ନିର୍ବନ୍ଧ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଧୋକା ଦେଇଥିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ୨୦ ବର୍ଷ ପୂର୍ବେ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ଟ୍ବିିଙ୍କଲ ପୂର୍ବରୁ ଅକ୍ଷୟଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା। ରବିନା ଟଣ୍ଡନ, ଶିଳ୍ପା ଶେଟ୍ଟୀ, ରେଖା ଏବଂ ଆହୁରି ଅନେକ ନାମ ସହିତ ଅକ୍ଷୟଙ୍କ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା। ଅଭିନେତ୍ରୀ ରବିନାଙ୍କ ସହ ଅକ୍ଷୟଙ୍କ ନିର୍ବନ୍ଧ ହୋଇଥିବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା। କିନ୍ତୁ ରବିନାଙ୍କୁ ଧୋକା ଦେଇ ଅକ୍ଷୟ ସେ ଶିଳ୍ପା ଶେଟ୍ଟୀଙ୍କୁ ଡେଟ କରିବା ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ରବିନା ଏହା ସ୍ବୀକାର ମଧ୍ୟ କରିଥିଲେ।
ସେତେବେଳେ ଅକ୍ଷୟ କୁମାରଙ୍କୁ ‘ଲେଡି କିଲର’ କୁହାଯାଉଥିଲା କିନ୍ତୁ ଅକ୍ଷୟ ନିଜେ ଏହା ବିଶ୍ୱାସ କରୁ ନ ଥିଲେ। ଏକ ସାକ୍ଷାତକାରରେ ଅକ୍ଷୟ କହିଥିଲେ ମୁଁ ଜଣେ ’ଲେଡି କିଲର’ ନୁହେଁ, ମୁଁ ସେମାନଙ୍କୁ ଆକର୍ଷିତ କରେ। ମୁଁ ପ୍ରତ୍ୟେକ କାର୍ଯ୍ୟକୁ ସଚ୍ଚୋଟ ଭାବରେ କରିବାକୁ ଚେଷ୍ଟା କରେ। ମୁଁ ଯାହା କହିବାକୁ ଚାହେଁ ତାହା ସମସ୍ତଙ୍କ ଆଗରେ କହିଦିଏ। କାହା ପଛରେ କହେ ନାହିଁ। ମୁଁ ଭାବୁଛି ମୋର ଏହି ସ୍ବଭାବ ଦେଖି ମହିଳାମାନେ ମୋ ପ୍ରତି ଆକର୍ଷିତ ହୋଇଥନ୍ତି। ବିବାହ ପୂର୍ବରୁ ଏହା ସବୁ ଘଟୁଥିଲା। ବିବାହ ପରେ ମୋତେ ଏହି ମୁକୁଟ ଅନ୍ୟ କାହାକୁ ଦେବାକୁ ପଡିଲା ବୋଲି ଅକ୍ଷୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଗ୍ଲୋବାଲ ଆଚିଭର୍ସ ଆୱାର୍ଡ’ ପାଇବାରେ ଏକମାତ୍ର ଭାରତୀୟ ହେଲେ ଦୀପିକା

ମୁମ୍ବାଇ: ନିଜର ଭିନ୍ନ ଅନ୍ଦାଜକୁ ନେଇ ସମସ୍ତଙ୍କ ଦିଲରେ ରାଜ କରୁଥିବା ଦୀପିକା ପାଦୁକୋନ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କର ଗ୍ଲୋବଲ ଲୋକପ୍ରିୟତାକୁ...

ଅନୁଷ୍କାଙ୍କ ଫଟୋ ଦେଖି କୋହଲି କହିଲେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଅଭିନୟ ଏବଂ ଫ୍ୟାଶନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ସେ ପ୍ରାୟତଃ ପ୍ରଶଂସକଙ୍କ ପାଇଁ ଫଟୋ ଶେୟାର...

ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ହେଉଛି ହାପି ବର୍ଥ ଡେ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ...

ଡିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା, ଡେଟ୍ ଫାଇନାଲ

ମୁମ୍ବାଇ: ଏବେ ବଲିଉଡରେ ଚାଲିଛି ବିବାହ ଋତୁ । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି କ୍ରମରେ ବେଶି...

୧୦୩ ବର୍ଷ ବୟସରେ ଗାୟିକା ଭେରା ଲିନଙ୍କ ପରଲୋକ

ଓ୍ବାଶିଂଟନ,୧୮।୬: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କ ଗୀତ ଶ୍ରୋତାଙ୍କ ହୃଦୟରେ ଅଭୁଲା ହୋଇ ରହିଯାଇଥିଲା। ସେହି ବହୁ ପରିଚିତ ଗାୟିକା ଭେରା ଲିନଙ୍କର ଜୁନ ୧୮...

ପରିବାର ଲୋକଙ୍କ ସହ ହନିମୁନ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହର ମାତ୍ର କେଇଟା ଦିନ ପରେ ସେ ପୁଣି ଶୁଟିଂକୁ ଫେରିଛନ୍ତି। ନିକଟରେ ସୈଫ...

ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍‌ ଜହାଁ

କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ...

ରାଷ୍ଟ୍ରପତି କିଏ କହିପାରିଲେନି

ବମ୍ବେ: ସେଲିବ୍ରିଟି ସିନା ହେଲେ ସାଧାରଣ ଜ୍ଞାନ ନାହିଁ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗରେ ମୁଣ୍ଡ ପୁରାଇ ବିବାଦକୁ ଚାଲି ଆସୁଥିଲେ ହେଁ ଦେଶର ରାଷ୍ଟ୍ରପତିଙ୍କ...

Advertisement
Archives

Model This Week