ଡ୍ରଗ୍ସ ମାଫିଆଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ଥିବା ପ୍ରମାଣିତ ହୋଇଛି: ବିହାର ଡିଜିପି
ପାଟଣା,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାକୋର୍ର୍ଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନ୍ସିବି) ମଙ୍ଗଳବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ରିୟା ଗିରଫ ହେବା ପରେ ବିହାର ଡିଜିପି ଗୁପ୍ତେଶ୍ୱର…
୩୦ ଲକ୍ଷରେ ବିଗ୍ ବି ବିକୁଛନ୍ତି କୋଟିଏରୁ ଅଧିକ ମୂଲ୍ୟର ଏହି କାର୍? ୧୪ ବର୍ଷ ପୂର୍ବେ ସଉକରେ କିଣିଥିଲେ
ବମ୍ବେ: କାର୍ ବିକିବେ ବିଗ୍ ବି ଅମିତାଭ। ନିଜର ପୋର୍ଚେ କେମ୍ୟାନ୍ ଏସ୍ କାର୍କୁ ବିକ୍ରି କରିବାକୁ ଅମିତାଭ ନିଷ୍ପତ୍ତି ନେଇଛନ୍ତି। କାରଟିର ମୂଲ୍ୟ ୧.୨୦ କୋଟି ଟଙ୍କା ହୋଇଥିଲେ ହେଁ ସେ ଏହାକୁ ୩୦ ଲକ୍ଷ ଟଙ୍କାରେ ବିକିବେ ବୋଲି…
ରିୟାଙ୍କ ଗିରଫ ପରେ ଟୁଇଟ କରି ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା
ମୁମ୍ବାଇ,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାର୍କୋଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନସିବି) ମଙ୍ଗଳବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ରିୟାଙ୍କ ଗିରଫ ଖବର ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କ…
ଗୋଟିଏ ଦିନ ଶୁଟିଂ ପାଇଁ ୧.୫ କୋଟି ଟଙ୍କା ନିଅନ୍ତି ଏହି ଅଭିନେତ୍ରୀ: ରୋଜଗାରକୁ ନେଇ ଉଠିଛି ବିବାଦ
ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଲିଉଡ୍ର କୁଇନ୍ କୁହାଯାଏ। ଅଭିନୟ କରିଥିବା ପ୍ରତିଟି ଫିଲ୍ମରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥାନ୍ତି। ପ୍ରଥମେ ନେପୋଟିଜିମ୍ ଆଉ ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବୟାନ ଦେଇ କଙ୍ଗନା ଏବେ ଚର୍ଚ୍ଚାରେ…
ସୋନୁଙ୍କୁ ମାମୁ ସମ୍ବୋଧନ କରି ଗୁହାରି କଲେ କୁନି କୁନି ଶିଶୁ
ମୁମ୍ବାଇ: ମଧ୍ୟପ୍ରଦେଶ ରିଓ୍ବା ଜିଲାର ଏକ ସ୍କୁଲରେ ପଢୁଥିବା କୁନି କୁନି ପିଲାମାନେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ମାମୁ ବୋଲି ସମ୍ବୋଧନ କରିଛନ୍ତି। ଏହାସହ ସେମାନେ ସୋନୁଙ୍କ ସାହାଯ୍ୟ ଭିକ୍ଷା କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ…
ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ଅକ୍ଷୟଙ୍କ ପୁଅ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ମନଖୋଲି ତାଙ୍କ ପୁଅକଥା କଥା ହୋଇଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ଆରବ ଏବେ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହି ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆରବଙ୍କୁ ଏବେ…
ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା
ଶେଷରେ ପ୍ରତୀକ୍ଷାର ଅନ୍ତ ହୋଇଛି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇପଡିଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ଏନସିବି ଗିରଫ କରିଛି। ଡ୍ରଗ୍ସ ସେବନ କରିବା ସହିତ ରିୟାଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ…
କଙ୍ଗନାଙ୍କ ନିଶା ସେବନର ଯାଞ୍ଚ କରିବ ପୋଲିସ!
ମୁମ୍ବାଇ,୮।୯: ତୁଟୁନି ବଲିଉଡ୍ ନାୟିକା କଙ୍ଗନା ରାନାଓ୍ବତଙ୍କ ବିବାଦ। ଏବେ ମହାରାଷ୍ଟ୍ର ସରକାରଙ୍କ ସହ ଚାଲିଥିବା ବିବାଦ ଖୁବ୍ ଚର୍ଚ୍ଚାରେ ରହିଛି। ବେଳକୁ ବେଳ ତାଙ୍କ ଅଡୁଆ ଯେମିତି ବଢିବାରେ ଲାଗିଛି। କଙ୍ଗନା ମୁମ୍ବାଇକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ…
ଏହି ଲୋକପ୍ରିୟ ଅଭିନେତାଙ୍କୁ ସମଲିଙ୍ଗୀ ଭାବୁଥିଲେ ଶାଶୁ
ଖିଲାଡି ହିରୋ ଅକ୍ଷୟ କୁମାର ବଲିଉଡ୍ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ। ତାଙ୍କର ପ୍ରକୃତ ନାମ ରାଜିବ ଭାଟିୟା। ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିସାରିଥିବା ଅକ୍ଷୟଙ୍କ ଅଭିନୟ କ୍ୟାରିୟର ସେତେଟା ସହଜ ନ ଥିଲା। କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି…
ଏହି କାରଣରୁ ଲତା ମଙ୍ଗେଶକରଙ୍କ ସହ ଝଗଡା କରିଥିଲେ ଆଶା ଭୋସଲେ
ମୁମ୍ବାଇ: ବଲିଉଡର ମେଲୋଡି କୁଇନ ଭାବରେ ଜଣାଶୁଣା ଆଶା ଭୋସଲେ ଆଜି ୮୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ସେ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆଶା ଭୋସଲେଙ୍କ ବଡ ଭଉଣୀ…
ଡ୍ରଗ୍ସ କାରବାରରେ ଗିରଫ ହେଲେ ଏହି ଅଭିନେତ୍ରୀ
ସ୍ୟାଣ୍ଡେଲଉଡ୍ ଡ୍ରଗ୍ସ କାରବାର ଘଟଣାର ତଦନ୍ତ ଜାରି ରଖିଛି ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ପୋଲିସ। ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ପୋଲିସ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ପୋଲିସ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କ ସମେତ…
ନିର୍ବନ୍ଧ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଧୋକା ଦେଇଥିଲେ ଅକ୍ଷୟ କୁମାର
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ୨୦ ବର୍ଷ ପୂର୍ବେ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ଟ୍ବିିଙ୍କଲ ପୂର୍ବରୁ ଅକ୍ଷୟଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା। ରବିନା ଟଣ୍ଡନ, ଶିଳ୍ପା ଶେଟ୍ଟୀ, ରେଖା ଏବଂ ଆହୁରି ଅନେକ…
Archives


