ମନୋରଞ୍ଜନ

ପ୍ରଥମ ଦେଖାରେ ଅନୁଷ୍କାଙ୍କୁ କ୍ଷମା ମାଗିଥିଲେ ବିରାଟ: ଜାଣନ୍ତୁ କାହିଁକି

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ମଧ୍ୟ ହୋଇଥିଲା। ପ୍ରଶଂସକ ଏହି ଯୋଡିକୁ ‘ଭିରୁଷ୍କା’…

ଏହି ଲୋକପ୍ରିୟ ଅଭିନେତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା

କନ୍ନଡ ଫିଲ୍ମର ଲୋକପ୍ରିୟ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କର ପରଲୋକ ଘଟିଛି। କର୍ନାଟକସ୍ଥିତ ବାସଭବନରୁ ବୁଧବାର ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ଶରୀରରେ ଅନେକ କ୍ଷତି ଚିହ୍ନଥିବା ଦେଖିବାକୁ ମିଳିଛି। କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା…

ବିରାଟ-ଅନୁଷ୍କା ବିଜ୍ଞାପନରେ ଏକାଠି କାମ କରିବା ପାଇଁ ନେଇଥାନ୍ତି ଏତିକି ଟଙ୍କା

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ମଧ୍ୟ ହୋଇଥିଲା। ପ୍ରଶଂସକ ଏହି ଯୋଡିକୁ ‘ଭିରୁଷ୍କା’…

୧୮ଟି ଦେଶରେ ପୁଣି ରିଲିଜ ହେବ ଏହି ଫିଲ୍ମ, ଚାହିଁ ରହିଛନ୍ତି ଦର୍ଶକେ

ମୁମ୍ବାଇ: ଶାହାରୁଖ ଏବଂ କାଜଲଙ୍କ ଅଭିନୀତ ଆଇକନିକ ଫିଲ୍ମ‘ ଦିଲ୍‌ଓ୍ବାଲେ ଦୁଲହାନିଆ ଲେ ଜାୟେଙ୍ଗ’ ଇତିମଧ୍ୟରେ ୨୫ ବର୍ଷ ପୂରଣ କରିଛି। ଏହି ଫିଲ୍ମଟି ବେଶ୍‌ କିଛିଦିନ ଧରି ହେଡ୍‌ଲାଇନ୍‌ରେ ରହିଆସିଛି। ଆଜି ବି ଏହି ଫିଲ୍ମର ଚାହିଦା ରହିଛି। ଫଳସ୍ବରୂପ…

ନବରାତ୍ରିକୁ ନେଇ କ୍ୟାଟ୍ରିନା-ରଣବୀରଙ୍କ ଫଟୋରେ ଅଶ୍ଳୀଳ ଟୁଇଟ୍‌ କରି ବିବାଦରେ ଏହି କମ୍ପାନୀ

ବର୍ତ୍ତମାନ ସମଗ୍ର ଦେଶରେ ଦେଶହରା ପୂଜା ଜାରି ରହିଛି। ନବରାତ୍ରି ମଧ୍ୟ ଚାଲିଛି। ଏହି ସମୟରେ ‘ଇରୋଜ ନାଓ’ କମ୍ପାନୀ ନବରାତ୍ରିକୁ ନେଇ କ୍ୟାଟ୍ରିନା କୈଫ୍‌ ଏବଂ ରଣବୀର ସିଂହଙ୍କ ଏକ ଫଟୋ ଉପରେ ଅଶ୍ଳୀଳ ଟୁଇଟ୍‌ କରିଥିଲା। କମ୍ପାନୀର ଏହି…

ବଲିଉଡ୍ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ପ୍ରସ୍ତୁତ ହେଉଛନ୍ତି ପରିବାର

ମୁମ୍ବାଇ: ବଲଉଡ୍ ଗାୟିକା ନେହା କକ୍କର ଅକ୍ଟୋବର ୨୩-୨୪ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ପ୍ରାୟ୍ର ସମସ୍ତ ପ୍ରସ୍ତୁତି ସରିଲାଣି । ପଞ୍ଜାବି ଗାୟକ ରୋହନପ୍ରୀତଙ୍କୁ ନେହା ଦିଲ୍ଲୀରେ ବିବାହ କରିବେ । ଏଥିପାଇଁ ନେହାଙ୍କ ପରିବାର…

