଆଇଆର୍‌ ପଞ୍ଜିକରଣ କରିଛି। ଯେଉଁଥିରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଅଭିଯୋଗ…

ସୁଶାନ୍ତଙ୍କୁ ଓଭର୍‌ଡୋଜ ଔଷଧ ଖାଇବାକୁ ଦେଉଥିଲେ ରିୟା

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଆସିଛି। ଘଟଣାର ଯାଞ୍ଚ୍‌ ଏବେ ସିବିଆଇ ହାତକୁ ଯାଇଛି। ସୁଶାନ୍ତଙ୍କୁ ଗର୍ଲଫ୍ରେଣ୍ଡ୍‌ ଓଭର୍‌ଡୋଜ ଔଷଧ ଖାଇବାକୁ ଦେଉଥିଲେ ବୋଲି ବିହାର ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ସୁପ୍ରିମକୋର୍ଟ…

ପୁଣି ଆତ୍ମହତ୍ୟା କଲେ ଆଉ ଜଣେ ଲୋକପ୍ରିୟ କଳାକାର, ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ ଲାଇଭ୍‌

ଗତ କିଛି ମାସ ମଧ୍ୟରେ ଅନେକ କଳାକାର ଆତ୍ମହତ୍ୟା କରିଛନ୍ତି। ଏହି କ୍ରମରେ ଭୋଜପୁରୀ ଅଭିନେତ୍ରୀ ଅନୁପମା ପଠକଙ୍କ ଆତ୍ମହତ୍ୟା ସାମ୍ନାକୁ ଆସିଛି। ସେ ନିଜ ମୁମ୍ବାଇର ବାସଭବନରେ ରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା।…

ଯାହାପରେ ବଦଳିଯାଇଥିଲା ସୁଶାନ୍ତଙ୍କ ଜୀବନ: ଦେଖନ୍ତୁ ରିୟାଙ୍କ ସହ ସେହି ୟୁରୋପ୍‌ ଟ୍ରିପ୍‌ର ଫଟୋ

ବମ୍ବେ: ଇତିମଧ୍ୟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ଦୁଇ ମାସ ହେଲାଣି। ହେଲେ ଦିନକୁ ଦିନ ମୃତ୍ୟୁର ରହସ୍ୟ ବଢ଼ି ବଢ଼ି ଚାଲିଛି। ଏସବୁ ଭିତରେ ସବୁଠୁ ଅଧିକ ଦୋଷୀ ପାଲଟିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ପରିବାରଠାରୁ…

ସୋନୁ ସୁଦଙ୍କୁ ଭିଡିଓଗେମ୍‌ ମାଗିଲେ ଏହି ପିଲା: ଏମିତି ଉତ୍ତର ଦେଇ ହୃଦୟ ଜିତିଲେ ଅଭିନେତା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସୋନୁ ସୁଦ। କେଉଁଠି କୃଷକଙ୍କ ପାଇଁ ସେ ଟ୍ରାକ୍ଟର ପଠାଉଛନ୍ତି ତ ଆଉ କାହାକୁ ଚାକରି ଦେଉଛନ୍ତି। ଏହି କାରଣରୁ ଲୋକେ ତାଙ୍କୁ ଏବେ…

ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍‌

ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଦିଶାଙ୍କ ବାପା ରାଜ୍ୟ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟରେ ଡେପୁଟି ଏସ୍‌ପି ଅଛନ୍ତି। ଏକ…

‘ପୂଜା ମୋ’ ଝିଅ ହୋଇ ନ ଥିଲେ ବିବାହ କରିନେଇଥାନ୍ତି’: ଜାଣନ୍ତୁ ଏପରି କାହିଁକି କହିିଥିଲେ ମହେଶ ଭଟ୍ଟ

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରିସରକୁ ଆସିଛନ୍ତି ମହେଶ ଭଟ୍ଟ। ନିକଟରେ ମୁମ୍ବାଇ ପୋଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିଲା। ତେବେ ଏହା ପ୍ରଥମ ଥର ନୁହେଁ ଯେଉଁଠି ମହେଶ ବିବାଦ ଘେରକୁ ଆସିଛନ୍ତି। ପୂର୍ବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri