ମନୋରଞ୍ଜନ

ବାପାଙ୍କ ଦରମା ଟଙ୍କାକୁ ପୋଡି ଦେଇଥିଲେ ସଲମାନ୍‌ ଖାନ୍‌: ଜାଣନ୍ତୁ କାହିଁକି ଏପରି କରିଥିଲେ…

ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ’ ‘ବିଗ୍‌ ବସ୍‌’ ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ ପାଇଁ ନିର୍ମାତା ସଲମାନ୍‌ଙ୍କୁ ଲକି ମାନିଥାନ୍ତି। ତେଣୁ ସଲମାନ୍‌ ଏଥିପାଇଁ ଯେତେ ଫିସ୍‌ ମାଗିଥାନ୍ତି ନିର୍ମାତା ତାଙ୍କୁ ଦେବାକୁ ରାଜି ହୋଇଥାନ୍ତି। ଏହି…

ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ ଆଇପିଏଲ୍‌ ଆରମ୍ଭ ହୋଇଯାଇଛି। ତେଣୁ କ୍ରିକେଟରଙ୍କ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ଅନେକ ଖବର…

ପୂର୍ବରୁ ବିବାହିତ, ଦୁଇ ସନ୍ତାନର ବାପା ହେଉଛନ୍ତି ପୁନମ୍‌ ପାଣ୍ଡେଙ୍କ ସ୍ବାମୀ; ଜାଣନ୍ତୁ କିଏ ସେହି ସାମ୍‌ ବମ୍ବେ

ବମ୍ବେ: ବିବାହର ଦୁଇ ସପ୍ତାହ ନ ପୁରୁଣୁ ସ୍ବାମୀ ସାମ ବମ୍ବେଙ୍କଠାରୁ ଅଲଗା ହୋଇଛନ୍ତି ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ। ଗତ ସେପ୍ଟେମ୍ବର ୧୦ ତାରିଖରେ ଉଭୟ ବିବାହ କରିଥିଲେ। ପରେ ପୁନମ ସାମ୍‌ଙ୍କ ସହ ହନିମୁନ୍‌ରେ ଯାଇଥିଲେ। ହେଲେ ସେଠାରେ…

ସାତ ଜନ୍ମର କଥା ଦେଇ, କେଇ ମାସରେ ଅଲଗା ହୋଇଯାଇଥିଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ନିକଟରେ ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ ପରେ ନିଜ ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀ ସାମ୍‌ ବମ୍ବେ ମାରପିଟ୍‌…

ରିଲ୍‌ ହେଉ କି ରିୟଲ ଐଶ୍‌ଙ୍କୁ ଆଜି ବି କପି କରନ୍ତି ଲୋକେ, ଜାଣନ୍ତୁ କାହିଁକି

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯାହା ବି ପିନ୍ଧନ୍ତି ଖୁବ୍‌ ସୁନ୍ଦର ଦେଖାଯା’ନ୍ତି। ସବୁଠୁ ଆକର୍ଷଣୀୟା ଦେଖାଯାଉଥିଲେ ତାଙ୍କ ବିବାହ ସମୟରେ। ଏପରିକି ଏହି ସମୟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା। ରିଲ୍‌ରେ ହେଉ କି…

ଏହି ପ୍ରସିଦ୍ଧ ଅଭିନେତାଙ୍କ ନାଁରେ ସ୍ତ୍ରୀ ଆଣିଲେ ପ୍ରତାରଣା ଅଭିଯୋଗ

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ନାଁରେ ତାଙ୍କ ସ୍ତ୍ରୀ ଆଲିଆ ବଳାତ୍କାର ଓ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେଶନରେ ସେ ଲିଖିତ ଅଭିଯୋଗ କରିଛନ୍ତିି। ଆଲିଆଙ୍କ ଅଭିଯୋଗ ଉପରେ ପୋଲିସ ଏକ ଏଫଆଇଆର ପଞ୍ଜୀକୃତ କରିଛି। ଭାରତୀୟ ଦଣ୍ଡବିଧି…

ବଲିଉଡ୍‌କୁ ଆଉ ଏକ ଝଟ୍‌କା:ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିବା ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କର ପରଲୋକ ଘଟିଛି। ସେ ଫୁସ୍‌ଫୁସ କ୍ୟାନସରରେ ଆକ୍ରାନ୍ତ ଥିଲେ। ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ସେ ଏନ୍‌ଏସ୍‌ଡିର ୨୦୦୧…

ଡ୍ରଗ୍ସ ମାମଲାରେ ଆଉ ଦୁଇ ଷ୍ଟାରଙ୍କ ନାମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଡ୍ରଗ୍ସ ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ଏହି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କ ସମେତ ଅନେକ ଅଭିନେତ୍ରୀ ଅଭିନେତାଙ୍କ ନାମ…

୪ ବର୍ଷ ଭିତରେ ୨୦୦ ଫିଲ୍ମ କରିଥିବା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁ ଆଜିବି ରହସ୍ୟ ଘେରରେ

ସାଉଥ୍‌ ଫିଲ୍ମର ସବୁଠାରୁ ପ୍ରସିଦ୍ଧ ତାରକା ସିଲ୍କ ସ୍ମିତା ୨୩ ସେପ୍ଟେମ୍ବରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ସ୍ମିତା ସାଉଥ୍‌ ତାରକାମାନଙ୍କ ମଧ୍ୟରୁ ଜଣେ, ଯାହାର…

ରିୟାଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ମଙ୍ଗଳବାର ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ବୁଧବାର ହାଇକୋର୍ଟ ବନ୍ଦ ରହିଛି। ଫଳରେ ରିୟା…

ଟାଇମ୍‌ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଟାଇମ୍‌ ପତ୍ରିକାର ୧୦୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କେବଳ ସେତିକି ନୁହେଁ ଏହି ତାଲିକାରେ ସ୍ଥାନ ପାଇଥିବା ସେ ହେଉଛନ୍ତି ଏକମାତ୍ର ଭାରତୀୟ ଅଭିନେତା।…

ବିବାହକୁ ମାସେ ପୂରିନି, ସ୍ବାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ତଥା ବୋଲ୍ଡ ମଡେଲ ପୁନମ ପାଣ୍ଡେ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ନିକଟରେ ପ୍ରେମିକ ସାମ ବମ୍ବେଙ୍କୁ ବିବାହ କରିଥିଲେ। ବିଶ୍ୱାସ କରାଯାଉଥିଲା ଯେ ଅଭିନେତ୍ରୀ ନିଜକୁ ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହର କିଛି ଦିନ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri