ବେଲି ଡ୍ୟାନ୍ସ କଲେ ଜାନ୍ଭି
ବଲିଉଡ୍ ଅଭିନେତ୍ରୀ ଜାନଭି କପୁର ନିଜର ଷ୍ଟାଇଲ୍ ପାଇଁ ବେଶ୍ ଜଣାଶୁଣା। ଫିଲ୍ମ ବ୍ୟତିତ ନିଜର ଫଟୋ ଏବଂ ଭିଡିଓ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କର ଏଭ ପୁରୁଣା ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।…
ଅମିରଙ୍କ ଝିଅ ଇରା ଶିଖୁଛନ୍ତି ଟାଟୁ
ବଲିଉଡ୍ ଅଭିନେତ୍ରୀ ଅମିର ଖାଁଙ୍କ ଝିଅ ଇରା ଖାଁ ନୂଆ ନୂଆ ଜିନିଷ ଶିଖିବାକୁ ଭଲ ପାଆନ୍ତି। ସୋସିଆଲ ମିଡିଆରେ ସକ୍ରିୟ ଥିବା ଇରା ଏବେ ଟାଟୁ ଆର୍ଟିଷ୍ଟ ସାଜିଛନ୍ତି। ଏବେ ସେ ତାଙ୍କର କିଛି ଟାଟୁର ଫଟୋ ଇନ୍ଷ୍ଟାଗ୍ରାମ୍ରେ ଶେୟାର…
ଏମାନେ ହେଉଛନ୍ତି ବଲିଉଡ୍ର ସବୁଠାରୁ ବିପଜ୍ଜନକ କଳାକାର!
ଇଣ୍ଟରନେଟ୍ ସମଗ୍ର ବିଶ୍ୱକୁ ଏକାଠି ବାନ୍ଧି ରଖିଛି। ଜଣେ ବ୍ୟକ୍ତି ଦୂରରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସହ ଯେକୌଣସି ମୁହୂର୍ତ୍ତରେ ଅତି ସହଜରେ କଥା ହୋଇ ପାରୁଛି। ଅନ୍ୟ ଜଣଙ୍କ ବିଷୟରେ ଜାଣିିବା, ସେମାନଙ୍କୁ ଦେଖିବା ଅତି ସହଜ ହୋଇପାରିଛି। ହେଲେ…
କରୋନାରୁ ସୁସ୍ଥ ହେବା ପରେ ଏମିତି କହିଲେ ଅର୍ଜୁନ କପୁର
ମୁମ୍ବାଇ,୭।୧୦-ମହାମାରୀ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ଦୀର୍ଘ ଏକ ମାସ ଧରି କରୋନା ସହ ଲଢେଇ କରିବା ପରେ ସେ ସୁସ୍ଥ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏ ନେଇ ଅର୍ଜୁନ ସୋସିଆଲ ମିଡିଆରେ ଜଣାଇଛନ୍ତି।…
ଶେଷରେ ମୁହଁ ଖୋଲିଲେ ସୈଫ୍: ଝିଅ ସାରାଙ୍କ ବିଷୟରେ କହିଲେ ଏମିତି
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରୁ ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ଖବର ସାମ୍ନାକୁ ଆସିଲା। ଏହା ପରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବଲିଉଡ୍ର ଅନେକ କଳାକାରଙ୍କ ନାଁ ମଧ୍ୟ ଜଣାପଡ଼ିଲା। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ,ସାରା ଅଲ୍ଲୀ…
ବିବାହର ୨୩ ଦିନ ପୂର୍ବରୁ ବ୍ୟାଚଲର ପାର୍ଟି କଲେ ଅଭିନେତ୍ରୀ କାଜଲ: ଭଉଣୀ ଶେୟାର କଲେ ଫଟୋ
ବଲିଉଡ୍ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିସାରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏବେ ତାଙ୍କ ବିବାହକୁ ଆଉ ମାତ୍ର ୨୩ ଦିନ ବାକି ରହିଲା। ଏହାରି ମଧ୍ୟରେ ତାଙ୍କର…
ମା’ ହେବା ପରେ ସପ୍ନାଙ୍କୁ ଏମିତି କମେଣ୍ଟ କଲେ ଲୋକେ: ଜବାବ୍ ଦେଲେ ସ୍ବାମୀ