ପୁତ୍ର ସନ୍ତାନର ଜନନୀ ହେଲେ ଏହି ସ୍ବର୍ଗତ ଅଭିନେତାଙ୍କ ସ୍ତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ବର୍ଗତ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ଘରକୁ ଖୁସି ଫେରିଛି। ସର୍ଜାଙ୍କ ସ୍ତ୍ରୀ ମେଘନା ରାଜ ଗୁରୁବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଚିରଞ୍ଜିବୀଙ୍କ ଭାଇ ଧ୍ରୁବ ସର୍ଜା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଧ୍ରୁବ…

ଏବେ ବି ସୁଶାନ୍ତଙ୍କୁ ଭୁଲି ପାରୁନାହାନ୍ତି ଏହି କ୍ରିକେଟର୍‌

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିବା ଚାରି ମାସରୁ ଅଧିକ ସମୟ ବିତିଗଲାଣି। ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ସିବିଆଇ ଟିମ। ଏହି ସମୟରେ ଟିମ ଇଣ୍ଡିଆର କ୍ରିକେଟର ୟୁଜଭେନ୍ଦ୍ର ଚହଲ ତାଙ୍କ ମୃତ୍ୟୁକୁ ଭୁଲି ନାହାଁନ୍ତି…

ଦୁର୍ଗାପୂଜା ପେଣ୍ଡାଲରେ ନିଜ ମୂର୍ତ୍ତି ଦେଖି ଏମତି କହିଲେ ସୋନୁ ସୁଦ୍‌

କରୋନା ମହାମାରୀ ସମୟରେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଶ୍ରମିକ। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଶ୍ରମିକମାନଙ୍କୁ ସହାୟତାର ହାତ ବଢାଇଥିଲେ। ସେ ଶ୍ରମିକମାନଙ୍କୁ ଘରକୁ ଫେରିବାରେ ସାହାଯ୍ୟ କରିଥିଲେ। ଏହାପରଠାରୁ ସୋନୁ ଏବେ ସେମାନଙ୍କ ପାଇଁ ଦେବଦୂତ…

ଅଭିନୟ କରିବେ ବୋଲି ପିଜା ଖାଇବା ଛାଡି ଦେଇଥିଲେ ପରିଣିତି

ମୁମ୍ବାଇ: ବଲିଉଡ୍ କୁଇନ୍ ପରିଣିତି ଚୋପ୍ରା ଅନେକ ୟଙ୍ଗଷ୍ଟରଙ୍କର ପ୍ରଥମ ପସନ୍ଦ ନାୟିକା ବୋଲି କୁହାଯାଏ । ଅଭିନୟରେ ସେ ଯେମିତି ପାରଙ୍ଗମ ପାଠପଢାରେ ବି ସେ ସେମିତି ଆଗରେ । ଦ୍ୱାଦଶ ଶ୍ରେଣୀରେ ସେ ସାରା ଦେଶରେ ଟପ୍ କରିଥିବା…

ଜେନେଲିଆଙ୍କ ସ୍ବାମୀ କହିବାରୁ ରାଗିଯାଇଥିଲେ ରିତେଶ ଦେଶମୁଖ

ଟେଲିଭଜନର ଚର୍ଚ୍ଚିତ କମେଡି ଶୋ’ ‘ଦ କପିଲ୍‌ ଶର୍ମା ଶୋ’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଏହି ଶୋ’କୁ ଆସୁଥିବା ସେଲିବ୍ରିଟିମାନେ ମଧ୍ୟ ନିଜ ଜୀବନର ମଜାଳିଆ ସ୍ମୁତିକୁ ଦର୍ଶକଙ୍କ ସହ ବାଣ୍ଟିଥାନ୍ତି। ନିକଟରେ ଏହି ଶୋ’ରେ ଭାଗ ନେଇଥିବା ଅଭିନେତା…

କଙ୍ଗନା ରାନାଓ୍ବତ ଏବଂ ଭଉଣୀ ରଙ୍ଗୋଲିଙ୍କୁ ସମନ ଜାରି କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୧।୧୦-ଦେଶଦ୍ରୋହ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ସମନ ଜାରି କରିଛି ମୁମ୍ବାଇ ପୋଲିସ। ଉଭୟଙ୍କୁ ଆସନ୍ତା ୨୬ ଏବଂ ୨୭ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। କଙ୍ଗନା ଏବଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?