ରିୟାଙ୍କୁ ମିଳିଲା ଜାମିନ୍‌

ଡ୍ରଗ୍ସ କନେକ୍ସନ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶେଷରେ ବମ୍ବେ ହାଇକୋର୍ଟରୁ ସର୍ତ୍ତ ଅନୁଯାୟୀ ଜାମିନ ମିଳିଛି। ରିୟାଙ୍କ ଭାଇ ଶୋଭିକ ଏବଂ ଡ୍ରଗ୍ସ ବିକ୍ରେତା ବସିତ ପାରିହରଙ୍କୁ ଜାମିନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁଶାନ୍ତଙ୍କ ଷ୍ଟାଫ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଛି। ଏନସିବି କହିଛି ଯେ କୋର୍ଟ ଯେଉଁମାନଙ୍କୁ ଜାମିନ ଦେଇଛନ୍ତି, ସେ ଏହା ବିରୋଧରେ ଆବେଦନ କରିବେ। ରିୟାଙ୍କୁ ଏବେ ପାସପୋର୍ଟ ଦାଖଲ କରିବାକୁ ପଡିବ। ଏଥି ସହିତ ରିୟାଙ୍କୁ ମୁମ୍ବାଇରୁ ବାହାରକୁ ଯିବାକୁ ଅନୁମତି ନେବାକୁ ପଡିବ ବୋଲି ସର୍ତ୍ତ ରହିଛି। ସୂଚନାଯୋଗ୍ୟ, ରିୟାଙ୍କୁ ଏନସିବି ଦ୍ୱାରା ସେପ୍ଟେମ୍ବର ୮ ରେ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ ଚଳାଉଛନ୍ତି ଏହି ଦାମୀ ଗାଡ଼ି, ଦାମ୍‌ ରହିଛି…

ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ...

ବିବେକ ଓବରୟଙ୍କ ଘର ଉପରେ ଚଢାଉ

ମୁମ୍ବାଇ,୧୫ ।୧୦: ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଚଢାଉ କରାଯାଇଛି । ବେଙ୍ଗାଲୁରୁ ପୋଲିସର ୨ ଜଣ ଇନସ୍‌ପେକ୍ଟର ଗୁରୁବାର...

ସ୍ତ୍ରୀଙ୍କୁ ଖୁସି କରିବା ଲାଗି ଏପରି କିଛି ଉପହାର ଦେଇଛନ୍ତି ଏମାନେ

କୁହାଯାଏ କି ସ୍ବାମୀଙ୍କୁ ଖୁସି କରିବା ଲାଗି ରାସ୍ତା ତାଙ୍କ ପେଟ ଦେଇ ଯାଇଥାଏ। ଅର୍ଥାତ ଭଲ ରୋଷେଇ କରି ଖାଇବାକୁ ଦେଲେ ସେମାନେ ସେଥିରେ...

ଶାହରୁଖଙ୍କ ଜନ୍ମଦିନରେ ୫ ହଜାର କରୋନା କିଟ୍‌ ଦାନ କରିବେ ପ୍ରଶଂସକ

ବଲିଉଡର କିଙ୍ଗ ଖାନ ଶାହରୁଖ ଆଜି ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଦିନ କେବଳ ଶାହରୁଖଙ୍କ ପାଇଁ ନୁହେଁ ତାଙ୍କ ପ୍ରଶଂସକଙ୍କ ପାଇଁ...

ପୁଅଙ୍କୁ ସାଙ୍ଗରେ ଧରି ଅର୍ଜୁନଙ୍କ ସହ ଏକାଠି ରହୁଛନ୍ତି ମଲାଇକା !

ମୁମ୍ବାଇ: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ୪.୦ ଜାରି ରହିଛି। ଏହି ସମୟରେ ବଲିଉଡ୍‌ର ସବୁ ସେଲିବ୍ରିଟି ପାୟତଃ ଘରେ ନିଜ...

ସାମ୍ନାକୁ ଆସିଲା ଫିଲ୍ମ ’ମଇଦାନ’ର ରିଲିଜ ତାରିଖ

ମୁମ୍ବାଇ,୧୨।୧୨-ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ’ମଇଦାନ’ର ରିଲିଜ୍‌ ତାରିଖ ସାମ୍ନାକୁ ଆସିଛି। ୨୦୨୧ ଅକ୍ଟୋବର ୧୫ ରେ ଏହି ଫିଲ୍ମ ମୁକ୍ତିଲାଭ କରିବ।...

ନୂଆବର୍ଷରେ ବିବାହ କରିପାରନ୍ତି ପ୍ରଭାସ

ମୁମ୍ବାଇ: ବଲିଉଡ୍‌ର ବାହୁବଳୀ ତଥା ସାଉଥ୍‌ ଷ୍ଟାର ପ୍ରଭାସ ନିଜ ଦମଦାର ପରଫରମାନ୍ସ ପାଇଁ ଏବେ ଲକ୍ଷେ ଦିଲ୍‌ କି ଧଡକନ୍‌ ପାଲଟି ଯାଇଛନ୍ତି। ‘ଶାହୋ’...

ଖଳନାୟକ ଚରିତ୍ରରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୟଶରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଚତୁର୍ଥ ଫିଲ୍ମ ଧୁମ-୪ରେ ଅକ୍ଷୟ କୁମାରଙ୍କ...

Play 250+ Trending Games
Archives

Model This Week

Why Dharitri