ନିଜର ନୃତ୍ୟ ଏବଂ ଗୀତ ଦ୍ୱାରା ସମଗ୍ର ବିଶ୍ୱରେ ପରିଚିତ ସପ୍ନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ଭୀର ସାହୁ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ନେହା କକ୍କରଙ୍କ ବିବାହ ଖବର ଶୁଣି ଏମିତି ପ୍ରତିକ୍ରିୟା ଦେଲେ ପୂର୍ବତନ ପ୍ରେମିକ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ବିବାହ କରିବେ। କୁହାଯାଉଛି, ନେହା ରୋହନପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଶୁଣି ନେହାଙ୍କ ପୂର୍ବତନ ପ୍ରେମିକ ହିମାଂଶ କୋହଲି ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଯଦି…
ଚଳିତବର୍ଷ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ, ରୋଜଗାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ
ଚଳିତବର୍ଷ ଫୋର୍ବସ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀ ଭାବେ ସୋଫିଆ ଭର୍ଗାରା ସର୍ବାଗ୍ରେ ଅଛନ୍ତି। ଫୋର୍ବସ ଅନୁଯାୟୀ ସୋଫିଆ ଚଳିତବର୍ଷ ୩୧୫ କୋଟି ରୋଜଗାର କରିଛନ୍ତି। ସେ ପ୍ରଥମ ଥର ପାଇଁ ଏହି ତାଲିକାରେ…
ଐଶ୍ୱର୍ଯ୍ୟାଙ୍କୁ ବିବାହ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ଅଭିଷେକ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନେତା ପୁଅ ଅଭିଷେକ ବଚ୍ଚନ। ମାତ୍ର ଅଭିଷେକ ବାପାଙ୍କ ପରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେତେଟା ସଫଳତା ପାଇ ପାରିଲେ ନାହିଁ। ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ କୁ ଅଭିନୟ ଜଗତରେ କ୍ୟାରିୟ ଆରମ୍ଭ କରିଥିବା ଅଭିଷେକ…
ଦିବଂଗତ ସ୍ବାମୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ସାଦ ଖାଇଲେ ମେଘନା
କନ୍ନଡ ଚଳଚ୍ଚିତ୍ର ଅଭିନେତା ଚିରଞ୍ଜୀବୀ ସରଜାଙ୍କର ଚଳିତ ବର୍ଷ ଜୁନ ୭ରେ ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କ ସ୍ତ୍ରୀ ମେଘନା ରାଜ ତିନି ମାସର ଗର୍ଭବତୀ ଥିଲେ। ମେଘନାଙ୍କ ପାଇଁ ଏହି ସମୟ ବେଶ୍ କଷ୍ଟକର ହୋଇପଡିଛି ସତ କିନ୍ତୁ ସାହସର…
ରିୟାଙ୍କୁ ମିଳିଲା ଜାମିନ୍
ଡ୍ରଗ୍ସ କନେକ୍ସନ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶେଷରେ ବମ୍ବେ ହାଇକୋର୍ଟରୁ ସର୍ତ୍ତ ଅନୁଯାୟୀ ଜାମିନ ମିଳିଛି। ରିୟାଙ୍କ ଭାଇ ଶୋଭିକ ଏବଂ ଡ୍ରଗ୍ସ ବିକ୍ରେତା ବସିତ ପାରିହରଙ୍କୁ ଜାମିନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁଶାନ୍ତଙ୍କ ଷ୍ଟାଫ ମ୍ୟାନେଜର…

