ଶେଷରେ ମାନିଲେ ନେହା କକ୍କର, କହିଲେ ତୁମେ ମୋର
ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ପୁଣି ପ୍ରେମରେ ପଡିଛନ୍ତି। ହିଂମାଶ କୋହଲିଙ୍କଠାରୁ ବ୍ରେକ୍ ଅପ୍ ହେବାପରେ ନେହା ଏବେ ପିଲାଦିନର ବନ୍ଧୁ ରୋହନପ୍ରୀତ ସିଂଙ୍କ ପ୍ରେମରେ ପଡିଛନ୍ତି। ଏନେଇ ସେ ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ରୋହନପ୍ରୀତଙ୍କ ସହ ଏକ ଫଟୋ…
୬ ମାସର ଗର୍ଭବତୀ ଥିବାବେଳେ ସ୍ତ୍ରୀଙ୍କୁ ଛାଡିପଳାଇଥିଲେ ଏହି ପ୍ରସିଦ୍ଧ ଗାୟକ
ବଲିଉଡ୍ର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ଏବେ ବିଗ୍ ବସ୍ ଘରେ ଅଛନ୍ତି। ସେ ଘରର ସମସ୍ତ କାର୍ଯ୍ୟ ସଠିକ୍ ଭାବେ କରୁଛନ୍ତି। ନିକଟରେ ସେ ଏକ୍ସଟ୍ରା ମସାଲା କାର୍ଯ୍ୟକ୍ରମରେ ଘରର କିଛି ସଦସ୍ୟଙ୍କ ଆଗରେ ନିଜ…
ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି
ଅଭିନେତ୍ରୀ ସନା ଖାନ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିବାକୁଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସେ ଏହି ସୂଚନା ଦେଇଛନ୍ତି। ସନା କହିଛନ୍ତି ଯେ ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ଦୁନିଆରୁ ଦୂରରେ ରହିବେ। ମୁଁ ଏବେ ଜୀବନର…
୬୭ ବର୍ଷୀୟ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ବିବାହ ଫଟୋ ଭାଇରାଲ
ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ-ଅଭିନେତ୍ରୀ ଜସଲିନ ମଥାରୁଙ୍କ କିଛି ଫଟୋସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୁଡ଼ିକରେ ୬୭ ବର୍ଷୀୟ ଅନୁପ ଶେରୱାନୀ ପରିଧାନ କରିଥିବାବେଳେ ଜସଲିନ ମଥାରୁ ଲେହେଙ୍ଗା ପରିଧାନ କରି କନ୍ୟା ବେଶ…
୧୦ ବର୍ଷ ପରେ ପୁଣିଥରେ ଫିଲ୍ମକୁ ଫେରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
୧୦ ବର୍ଷ ପରେ ବଡ଼ ପରଦାକୁ ପୁଣିଥରେ ଫେରୁଛନ୍ତି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ। କଙ୍ଗନା ରଣାଓ୍ବତ୍ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଜରିଆରେ ଭାଗ୍ୟଶ୍ରୀ କମ୍ବ୍ୟାକ୍ କରୁଛନ୍ତି। ଏହି ଫିଲ୍ମରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଜଣାପଡ଼ିଛି। ଭାଗ୍ୟଶ୍ରୀ…
ଆୱାର୍ଡ ଶୋ’କୁ ନେଇ ରାଗିଲେ ଶୈଫ
ମୁମ୍ବାଇ: ବଲିଉଡ୍ ନୱାବ ଶୈଫ ଅଲି ଖାଁ ଖୋଲାଖୋଲି କଥା ହେବାକୁ ପସନ୍ଦ କରନ୍ତି । ନେପୋଟିଜମକୁ ନେଇ ନିଜର ମତ ରଖିଥିବା ଏହି ନାୟକ ଏବେ ଆୱାର୍ଡ ଶୋ’କୁ ନେଇ ବଡ କଥା କହିଛନ୍ତି । ସେ କହିଛନ୍ତି ଆୱାର୍ଡ…
ସ୍ବାମୀଙ୍କୁ ଏହି ନାମରେ ଡାକନ୍ତି ପ୍ରିୟଙ୍କା
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ଆମେରିକାର ସିଙ୍ଗର ନିକ୍ ଜୋନାସ୍ଙ୍କୁ ବିବାହ କରିଥିଲେ। ସେତେବେଳେ ଲୋକେ ଭାବୁଥିଲେ ପ୍ରିୟଙ୍କାଙ୍କ ଓଭର ରୁଲିଂ ନେଚର ଯୋଗୁ ଏମାନଙ୍କ ସମ୍ପର୍କ ବେଶିଦିନ ତିଷ୍ଠି ପାରିବ ନାହିଁ। ମାତ୍ର ଉଭୟ ଏହି କଥାକୁ…
ମୋଦିଙ୍କ ଜନ ଆନ୍ଦୋଳନକୁ ସପୋର୍ଟ କଲେ ସଲମାନ
ମୁମ୍ବାଇ: ଅଗାମୀ ଦିନରେ ଆସୁଥିବା ପର୍ବପର୍ବାଣୀ, ଶୀତଋତୁ ଓ ଅର୍ଥ ବ୍ୟବସ୍ଥାକୁ ଦେଖି କରୋନା ବିରୋଧରେ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ସେ ଟୁଇଟ୍ କରି ଦେଶବାସୀଙ୍କୁ କହିଛନ୍ତି ଯେ ପର୍ଯ୍ୟନ୍ତ କରୋନାର…
ଜେଲ୍ରେ ରହି ଏହି କାମ କରୁଥିଲେ ରିୟା
ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଜାମିନ ମିଳିବା ପରେ ରିୟା ଚକ୍ରବର୍ତ୍ତୀ ବୁଧବାର ଜେଲରୁ ମୁକୁଳିଛନ୍ତି। ସେ ୨୮ ଦିନ ଜେଲରେ ରହିବା ପରେ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ସମସ୍ତେ…
ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ
ମୁମ୍ବାଇ: ବଲିଉଡ୍ର ଧକ୍ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଜବରଦସ୍ତ ଡ୍ୟାନ୍ସ କୌଶଳ ପାଇଁ ବେଶ୍ ଜଣାଶୁଣା। ଏବେ ସୋସିଆଲ ମିଡିଆରେ ମାଧୁରୀଙ୍କ ଫିଲ୍ମ ‘ତେଜାବ୍’ର ଏକ ଗୀତ ଭାଇରାଲ ହେଉଛି। ବଲିଉଡ୍ରେ ଜବରଦସ୍ତ ପରିଚୟ ଦେଇଥିବା ଗୀତ ‘ ଏକ୍ ଦୋ…
ପରିବାରର ବିରୋଧ ସତ୍ତ୍ୱେ ଶାହରୁଖଙ୍କ ହାତ ଧରିଥିଲେ ଗୌରୀ
ମୁମ୍ବାଇ,୮।୧୦: କିଙ୍ଗ୍ ଖାଁ ଶାହରୁଖ୍ଙ୍କ ସ୍ତ୍ରୀ ଗୌରୀ ଖାଁ ଗୁରୁବାର ୫୦ ବର୍ଷରେ ପାଦ ଥାପିିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୌରୀ ଚିବର ଥିଲା। ତାଙ୍କ…
ଛୋଟ ବିରାଟ-ଅନୁଷ୍କାଙ୍କ ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜର ପ୍ରେଗ୍ନେନ୍ସି ପିରିୟଡକୁ ଉପଭୋଗ କରୁଛନ୍ତି। ଏଥିସହ ସ୍ବାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ସମୟ ବିତାଉଛନ୍ତି। ଏବେ ସ୍ବାମୀ ବିରାଟ ଆଇପିଏଲ୍ ପାଇଁ ୟୁଏଇରେ ଅଛନ୍ତି। ଏହି ଦୁଇଜଣଙ୍କ ଫଟୋ ଏବଂ ଭିଡିଓ…

