ବିବାହ ବନ୍ଧନରେ ବାନ୍ଧି ହେଲେ ନେହା କକ୍କର

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ପ୍ଲେ-ବ୍ୟାକ୍‌ ସିଙ୍ଗର ସୁନ୍ଦରୀ ନେହା କକ୍କର। ଶନିବାର ଦିଲ୍ଲୀରେ ଥିବା ଏକ ଗୁରୁଦ୍ୱାରରେ ସେ ତାଙ୍କ ପ୍ରେମିକ ରୋହନପ୍ରୀତ୍‌ ସିଂହଙ୍କୁ ବିବାହ କରିଛନ୍ତି। ଶିଖ୍‌ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ ଆନନ୍ଦ କରାଜ ବିଧି ଦିଲ୍ଲୀରେ କରାଯାଇଛି। ବିବାହ ବେଳେ ନେହା ଓ ରୋହନପ୍ରୀତ୍‌ ପିଙ୍କ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି। ନେହା ଏଯାଏ ତାଙ୍କ ବାହାଘରର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି। କିନ୍ତୁ ତାଙ୍କ ଫ୍ୟାନ୍‌ମାନେ ବାହାଘର ବେଳର ଦୃଶ୍ୟକୁ କ୍ୟାମେରାରେ କଏଦ୍‌ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ଦେଖି ଇନ୍‌ଷ୍ଟାରେ ଫ୍ୟାନ୍‌ମାନେ ପସନ୍ଦ କରିବା ସହ ଦୁହିଁଙ୍କୁ ଶୁଭଚ୍ଛା ମଧ୍ୟ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କାଳରେ ପ୍ରେମିକାଙ୍କ ହାତ ଧରିବେ ସୁପରଷ୍ଟାର ନିଥୀନ: ସରିଲା ନିର୍ବନ୍ଧ

ସମଗ୍ର ବିଶ୍ୱ ତଥା ଦେଶରେ କରୋନା ଭୟ। ଏସବୁ ଭିତରେ ବିଭିନ୍ନ କଟକଣାକୁ ନେଇ ସାମାଜିକ କାମକୁ ବନ୍ଦ ରଖିବା ନଚେତ କୋଭିଡ ନିୟମ ମାନି...

ତକିଆ ତଳେ ଜୋତା ରଖି ଶୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା...

କ୍ୱାରାଣ୍ଟାଇନ୍‌ରେ ରହି ଲୋକଙ୍କୁ ସହାୟତା କରୁଛନ୍ତି ସୋନୁ ସୁଦ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ନିକଟରେ କରୋନା ଆକ୍ରାନ୍ତ ହୋଇ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏହି ସମୟରେ ମଧ୍ୟ ସେ ନିଜ ଯନ୍ତ୍ରଣା ଭୁଲି ଲୋକଙ୍କୁ...

କେତେ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ଷ୍ଟାରକିଡ୍‌, ଜାଣନ୍ତୁ…

ବମ୍ବେ: ଷ୍ଟାରକିଡ୍‌ ସାରା ଅଲି ଖାନ୍‌, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ନାମ କମାଇସାରିଲେଣି। ପ୍ରଶଂସକମାନେ ଏବେ ବଲିଉଡରେ ସୁହାନା...

୩୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଲୋକପ୍ରିୟ ଗାୟକ: ଭବ୍ୟ ବଙ୍ଗଳା ସାଙ୍ଗକୁ ଦାମୀ ଗାଡ଼ି…

ବମ୍ବେ: ନିଜର ସୁମଧୁର ସ୍ବରରେ କୋଟି କୋଟି ଶ୍ରୋତାଙ୍କ ମନରେ ପ୍ରେମର ବୀଜ ଅଙ୍କୁରିତ କରିଥାନ୍ତି ସୋନୁ ନିଗମ। ଆଜି ସେ ନିଜର ୩୮ତମ ଜନ୍ମଦିନ...

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶିଳ୍ପା

ମୁମ୍ବାଇ: ନିକଟରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମୁମ୍ବାଇରେ ନଜର ଆସିଥିଲେ। ତେବେ ଏହି ସମୟରେ ଫଟୋଗ୍ରାଫରମାନଙ୍କ ଉପରେ ସେ ବହୁତ ରାଗି ଯାଇଥିଲେ। କାରଣ ଫଟୋଗ୍ରାଫରଙ୍କ...

ରକ୍ତଦାନ କରି ପ୍ରଶଂସକ ପାଳିଲେ ଜନ୍ମଦିନ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ବେବି ଡଲ୍‌ କୁହାଯାଉଥିବା ସନି ଲିଓନିଙ୍କ ଫ୍ୟାନ୍ସମାନେ ଭିନ୍ନ ଢଙ୍ଗରେ ତାଙ୍କ ଜନ୍ମଦିନ ପାଳିଛନ୍ତି। ଯାହା ପାଇଁ ସନି ମଧ୍ୟ...

ଭାଇରାଲ ହେଲା ପରିଣିତି-ରାଘବଙ୍କ ରିସେପଶନ କାର୍ଡ

ମୁମ୍ବାଇ: ଉଦୟପୁରରେ ଧୁମଧାମ ଢଙ୍ଗରେ ବିବାହ ପରେ ପାରିଣିତି ଚୋପ୍ରା ଏବଂ ରାଘବ ଚଢା ଦିଲ୍ଲୀ ଆସିଛନ୍ତି। ବର୍ତ୍ତମାନ ପ୍ରଶଂସକଙ୍କ ଆଖି ସେମାନଙ୍କ ରିସେପ୍ସନ ପାର୍ଟି...

Advertisement
Archives

Model This Week