ନିର୍ବନ୍ଧ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଧୋକା ଦେଇଥିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ୨୦ ବର୍ଷ ପୂର୍ବେ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ଟ୍ବିିଙ୍କଲ ପୂର୍ବରୁ ଅକ୍ଷୟଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା। ରବିନା ଟଣ୍ଡନ, ଶିଳ୍ପା ଶେଟ୍ଟୀ, ରେଖା ଏବଂ ଆହୁରି ଅନେକ ନାମ ସହିତ ଅକ୍ଷୟଙ୍କ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା। ଅଭିନେତ୍ରୀ ରବିନାଙ୍କ ସହ ଅକ୍ଷୟଙ୍କ ନିର୍ବନ୍ଧ ହୋଇଥିବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା। କିନ୍ତୁ ରବିନାଙ୍କୁ ଧୋକା ଦେଇ ଅକ୍ଷୟ ସେ ଶିଳ୍ପା ଶେଟ୍ଟୀଙ୍କୁ ଡେଟ କରିବା ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ରବିନା ଏହା ସ୍ବୀକାର ମଧ୍ୟ କରିଥିଲେ।
ସେତେବେଳେ ଅକ୍ଷୟ କୁମାରଙ୍କୁ ‘ଲେଡି କିଲର’ କୁହାଯାଉଥିଲା କିନ୍ତୁ ଅକ୍ଷୟ ନିଜେ ଏହା ବିଶ୍ୱାସ କରୁ ନ ଥିଲେ। ଏକ ସାକ୍ଷାତକାରରେ ଅକ୍ଷୟ କହିଥିଲେ ମୁଁ ଜଣେ ’ଲେଡି କିଲର’ ନୁହେଁ, ମୁଁ ସେମାନଙ୍କୁ ଆକର୍ଷିତ କରେ। ମୁଁ ପ୍ରତ୍ୟେକ କାର୍ଯ୍ୟକୁ ସଚ୍ଚୋଟ ଭାବରେ କରିବାକୁ ଚେଷ୍ଟା କରେ। ମୁଁ ଯାହା କହିବାକୁ ଚାହେଁ ତାହା ସମସ୍ତଙ୍କ ଆଗରେ କହିଦିଏ। କାହା ପଛରେ କହେ ନାହିଁ। ମୁଁ ଭାବୁଛି ମୋର ଏହି ସ୍ବଭାବ ଦେଖି ମହିଳାମାନେ ମୋ ପ୍ରତି ଆକର୍ଷିତ ହୋଇଥନ୍ତି। ବିବାହ ପୂର୍ବରୁ ଏହା ସବୁ ଘଟୁଥିଲା। ବିବାହ ପରେ ମୋତେ ଏହି ମୁକୁଟ ଅନ୍ୟ କାହାକୁ ଦେବାକୁ ପଡିଲା ବୋଲି ଅକ୍ଷୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ ଜୟନ୍ତୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସେ ପ୍ରାୟ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ...

ସା ରେ ଗା ମା ପା ଲିଟିଲ ଚ୍ୟାମ୍ପସ୍‌ରେ ଏକତ୍ର ନଜର ଆସିବେ ସଙ୍ଗୀତର ‘ତ୍ରିଦେବ’

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ବିଜେତାଙ୍କ ନାମ ଆସନ୍ତା ରବିବାର ଘୋଷଣା କରାଯିବ। ଏହା ପରେ ଆଉ ଏକ ସଙ୍ଗୀତ...

ଆମିରଙ୍କ ପାଇଁ କାନ୍ଦିବାକୁ ପଡ଼ିଥିଲା ଦିବ୍ୟାଙ୍କୁ

ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଆମିର ଖାଁ ସୁନ୍ଦର ଅଭିନୟ ଏବଂ ଫିଲ୍ମ ଚୟନ କ୍ଷମତା ପାଇଁ ଅନ୍ୟ କଳାକାରଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବ୍ୟକ୍ତିଗତ...

କରୋନାକୁ ହରାଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଝିଅ ଆରାଧ୍ୟା

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ଶେଷରେ କରୋନାକୁ ହରାଇଛନ୍ତି। ହସ୍ପିଟାଲରେ ୧୦ ଦିନ ରହିବା ପରେ ଉଭୟ ସୁସ୍ଥ...

ଏହି ଦିନ ରିଲିଜ ହେବ ‘ପୋନ୍ନିୟିନ ସେଲଭାନ-୨’ର ଟ୍ରେଲର୍‌

ମୁମ୍ବାଇ: ନିର୍ଦ୍ଦେଶକ ମଣି ରତ୍ନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର‘ପୋନ୍ନିୟିନ ସେଲଭାନ’ର ସଫଳତା ପରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ...

ନାଗିନ୍‌ଙ୍କ ବ୍ରାଇଡ୍‌ ଲୁକ୍‌:ଫଟୋ ଶେୟାର କରି ଜିତିଲେ ପ୍ରଶଂସକଙ୍କ ହୃଦୟ

ଟିଭି ସିରିଏଲ ନାଗିନ୍‌-୪ରେ ନାଗିନ୍‌ ଭୂମିକାରେ ଅଭିନୟ କରୁଥିବା ନିଆ ଶର୍ମା ପ୍ରାୟତଃ ପ୍ରଶଂସକ ପାଇଁ ଫଟୋ ଶେୟାର କରିଥାନ୍ତି। ନିଆ ପୁଣି ଇନ୍‌ଷ୍ଟାଗ୍ରାମରେ ବ୍ରାଇଡ୍‌...

ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ଯୋଗଦେଲ ସୋନୁ

ହାଇଦ୍ରାବାଦ,୨୯ ।୯: ବଲିଉଡ୍ ଅଭିନେତା ସୋନୁ ସୁଦ ଆଜି ପ୍ରବାସୀ ଶ୍ରମିକଙ୍କ ଈଶ୍ୱର ଭାବେ ବେଶ୍ ପରିଚିତ । ଏବେ ଦେଖଇବାକୁ ମିଳିଛି ସେ ଗ୍ରୀନ୍...

ଗୌତମଙ୍କ ହାତ ଧରିଲେ ଗାୟିକା

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଗାୟିକା କନିକା କପୁର ବ୍ୟବସାୟୀ ଗୌତମଙ୍କୁ ଶୁକ୍ରବାର ସେ ବିବାହ କରିଛନ୍ତି। ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ...

Advertisement
Archives

Model This Week